Panchang Today 13th January 2025: ଆଜିର ପଞ୍ଚାଙ୍ଗ, ପୌଷ ପୂର୍ଣ୍ଣିମାରେ ଶୁଭ ସମୟ ଦେଖି ଘରେ କରନ୍ତୁ ପୂଜା...

ସୌର ଧନୁ ମାସ ପୌଷ ଶୁକ୍ଳପକ୍ଷ । ଇଂରାଜୀରେ ୧୩ ତାରିଖ ସୋମବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ....

Panchang

ସୌର ଧନୁ ମାସ ପୌଷ ଶୁକ୍ଳପକ୍ଷ । ଇଂରାଜୀରେ ୧୩ ତାରିଖ ସୋମବାର । ଚନ୍ଦ୍ର- ମିଥୁନ ରାତ୍ରି ୦୪.୪୯ ଗତେ କର୍କଟ,ତିଥି- ପୂର୍ଣ୍ଣିମା ରାତ୍ରି ୦୩.୫୬ ଗତେ ପ୍ରତିପଦ, ଘାତଚନ୍ଦ୍ର- କନ୍ୟା ରାଶିର ରାତ୍ରି ୦୪.୧୯ ପର୍ଯ୍ୟନ୍ତ,ପୁଷ୍କର ଦୋଷ- ଦିବା ୧୦.୩୮ ଗତେ ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ।

ଶୁଭସମୟ-

ପ୍ରାତଃ– ୦୬.୨୭ ରୁ ୦୭.୪୯

ଦିବା- ୦୯.୨୨ ରୁ ୧୧.୩୩

ରାତ୍ରି- ୦୭.୫୯ ରୁ ୧୦.୧୭

ରାତ୍ରି- ୦୨.୫୮ ରୁ ୦୩.୫୦

ଅଶୁଭସମୟ-

ରାହୁକାଳ- ପ୍ରାତଃ ୦୭.୪୯ ରୁ ୦୯.୧୧

କାଳବେଳା- ପ୍ରାତଃ ୦୭.୪୯ ରୁ ୦୯.୧୧

ବାରବେଳା- ଦିବା ୦୨.୩୯ ରୁ ୦୪.୦୧

କାଳରାତ୍ରି- ରାତ୍ରି ୧୦