Panchang
Advertisment
ମେଷ ମାସ ଚୈତ୍ର ଶୁକ୍ଲପକ୍ଷ । ଇଂରାଜୀରେ ୧୩ ତାରିଖ ରବିବାର । ଚନ୍ଦ୍ର- କନ୍ୟା ପ୍ରାତଃ ୦୭.୩୮ ଗତେ ତୁଳା। ତିଥି- ପୂର୍ଣ୍ଣିମା (ମଳ) ପ୍ରାତଃ ୦୫.୫୨ ଗତେ ପ୍ରତିପଦ। ଘାତଚନ୍ଦ୍ର- ବୃଷ ରାଶିର ପ୍ରାତଃ ୦୭.୩୮ ପର୍ଯ୍ୟନ୍ତ। ଘାତବାର- ମେଷ ରାଶିର। ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ।
Advertisment
ଶୁଭସମୟ-
ପ୍ରାତଃ- ୦୫.୩୪ ରୁ ୦୯.୪୨
ଦିବା- ୦୧.୨୦ ରୁ ୦୧.୫୧
ସନ୍ଧ୍ୟା- ୦୬.୪୬ ରୁ ୦୯.୦୫
ରାତ୍ରି- ୧୨.୧୦ ରୁ ୦୧.୧୩
ରାତ୍ରି- ୦୨.୪୦ ରୁ ୦୩.୧୪
ଅଶୁଭସମୟ-
ରାହୁକାଳ- ଦିବା ୦୪.୨୭ ରୁ ୦୬.୦୦
କାଳବେଳା- ଦିବା ୧୧.୪୭ ରୁ ୦୧.୨୦
ବାରବେଳା- ଦିବା ୧୦.୧୪ ରୁ ୧୧.୪୭
କାଳରାତ୍ରି- ରାତ୍ରି ୦୧.୧୩ ରୁ ୦୨.୪୦
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Panchang_1740452604.jpg)