Advertisment

Panchang Today 12th March 2025: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

କୁମ୍ଭ ମାସ ଫାଲ୍‌ଗୁନ ଶୁକ୍ଲପକ୍ଷ । ଇଂରାଜୀରେ ୧୨ ତାରିଖ ବୁଧବାର ।

ଅଦ୍ୟତନ ହୋଇଛି
undefined

Panchang

Advertisment

କୁମ୍ଭ ମାସ ଫାଲ୍‌ଗୁନ ଶୁକ୍ଲପକ୍ଷ । ଇଂରାଜୀରେ ୧୨ ତାରିଖ ବୁଧବାର । ଚନ୍ଦ୍ର- ସିଂହ ଅହୋରାତ୍ର । ତିଥି- ୧୩ଶୀ ଦିବା ୦୯.୧୨ ଗତେ ୧୪ଶୀ । ଘାତଚନ୍ଦ୍ର- କର୍କଟ ଓ ମକର ରାଶିର ଅହୋରାତ୍ର । ଘାତବାର- କର୍କଟ ରାଶିର । ପୁଷ୍କର ଦୋଷ- ନାସ୍ତି ।

Advertisment

ଶୁଭ ସମୟ- 
ପ୍ରାତଃ- ୦୬.୦୧ ରୁ ୦୭.୩୫
ଦିବା- ୧୦.୨୭ ରୁ ୧୧.୩୨
ଦିବା- ୦୧.୫୪ ରୁ ୦୫.୦୪    
ସନ୍ଧ୍ୟା- ୦୬.୪୦ ରୁ ୧୦.୪୩
ରାତ୍ରି- ୦୧.୫୭ ରୁ ୦୨.୫୮
ରାତ୍ରି- ୦୪.୨୯ ରୁ ୦୬.୦୦

ଅଶୁଭ ସମୟ-
ରାହୁକାଳ- ଦିବା ୧୧.୫୬ ରୁ ୦୧.୨୫
କାଳବେଳା- ଦିବା ୦୮.୫୮ ରୁ ୧୦.୨୭
ବାରବେଳା- ଦିବା ୧୧.୫୬ ରୁ ୦୧.୨୫
କାଳରାତ୍ରି- ରାତ୍ରି ୦୨.୫୮ ରୁ ୦୪.୨୯

Advertisment
Astrology Panchang
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ