Panchang Today 12th Dec 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୌର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୧୨ତାରିଖ ମଙ୍ଗଳବାର ।

Today Panchang

ସୌର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୧୨ତାରିଖ ମଙ୍ଗଳବାର । ଚନ୍ଦ୍ର- ବିଛା ଅହୋରାତ୍ର ତିଥି- ୧୪ଶୀ ପ୍ରାତଃ ୦୬.୨୪ ଗତେ ଅମାବାସ୍ୟା (କ୍ଷୟ) ନିଶାନ୍ତ ୦୫.୦୧ ଗତେ ପ୍ରତିପଦ । ଘାତଚନ୍ଦ୍ର- ନାସ୍ତି । ଘାତବାର- ମକର ରାଶିର । ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ।

ଶୁଭ ସମୟ

ପ୍ରାତଃ- ୦୬.୧୫ ରୁ ୦୬.୫୮

ଦିବା- ୦୮.୫୭ ରୁ ୧୧.୧୮

ସନ୍ଧ୍ୟା- ୦୫.୦୪ ରୁ ୦୬.୪୩

ରାତ୍ରି- ୦୮.୨୨ ରୁ ୦୮.୩୫

ରାତ୍ରି- ୦୯.୨୮ ରୁ ୧୨.୦୬

ରାତ୍ରି- ୦୧.୫୨ ରୁ ୦୩.୩୭

ନିଶାନ୍ତ- ୦୪.୩୦ ରୁ ୦୬.୧୫

ଅଶୁଭ ସମୟ

ରାହୁକାଳ – ଦିବା ୦୨.୨୨ ରୁ ୦୩.୪୩

କାଳବେଳା- ଦିବା ୦୧.୦୧ ରୁ ୦୨.୨୨

ବାରବେଳା- ପ୍ରାତଃ ୦୭.୩୬ ରୁ ୦୮.୫୭

କାଳରାତ୍ରି- ସନ୍ଧ୍ୟା ୦୬.୪୩ ରୁ ୦୮.୨୨