ଅଦ୍ୟତନ ହୋଇଛି
Panchang
Advertisment
ସୈାର ବୃଷ ମାସ ଜ୍ୟେଷ୍ଠ ଶୁକ୍ଳପକ୍ଷ। ଇଂରାଜୀ ୧୧ ତାରିଖ ବୁଧବାର । ଚନ୍ଦ୍ର- ବିଛା ରାତ୍ରି ୦୮.୧୦ ଗତେ ଧନୁ । ତିଥି - ପୂର୍ଣ୍ଣିମା ଦିବା ୦୧.୧୩ ଗତେ ପ୍ରତିପଦ । ଘାତଚନ୍ଦ୍ର- ରାତ୍ରି ୦୮.୧୦ ଗତେ ତୁଳା ଓ କୁମ୍ଭ ରାଶିର । ଘାତବାର- କର୍କଟ ରାଶିର । ପୁଷ୍କର ଦୋଷ- ନାସ୍ତି ।
Advertisment
ଶୁଭ ସମୟ –
ପ୍ରାତଃ – ୦୭.୪୯ ରୁ ୦୮.୨୮
ଦିବା – ୧୦.୦୭ ରୁ ୧୧.୨୦
ଦିବା – ୦୧.୫୮ ରୁ ୦୫.୨୯
ସନ୍ଧ୍ୟା – ୦୬.୨୧ ରୁ ୦୯.୫୮
ରାତ୍ରି – ୧୨.୦୮ ରୁ ୦୧.୩୪
ଅଶୁଭ ସମୟ-
ରାହୁକାଳ- ଦିବା ୧୧.୪୬ ରୁ ୦୧.୨୫
କାଳବେଳା- ଦିବା ୦୮.୨୮ ରୁ ୧୦.୦୭
ବାରବେଳା- ଦିବା ୧୧.୪୬ ରୁ ୦୧.୨୫
କାଳରାତ୍ରି- ରାତ୍ରି ୦୨.୨୮ ରୁ ୦୩.୪୯
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Panchang_1740280214.jpg)