Today Panchang
Advertisment
ସୌର ବିଛା ମାସ ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ ୧୧ ତାରିଖ ବୁଧବାର । ଚନ୍ଦ୍ର- ମୀନ ଦିବା ୧୧.୪୭ ଗତେ ମେଷ। ତିଥି-୧୧ ଶୀ ରାତ୍ରି ୦୧.୦୯ ଗତେ ୧୨ଶୀ। ଘାତଚନ୍ଦ୍ର- ଧନୁ ରାଶିର, ଦିବା ୧୧.୪୭ ଗତେ ମେଷ ରାଶିର। ଘାତବାର- କର୍କଟ ରାଶିର। ପୁଷ୍କର ଦୋଷ- ରାତ୍ରି ୦୧.୦୯ ଗତେ ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ।
Advertisment
ଶୁଭ ସମୟ-
ପ୍ରାତଃ–୦୬.୧୫ ରୁ ୦୮.୨୫
ଦିବା-୧୦.୩୫ ରୁ ୧୧.୩୯
ଦିବା-୦୧.୨୮ ରୁ ୦୩.୩୮
ସନ୍ଧ୍ୟା-୦୫.୫୭ ରୁ ୦୬.୫୦
ରାତ୍ରି- ୦୮.୩୫ ରୁ ୦୨.୫୭
ନିଶାନ୍ତ- ୦୪.୩୬ ରୁ ୦୬.୧୫
ଅଶୁଭ ସମୟ-
ରାହୁକାଳ- ଦିବା ୧୧.୩୯ ରୁ ୦୧.୦୧
କାଳବେଳା- ଦିବା ୦୮.୫୭ ରୁ ୧୦.୧୮
ବାରବେଳା- ଦିବା ୧୧.୩୯ ରୁ ୦୧.୦୧
କାଳରାତ୍ରି- ରାତ୍ରି ୦୨.୫୭ ରୁ ୦୪.୩୬
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1733278171.jpg)