Panchang Today 11 September 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୌର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୧୧ ତାରିଖ ସୋମବାର । ଜାଣନ୍ତୁ ଶୁଭ ଓ ଅଶୁଭ ସମୟ..

ଆଜିର ପଞ୍ଚାଙ୍ଗ

ସୌର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୧୧ ତାରିଖ ସୋମବାର । ଚନ୍ଦ୍ର- କର୍କଟ ଅହରାତ୍ର ।ତିଥି- ୧୨ଶୀ ରାତ୍ରି ୧୧.୫୨ ଗତେ ୧୩ଶୀ । ଘାତ ଚନ୍ଦ୍ର - ନାସ୍ତି । ଘାତ ବାର- ମିଥୁନ । ପୁଷ୍କର ଦୋଷ- ୧ ପାଦ-ପଶୁ ସମ୍ପଦ ନାଶ-ଅନ୍ନ ଦାନ ରାତ୍ରି ୧୧.୫୨।

ଶୁଭ ସମୟ

ପ୍ରାତଃ- ୦୫.୩୬ରୁ ୦୭.୦୮

ଦିବା- ୧୦.୩୦ରୁ ୧୨.୫୬

ଦିବା- ୦୪.୧୮ରୁ ୦୫.୦୧

ସନ୍ଧ୍ୟା- ୦୬.୩୭ରୁ ୦୮.୫୮

ରାତ୍ରି- ୧୧.୪୩ରୁ ୦୨.୨୮

ଅଧିକ ପଢ଼ନ୍ତୁ: ଗୃହରେ କେଉଁ ବାସ୍ତୁଦୋଷ ଥିଲେ ଆକସ୍ମିକ ମୃତ୍ୟୁ ଆସିଥାଏ

ଅଶୁଭ ସମୟ

ଋାହୁକାଳ- ପ୍ରାତଃ ୦୭.୦୮ରୁ ୦୮.୪୦

କାଳବେଳା- ପ୍ରାତଃ ୦୭.୦୮ରୁ ୦୮.୪୦

ବାରବେଳା- ଦିବା ୦୨.୪୬ରୁ ୦୪.୧୮

କାଳ ରାତ୍ରି- ରାତ୍ରି ୧୦.୧୫ରୁ ୧୧.୪୩