Panchang Today 10th March 2025: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

କୁମ୍ଭ ମାସ ଫାଲ୍‌ଗୁନ ଶୁକ୍ଲପକ୍ଷ । ଇଂରାଜୀରେ ୧୦ ତାରିଖ ସୋମବାର । ଚନ୍ଦ୍ର- କର୍କଟ ଅହୋରାତ୍ର।ତିଥି- ୧୧ଶୀ ପ୍ରାତଃ ୦୭.୪୫ ଗତେ ୧୧ଶୀ।ଘାତଚନ୍ଦ୍ର- ନାସ୍ତି।ଘାତବାର- ମିଥୁନ ରାଶିର। ପୁଷ୍କର ଦୋଷ- ପ୍ରାତଃ ୦୭.୪୫ ଗତେ ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ।

Panchang

କୁମ୍ଭ ମାସ ଫାଲ୍‌ଗୁନ ଶୁକ୍ଲପକ୍ଷ । ଇଂରାଜୀରେ ୧୦ ତାରିଖ ସୋମବାର । ଚନ୍ଦ୍ର- କର୍କଟ ଅହୋରାତ୍ର। ତିଥି- ୧୧ଶୀ ପ୍ରାତଃ ୦୭.୪୫ ଗତେ ୧୧ଶୀ।ଘାତଚନ୍ଦ୍ର- ନାସ୍ତି। ଘାତବାର- ମିଥୁନ ରାଶିର। ପୁଷ୍କର ଦୋଷ- ପ୍ରାତଃ ୦୭.୪୫ ଗତେ ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ।

ଶୁଭସମୟ

ପ୍ରାତଃ- ୦୬.୦୨ ରୁ ୦୭.୩୧

ଦିବା- ୧୦.୪୬ ରୁ ୦୧.୦୭

ଦିବା- ୦୪.୨୨ ରୁ ୦୫.୦୪

ସନ୍ଧ୍ୟା- ୦୬.୩୯ ରୁ ୦୯.୦୬

ରାତ୍ରି- ୧୧.୫୬ ରୁ ୦୨.୪୭

ଅଶୁଭସମୟ

ରାହୁକାଳ- ପ୍ରାତଃ ୦୭.୩୧ ରୁ ୦୮.୫୯

କାଳବେଳା- ପ୍ରାତଃ ୦୭.୩୧ ରୁ ୦୮.୫୯

ବାରବେଳା- ଦିବା ୦୨.୫୪ ରୁ ୦୪.୨୨

କାଳରାତ୍ରି- ରାତ୍ରି ୧୦.୨୫ ରୁ ୧୧.୫୬