ଅଦ୍ୟତନ ହୋଇଛି
Panchang
Advertisment
ସୈାର ବୃଷ ମାସ ଜ୍ୟେଷ୍ଠ ଶୁକ୍ଳପକ୍ଷ। ଇଂରାଜୀ ୧୦ ତାରିଖ ମଙ୍ଗଳବାର । ଚନ୍ଦ୍ର- ବିଛା ଅହୋରାତ୍ର। ତିଥି - ୧୪ଶୀ ଦିବା ୧୧.୩୫ ଗତେ ପୂର୍ଣ୍ଣିମା।ଘାତଚନ୍ଦ୍ର- ନାସ୍ତିଘାତବାର- ମକର ରାଶିର। ପୁଷ୍କର ଦୋଷ- ୧ପାଦ-କୃଷିହାନି-ଭୂମିଦାନ।
Advertisment
ଶୁଭ ସମୟ –
ପ୍ରାତଃ – ୦୫.୧୦ ରୁ ୦୬.୪୯
ଦିବା – ୦୯.୩୪ ରୁ ୧୨.୧୨
ଦିବା – ୦୪.୪୨ ରୁ ୦୫.୨୮
ସନ୍ଧ୍ୟା – ୦୬.୨୧ ରୁ ୦୭.୦୪
ରାତ୍ରି – ୦୯.୦୩ ରୁ ୦୯.୫୭
ରାତ୍ରି – ୧୨.୦୭ ରୁ ୦୨.୧୭
ଅଶୁଭ ସମୟ-
ରାହୁକାଳ- ଦିବା ୦୩.୦୩ ରୁ ୦୪.୪୨
କାଳବେଳା- ଦିବା ୦୧.୨୪ ରୁ ୦୩.୦୩
ବାରବେଳା- ପ୍ରାତଃ ୦୬.୪୯ ରୁ ୦୮.୨୮
କାଳରାତ୍ରି- ରାତ୍ରି ୦୭.୪୨ ରୁ ୦୯.୦୩
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Panchang_1740280214.jpg)