Panchang Today 10th December 2024: ଆଜିର ପଞ୍ଚାଙ୍ଗ,ଶୁଭ ସମୟ ଦେଖି ଗୃହ ଶାନ୍ତି ପୂଜା କରନ୍ତୁ

ସୈାର ବିଛା ମାସ ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ ୧୦ ତାରିଖ ମଙ୍ଗଳବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Panchang

ସୈାର ବିଛା ମାସ ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ ୧୦ ତାରିଖ ମଙ୍ଗଳବାର ।ଚନ୍ଦ୍ର- ମୀନ ଅହୋରାତ୍ର,ତିଥି- ୧୦ମୀ ରାତ୍ରି ୦୩.୪୩ ଗତେ ୧୧ଶୀ,ଘାତଚନ୍ଦ୍ର- ଧନୁ ରାଶିର ଅହୋରାତ୍ର,ଘାତବାର- ମକର ରାଶିର,ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ଭୂମିଦାନ ।

ଶୁଭ ସମୟ:

ପ୍ରାତଃ-୦୬.୧୪ ରୁ ୦୬.୫୭

ଦିବା-୦୮.୫୭ ରୁ ୧୧.୧୭

ସନ୍ଧ୍ୟା- ୦୫.୦୪ ରୁ ୦୬.୪୩

ରାତ୍ରି-୦୮.୨୨ ରୁ ୦୮.୩୫

ରାତ୍ରି- ୦୯.୨୮ ରୁ ୧୨.୦୬

ରାତ୍ରି-୦୧.୫୧ ରୁ ୦୩.୩୬

ରାତ୍ରି-୦୪.୨୯ ରୁ ୦୬.୧୫

ଅଶୁଭ ସମୟ:

ରାହୁକାଳ- ଦିବା ୦୨.୨୨ ରୁ ୦୩.୪୩

କାଳବେଳା- ଦିବା ୦୧.୦୦ ରୁ ୦୨.୨୨

ବାରବେଳା- ପ୍ରାତଃ ୦୭.୩୫ ରୁ ୦୮.୫୭

କାଳରାତ୍ରି- ସନ୍ଧ୍ୟା ୦୬.୪୩ ରୁ ୦୮.୨୨