Panchang
Advertisment
ସୈାର ବିଛା ମାସ ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ ୧୦ ତାରିଖ ମଙ୍ଗଳବାର ।ଚନ୍ଦ୍ର- ମୀନ ଅହୋରାତ୍ର,ତିଥି- ୧୦ମୀ ରାତ୍ରି ୦୩.୪୩ ଗତେ ୧୧ଶୀ,ଘାତଚନ୍ଦ୍ର- ଧନୁ ରାଶିର ଅହୋରାତ୍ର,ଘାତବାର- ମକର ରାଶିର,ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ଭୂମିଦାନ ।
Advertisment
ଶୁଭ ସମୟ:
ପ୍ରାତଃ-୦୬.୧୪ ରୁ ୦୬.୫୭
ଦିବା-୦୮.୫୭ ରୁ ୧୧.୧୭
ସନ୍ଧ୍ୟା- ୦୫.୦୪ ରୁ ୦୬.୪୩
ରାତ୍ରି-୦୮.୨୨ ରୁ ୦୮.୩୫
ରାତ୍ରି- ୦୯.୨୮ ରୁ ୧୨.୦୬
ରାତ୍ରି-୦୧.୫୧ ରୁ ୦୩.୩୬
ରାତ୍ରି-୦୪.୨୯ ରୁ ୦୬.୧୫
ଅଶୁଭ ସମୟ:
ରାହୁକାଳ- ଦିବା ୦୨.୨୨ ରୁ ୦୩.୪୩
କାଳବେଳା- ଦିବା ୦୧.୦୦ ରୁ ୦୨.୨୨
ବାରବେଳା- ପ୍ରାତଃ ୦୭.୩୫ ରୁ ୦୮.୫୭
କାଳରାତ୍ରି- ସନ୍ଧ୍ୟା ୦୬.୪୩ ରୁ ୦୮.୨୨
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Panchang_1733799299.jpg)