Panchang today 10th Dec 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୈାର ବିଛା ମାସ  ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୧୦ ତାରିଖ  ରବିବାର । ଚନ୍ଦ୍ର- ତୁଳା ନିଶାନ୍ତ ୦୬.୧୧ ଗତେ ବିଛା, ତିଥି- ୧୨ଶୀ ପ୍ରାତଃ ୦୭.୧୩ ଗତେ ୧୩ଶୀ, ଘାତଚନ୍ଦ୍ର- ନାସ୍ତି, ଘାତବାର- ମେଷ ରାଶିର, ପୁଷ୍କର ଦୋଷ- ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ପ୍ରାତଃ ୦୭.୧୩ ଗତେ ୧ ପାଦ-କୃଷିହାନି-ଭୂମିଦାନ ଦିବା ୧୧.୪୮ ଗତେ ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ

Today Panchang

ଶୁଭ ସମୟ:

ପ୍ରାତଃ- ୦୬.୫୭ ରୁ ୦୯.୦୭ 

ଦିବା- ୦୧.୦୦ ରୁ ୦୨.୫୪
ଦିବା- ୦୩.୩୭ ରୁ ୦୩.୪୩ 
ରାତ୍ରି- ୦୭.୪୨ ରୁ ୦୯.୨୭ 
ରାତ୍ରି- ୧୨.୦୫ ରୁ ୦୧.୧୮
ରାତ୍ରି- ୦୨.୫୭ ରୁ ୦୬.୧୪

ଅଶୁଭ ସମୟ:

ରାହୁକାଳ - ଦିବା ୦୩.୪୩ ରୁ ୦୫.୦୪
କାଳବେଳା- ଦିବା ୧୧.୩୯ ରୁ ୦୧.୦୦                                                                                                 
ବାରବେଳା- ଦିବା ୧୦.୧୭ ରୁ ୧୧.୩୯
କାଳରାତ୍ରି- ରାତ୍ରି ୦୧.୧୮ ରୁ ୦୨.୫୭