ଅଦ୍ୟତନ ହୋଇଛି
Panchang
Advertisment
ସୌର ମେଷ ମାସ ବୈଶାଖ କୃଷ୍ଣପକ୍ଷ । ଇଂରାଜୀରେ ୨୦ ତାରିଖ ଗୁରୁବାର । ଚନ୍ଦ୍ର – ମେଷ ଅହୋରାତ୍ର । ତିଥି – ଅମାବାସ୍ୟା ଦିବା ୦୯.୪୨ ଗତେ ପ୍ରତିପଦ । ଘାତ ଚନ୍ଦ୍ର – ମେଷ ଅହୋରାତ୍ର । ଘାତ ବାର – ତୁଳା ଓ କୁମ୍ଭ । ପୁଷ୍କର ଦୋଷ – ନାସ୍ତି ।
Advertisment
ଶୁଭ ସମୟ:
- ପ୍ରାତଃ ୦୫.୨୯ ରୁ ୦୭.୦୯
- ଦିବା ୧୦.୩୦ ରୁ ୦୧.୦୧
- ରାତ୍ରି ୦୨.୨୫ ରୁ ୦୩.୧୧
ଅଧିକ ପଢ଼ନ୍ତୁ: ଘରେ ମୃତ ବ୍ୟକ୍ତିଙ୍କ ଫଟୋ ଭୁଲ୍ ସ୍ଥାନରେ ରଖିଛନ୍ତି କି? ହୋଇପାରେ ଏମିତି ଅସୁବିଧା
ଅଶୁଭ ସମୟ:
- ଋାହୁକାଳ – ଦିବା ୦୧.୧୯ ରୁ ୦୨.୫୪
- କାଳବେଳା – ଦିବା ୦୨.୫୪ ରୁ ୦୪.୨୮
- ବାରବେଳା – ଦିବା ୦୪.୨୮ ରୁ ୦୬.୦୨
- କାଳରାତ୍ରି – ରାତ୍ରି ୧୧.୪୫ ରୁ ୦୧.୧୯
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Panchang_1681960941.jpg)