Daily Horoscope 30th May: ଆଜି ଏହି ରାଶିର ବ୍ୟକ୍ତିଙ୍କୁ ମିଳିପାରେ ଧନ...

ସୈାର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୩୦ ତାରିଖ ସୋମବାର । ତିଥି – ଅମବାସ୍ୟା ସନ୍ଧ୍ୟା ୦୫/୦୦/୧୧ ଗତେ ପ୍ରତିପଦ । ଚନ୍ଦ୍ର- ବୃଷ ଅହୋରାତ୍ର । ଘାତ ଚନ୍ଦ୍ର- ବିଛା ରାଶିର ଅହୋରାତ୍ର । ଘାତ ବାର- ମିଥୁନ ରାଶିର ପୁଷ୍କର ଦୋଷ- ମୃତ ବ୍ୟକ୍ତିର ପୁଷ୍କର ଦୋଷ, ୧ ପାଦ - କୁଟୁମ୍ଭହାନି ତିଳକାଞନ ଦାନ ପ୍ରାତଃ ଦିବା ୦୭/୧୨/ ୨୦ ପର୍ଯ୍ୟନ୍ତ ।

daily horoscope

ଶୁଭ ସମୟ:- ଦିବା ୦୮/୪୦/୪୯ ରୁ ୧୦/୨୫/୩୯, ରାତ୍ରି ୦୯/୧୧/୪୧ ରୁ ୧୦/୨୨/୩୦, ରାତ୍ରି ୧୧/୪୪/୧୩ ରୁ ୧୨/୦୬/୦୦, ରାତ୍ରି ୧୦/୩୩/୧୦ ରୁ ୦୩/୦୦/୨୦

ଅଶୁଭ ସମୟ:- ରାହୁକାଳ- ପ୍ରାତଃ ୦୬/୪୯/୨୭ ରୁ ୦୮/୨୭/୪୩, କାଳବେଳା- ପ୍ରାତଃ ୦୬/୪୯/୨୭ ରୁ ୦୮/୨୭/୪୩, ବାରବେଳା – ଦିବା ୦୩/୦୦/୪୯ ରୁ ୦୪/୩୯/୦୬, କାଳରାତ୍ରି- ରାତ୍ରି ୧୦/୨୨/୩୦ ରୁ ୧୧/୪୪/୧୩

ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...

ମେଷ:-

ପ୍ରତିକାର – ଗୋଟେ ମାଟି କଳସ ରେ ମହୁ ରଖି ଶଶ୍ନାନ ରେ ପୋତି ଦିଅନ୍ତୁ

ବୃଷ:-

ପ୍ରତିକାର – ନଡିଆ ଉପରେ ଚନ୍ଦନ ଲଗାଇ ୬ଟି କର୍ପୂର ସହିର ଧଳା କନାରେ ଘୋଡାଇ ଜଳରେ ଭସାଇ ଦିଅନ୍ତୁ

ମିଥୁନ:-

ପ୍ରତିକାର -ପ୍ରଭୁ ନାରାୟଣଙ୍କୁ ତୁଳସୀ ପତ୍ର ଅର୍ପଣ କରନ୍ତୁ

କର୍କଟ:-

ପ୍ରତିକାର – ଶ୍ରୀ ଗଣେଷଙ୍କର ପୂଜାର୍ଚ୍ଚନା କରନ୍ତୁ

ସିଂହ:-

ପ୍ରତିକାର - କିଛି ଗୁଡ ନେଇ ବିଷ୍ଣୁ ମନ୍ଦିର ରେ ଦାନ କରନ୍ତୁ

କନ୍ୟା:-

ପ୍ରତିକାର - ଅରଖ ଗଛର ୫ଟି ପତ୍ରକୁ କ୍ଷୀର ରେ ଧୋଇ ଘରର ପଶ୍ଚିମ ଦିଗରେ ପୋତି ଦିଅନ୍ତୁ

ତୁଳା:-

ପ୍ରତିକାର – ମା କମଳା ମନ୍ତ୍ର ପାଠ କରନ୍ତୁ ।

ବିଛା:-

ପ୍ରତିକାର – ସୂର୍ଯ୍ୟ ଦେବତାଙ୍କୁ ୫ଟି ନାଲି ମନ୍ଦାର ଅର୍ପଣ କରନ୍ତୁ

ଧନୁ:-

ପ୍ରତିକାର – ବୃହସ୍ପତିଙ୍କର ପୂଜାର୍ଚ୍ଚନା କରନ୍ତୁ

ମକର:-

ପ୍ରତିକାର – ହଳଦିଆ ପୋଷାକ ଧାରଣ କରନ୍ତୁ

କୁମ୍ଭ:-

ପ୍ରତିକାର – ରାହୁଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ ।

ମୀନ:-

ପ୍ରତିକାର – ମା ତାରାଙ୍କର ମନ୍ତ୍ର ପାଠ କରନ୍ତୁ ।

(ଜ୍ୟୋତିର୍ବିଦ୍‌ ଇଞ୍ଜିନିୟର ଦୀପକ ଆଚାର୍ଯ୍ୟ)