Daily Horoscope 2nd June: କଣ ରହିଛି ଆଜି ଆପଣଙ୍କ ଭାଗ୍ୟରେ, ଜାଣନ୍ତୁ..

ସୈାର ବୃଷ ମାସ ଜ୍ୟେଷ୍ଠ ଶୁକ୍ଲପକ୍ଷ । ଇଂରାଜୀରେ ୨ ତାରିଖ ଗୁରୁବାର । ତିଥି – ୩ୟା ରାତ୍ର ୧୨/୧୭/୨୪ ଗତେ ୪ର୍ଥୀ । ଚନ୍ଦ୍ର -  ମିଥୁନ ଅହୋରାତ୍ର । ଘାତ ଚନ୍ଦ୍ର-  କନ୍ୟା ରାଶିର ଅହୋରାତ୍ର । ଘାତ ବାର - ତୁଳା,  କୁମ୍ଭ ରାଶିର । ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ,ଦିବା  ୦୪/୦୩/୫୨ ଗତେ ୧ ପାଦ - କୁଟୁମ୍ଭ ହାନି- ତିଳକାଞନ ଦାନ ।

Horoscope

ସୈାର ବୃଷ ମାସ ଜ୍ୟେଷ୍ଠ ଶୁକ୍ଲପକ୍ଷ । ଇଂରାଜୀରେ ୨ ତାରିଖ ଗୁରୁବାର । ତିଥି – ୩ୟା ରାତ୍ର ୧୨/୧୭/୨୪ ଗତେ ୪ର୍ଥୀ । ଚନ୍ଦ୍ର -  ମିଥୁନ ଅହୋରାତ୍ର । ଘାତ ଚନ୍ଦ୍ର-  କନ୍ୟା ରାଶିର ଅହୋରାତ୍ର । ଘାତ ବାର - ତୁଳା,  କୁମ୍ଭ ରାଶିର । ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ,ଦିବା  ୦୪/୦୩/୫୨ ଗତେ ୧ ପାଦ - କୁଟୁମ୍ଭ ହାନି- ତିଳକାଞନ ଦାନ ।

ଶୁଭ ସମୟ- ପ୍ରାତଃ ୦୭/୧୦/୫୪ ରୁ ୦୬/୦୩/୨୫, ଦିବା ୦୯/୩୩/୨୭ରୁ ୧୧/୧୮/୨୮, ସନ୍ଧ୍ୟା  ୦୭/୦୨/୦୧ ରୁ ୦୯/୧୨/୨୯, ରାତ୍ରି ୦୧/୦୬/୧୪ ରୁ ୦୨/୧୬/୫୪, ରାତ୍ରି ୦୩/୪୩/୫୨ ରୁ ୦୫/୧୦/୫୧
ଅଶୁଭ ସମୟ- ରାହୁକାଳ-  ଦିବା ୦୧/୨୩/୧୦ ରୁ ୦୩/୦୧/୩୭, କାଳବେଳା-  ଦିବା ୦୩/୦୧/୩୭ ରୁ ୦୪/୪୦/୦୫, ବାରବେଳା – ଦିବା ୦୪/୪୪/୦୫ ରୁ ୦୬/୧୮/୩୨, କାଳରାତ୍ରି-  ରାତ୍ରି ୧୧/୪୪/୪୨ ରୁ ୦୧/୦୬/୧୪

ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...

ମେଷ :-
ଅଶ୍ୱନୀ – ହିସାବ , ନିକାଶ ପାଇଁ ସୁନ୍ଦର ଅବସର ପାଇ ପାରନ୍ତି।
ଦ୍ୱିଜା -  ସହକର୍ମୀଙ୍କ ଠାରୁ ପର୍ଯ୍ୟାପ୍ତ ସହଯୋଗ ପାଇବେ । 
କୃତିକା – ଚିନ୍ତାଶୀଳ ବ୍ୟକ୍ତିଙ୍କ ମାଧ୍ୟମରେ କାର୍ଯ୍ୟ ସିଦ୍ଧ ହେବ ।
ପ୍ରତିକାର -  ଓଁ ହ୍ରୀଂ ଶ୍ରୀଂ ମଙ୍ଗଳାୟ ନମଃ ଜପ କରନ୍ତୁ ।

ବୃଷ :-
କୃତିକା  -ଚାକିରୀ ବୃତିରେ ସୃଙ୍ଖଳା ଦେଖାଦେଇ ପାରେ ।
ରୋହିଣୀ – ପରିବାର ମଧ୍ୟରେ ଆନନ୍ଦ ଉଲ୍ଲାସ ଦେଖାଦେଇ ପାରେ ।
ମୃଗଶିରା – ଇଶ୍ୱରଙ୍କ ପ୍ରତି ଆସ୍ଥା ବଢିବ ।
ପ୍ରତିକାର – ମା କଟକଚଣ୍ଡିଙ୍କ ମନ୍ତ୍ର ପାଠ କରନ୍ତୁ ।

ମିଥୁନ:-
ମୃଗଶିରା  -  ଆପଣଙ୍କର ଆତ୍ମବିଶ୍ୱାସ , ଓ କାର୍ଯ୍ୟ ଦକ୍ଷତା ବୃଦ୍ଧି ପାଇବ ।
ଆଦ୍ରା -  ଲେଖାପଢାରେ ସାଥିଙ୍କ ସାହାର୍ଯ୍ୟ ସହଯୋଗ ମିଳିବ ।
ପୁନର୍ବସୁ -  ବିରୋଧୀ ବନ୍ଧୁତାର ହାତ ବଢାଇବେ ।
ପ୍ରତିକାର – ଧଳା ରଙ୍ଗର ପୋଷାକ ବ୍ୟବହାର କରନ୍ତୁ ।

କର୍କଟ :-
ପୁନର୍ବସୁ -  ଖଳ ପ୍ରକୃତିର ଲୋକଙ୍କ ଠାରୁ ଦୂରେଇ ରୁହନ୍ତୁ ।
ପୁଷ୍ୟା – ବନ୍ଧୁଙ୍କ ସହିତ ମତଭେଦ ଓ ପୁଞି ବଜାର ରେ କ୍ଷତି ହୋଇପାରେ ।
ଅଶ୍ଳେଷା -  ପ୍ରଶାସନିକ ବିରୋଧି ଦେଖା ଦେଇପାରେ ।
ପ୍ରତିକାର –   ଜଳ ସୋତରେ ଭାସୁଥିବା ମାଛଙ୍କୁ ଖାଦ୍ୟ ଦିଅନ୍ତୁ ।

ସିଂହ:-
ମଘା –  ସାସାଂରିକ ଅତିଥିଙ୍କ ଆଗମନ ହୋଇପାରେ ।
ପୂ , ଫାଲଗୁନୀ -  ବାଣିଜ୍ୟ ରେ ଆତ୍ମବୃଦ୍ଧି ଓ ସଞୟ ହେବ ।
ଉ , ଫାଲଗୁନୀ – ମହିଳା ମାନେ କର୍ମକ୍ଷେତ୍ରରେ ଆଗମନା ରହିବେ ।

ପ୍ରତିକାର – ରାମଙ୍କର ମୂଳ ମନ୍ତ୍ର ପାଠ କରନ୍ତୁ ।

କନ୍ୟା:-
ଉ , ଫାଲଗୁନୀ -  ପ୍ରାୟତଃ ସବୁରୀ କାର୍ଯ୍ୟ ରେ ଆଗେଇ ଚାଲିବେ ।
ହସ୍ତା -  ପରିବହନ, କଳା, ବାଣିଜ୍ୟ ରେ ଲାଭାନ୍ୱିତ ହୋଇ ପାରନ୍ତି ।
ଚିତ୍ରା – ଆପଣଙ୍କୁ ଉନ୍ନତିର ନୂଆ ମାର୍ଗ ମିଳିବ ।
ପ୍ରତିକାର -  ସର୍ବକର୍ଯ୍ୟ ସିଦ୍ଧି ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ ।

ତୁଳା:-
ଚିତ୍ରା – ଉଭୟ ପ୍ରେମ ଓ ସାଂସାରିକ ସୁମଧୁର ସପଂର୍କ ରହିବ
ସ୍ୱାତୀ – ଚାକିରୀରେ ବେତନ ବୃଦ୍ଧିର ସମ୍ଭାବନା ଅଛି
ବିଶାଖା – ଲୋକ କଲ୍ୟାଣ କାର୍ଯ୍ୟ କରିବେ
ପ୍ରତିକାର – ଶୁକ୍ରଙ୍କର ପୂଜା ସହିତ ମନ୍ତ୍ର ପାଠ କରନ୍ତୁ ।
 

ବିଛା:-
ବିଶାଖା -  ନାନା ଭାବନା ଓ ଦ୍ୱିଧାଭାବ ଭିତରେ ଗତି କରି ପାରନ୍ତି ।
ଅନୁରାଧା -   ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହାତକୁ ନେଇ ଚିନ୍ତାଗ୍ରସ୍ତ ରହିବେ ।
ଜ୍ୟେଷ୍ଠା  –  ଜୀବିକା କ୍ଷେତ୍ରରେ  ଅସନ୍ତୁଷ୍ଟ ଓ  ଆର୍ଥିକ ସି୍ଥତି ଖରାପ ରହିବ ।
ପ୍ରତିକାର – ବଗଳା ମୂଖିଙ୍କର ପୂଜାର୍ଚ୍ଛନା କରନ୍ତୁ ।

ଧନୁ:-
ମୂଳା – ଆଶା ଅଭିଳାଷା ପୂର୍ଣ୍ଣ ହେବ ।
ପୂ , ଷାଢା – ସ୍ୱାସ୍ଥ୍ୟ ରେ ସୁଧାର ଏବଂ କାର୍ଯ୍ୟ ରେ ସଫଳତା ମିଳିପାରେ ।
ଉ , ଷାଢା – କର୍ତୁପକ୍ଷ ଆପଣଙ୍କ ଉପରେ ଖୁସି ରହିବେ ।
ପ୍ରତିକାର – ପ୍ରତିଦିନ ସକାଳୁ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରନ୍ତୁ ।

ମକର:-
ଉ , ଷାଢା -  ବ୍ୟବସାୟ ରେ ଆଶାନୂରୂପକ ଫଳ ପାଇବେ ।
ଶ୍ରବଣା – ପାରିବାରିକ କଷ୍ଟ ଦୂର ହୋଇପାରେ ।
ଧନିଷ୍ଠା –ଛାତ୍ରଛାତ୍ରୀ ମାନେ ନିଜର କାମ ତୁଲାଇବେ ।
ପ୍ରତିକାର –ମା ମଙ୍ଗଳା ପୂଜା ସହିତ ମନ୍ତ୍ର ପାଠ କରନ୍ତୁ ।

କୁମ୍ଭ:-
ଧନିଷ୍ଠା -  ଜୀବନ ରେ ଲାଗିରହିଥିବା କଷ୍ଟକୁ ଦୂର କରିବାରେ ଚେଷ୍ଟା କରିବେ ।
ଶତଭିଷା – ଶିକ୍ଷାତ୍ରି ଅଧୟନ ପ୍ରିୟ ହେବେ ।
ପୂ , ଭାଦ୍ରପଦ  –ସମାଜ ରେ ମାନ ସମ୍ମାନ ବୃଦ୍ଦି ପାଇବ ।
ପ୍ରତିକାର –ହନୁମାନଙ୍କର ପୂଜା କରନ୍ତୁ ।

ମୀନ:-
ପୂ , ଭାଦ୍ରପଦ - କର୍ମ କ୍ଷେତ୍ରରେ ବିଳମ୍ବ ଯୋଗ ରହିଛି ।
ଉ , ଭଦ୍ରପଦ - ଶାରିରୀକ କଷ୍ଟ ଭୋଗିବେ ।
ରେବତୀ – ଶତୃଙ୍କର ସଡ  ଯନ୍ତ୍ରର ଶିକାର ହୋଇ ପାରନ୍ତି ।
ପ୍ରତିକାର – ବୃହସ୍ପତିଙ୍କର ବିଗ୍ରହକୁ ପୂଜାର୍ଚ୍ଚନା କରନ୍ତୁ ।