Daily Horoscope 29 th May: କ’ଣ ଅଛି ଆଜି ଆପଣଙ୍କର ଭାଗ୍ୟରେ ଜାଣନ୍ତୁ...

ସୈାର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୨୯ ତାରିଖ ରବିବାର । ତିଥି – ୧୪ଶୀ ଦିବା ୦୨/୫୫/୨୫ ଗତେ ଅମାବାସ୍ୟା, ଚନ୍ଦ୍ର- ମେଷ ଦିବା ୧୧/୧୬ ଗତେ ବୃଷ, ଘାତ ଚନ୍ଦ୍ର- ମେଷ ରାଶିର , ଦିବା ୧୧/୧୬ ଗତେ ବିଛା ରାଶିର, ଘାତ ବାର- ମେଷ ରାଶିର, ପୁଷ୍କର ଦୋଷ- ମୃତ ବ୍ୟକ୍ତିର ପୁଷ୍କର ଦୋଷ, ୨ ପାଦ - ବଂଶହାନି – ଭୂମି ଓ ତିଳକାଞନ ଦାନ ।

Daily Horoscope

ଶୁଭ ସମୟ:-

ପ୍ରାତଃ ୦୬/୫୬/୦୩ ରୁ ୦୯/୩୩/୧୧, ଦିବା ୦୧/୨୨/୨୧ ରୁ ୦୨/୪୭/୨୮, ଦିବା ୦୪/୩୨/୧୩ ରୁ ୦୨/୩୮/୪୬,ସନ୍ଧ୍ୟା ୦୬/୧୬/୫୯ ରୁ ୦୭/୪୪/୨, ରାତ୍ରି ୧୦/୩୮/୩୯ ରୁ ୧୨/୪୯/୩୦

ଅଶୁଭ ସମୟ :-

ରାହୁକାଳ- ଦିବା ୦୩/୩୮/୪୬ ରୁ ୦୬/୧୬/୫୯,କାଳବେଳା- ଦିବା ୧୧/୪୪/୦୮ ରୁ ୦୧/୨୨/୨୧,ବାରବେଳା – ଦିବା ୧୦/୦୫/୫୫ ରୁ ୧୧/୪୪/୦୮,କାଳରାତ୍ରି- ରାତ୍ରି ୦୧/୦୫/୫୧ ରୁ ୦୨/୨୭/୩୭

ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...

ମେଷ :-

ପ୍ରତିକାର - ଅଟାରେ ଚିନି ମିଶାଇ ରୁଟି ତିଆରି କରି ଲାଲ୍ କୁକୁରକୁ ଖାଇବାକୁ ଦିଅନ୍ତୁ

ବୃଷ :-

ପ୍ରତିକାର – ନାଲି ରଙ୍ଗର ଗାଇକୁ ଖାଇବାକୁ ଦିଅନ୍ତୁ

ମିଥୁନ :-

ପ୍ରତିକାର – ତ୍ରିପୁରା ସୁନ୍ଦରିଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ ।

କର୍କଟ :-

ପ୍ରତିକାର - ଧଳା କପଡାରେ କିଛି ଅରୁଆ ଚାଉଳ, ଓ ମିଶିରେ ମିଶାଇ ଜଳ ରେ ଭସାଇ ଦିଅନ୍ତୁ

ସିଂହ :-

ପ୍ରତିକାର – ଶ୍ରୀ ରାମଙ୍କର ମୂଳ ମନ୍ତ୍ର ପାଠ କରନ୍ତୁ ।

କନ୍ୟା :-

ପ୍ରତିକାର - ତ୍ରିପୁରା ସୁନ୍ଦରୀଙ୍କର ମନ୍ତ୍ର ପାଠ କରନ୍ତୁ ।

ତୁଳା :-

ପ୍ରତିକାର - ଧଳା ରଙ୍ଗର ପୋଷାକ ବ୍ୟବହାର କାରନ୍ତୁ

ବିଛା :-

ପ୍ରତିକାର - ନୃସିଂହଙ୍କର ପୂଜାର୍ଚ୍ଚନା କରନ୍ତୁ

ଧନୁ :-

ପ୍ରତିକାର – ବ୍ରାହ୍ମଣଙ୍କର ସେବା କରି ତାଙ୍କୁ କିଛି ଦ୍ରବ୍ୟ ଦାନ କରନ୍ତୁ

ମକର :-

ପ୍ରତିକାର – ଗୋଟେ ଶିଶିରେ କିଛି ମହୁ ରଖି ନିରଳା ଜାଗାରେ ପୋତି ଦିଅନ୍ତୁ

କୁମ୍ଭ :-

ପ୍ରତିକାର – ହନୁମାନ ଚାଳିଶା ପାଠ କରନ୍ତୁ ।

ମୀନ :-

ପ୍ରତିକାର – ବିଷ୍ଣୁଙ୍କ ସହସ୍ର ନାମ ପାଠ କରନ୍ତୁ ।

(ଜ୍ୟୋତିର୍ବିଦ୍‌ ଇଞ୍ଜିନିୟର ଦୀପକ ଆଚାର୍ଯ୍ୟ)