ସୈାର ମିଥୁନ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୨୭ ତାରିଖ ସୋମବାର, ତିଥି – ୧୪ ଶୀ ଅହୋରାତ୍ର, ଚନ୍ଦ୍ର – ବୃଷ ଅହୋରାତ୍ର, ଘାତ ଚନ୍ଦ୍ର- ବିଛା ରାଶିର ଅହୋରାତ୍ର , ଘାତ ବାର – ମିଥୁନ ରାଶିର, ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ, ନାସ୍ତି ।
ଶୁଭ ସମୟ :-
ପ୍ରାତଃ ୦୮/୪୫ ରୁ ୧୦/୩୦
Also Read
ଦିବା ୦୯/୧୮ ରୁ ୧୦/୨୮
ସନ୍ଧ୍ୟା ୧୧/୪୯ ରୁ ୧୨/୧୧
ରାତ୍ରି ୦୧/୩୭ ରୁ ୦୩/୦୪
ରାତ୍ରି ୦୩/୪୭ ରୁ ୦୪/୩୦
ଅଶୁଭ ସମୟ :-
ରାହୁକାଳ- ଦିବା ୦୧/୨୭ ରୁ ୦୩/୦୬
କାଳବେଳା- ଦିବା ୦୩/୦୬ ରୁ ୦୪/୪୫
ବାରବେଳା – ଦିବା ୦୪/୪୫ ରୁ ୦୬/୨୪
କାଳରାତ୍ରି- ରାତ୍ରି ୧୧/୪୮ ରୁ ୦୧/୧୦
ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...
ମେଷ :-
- ଅଶ୍ୱନୀ – ଆଖ ପାଖ ଗତିବିଧି ଉପରେ ନଜର ରଖନ୍ତୁ
- ଦ୍ୱିଜା – ପରିଶ୍ରମ ଅନୁଯାୟୀ ଫଳ କମ ମିଳିବ
- କୃତିକା – ବିବାଦଠୁଁ ଦୂରରେ ରୁହନ୍ତୁ
ପ୍ରତିକାର - ମା ବଗଳାମୁଖିଙ୍କ ପୂଜାର୍ଚ୍ଚନା କରନ୍ତୁ
ବୃଷ :-
- କୃତିକା - ଅନ୍ଲାଇନ ବ୍ୟବସାୟ କରିବାକୁ ଭାବିବେ
- ରୋହିଣୀ – ପରିବାରରେ ଲୋକ ଆପଣଙ୍କ କଥାକୁ ସତମତି ଦେବେ
- ମୃଗଶିରା – ସାମାଜିକ କାର୍ଯ୍ୟରେ ଅଂଶଗ୍ରହଣ କରିବେ
ପ୍ରତିକାର – ପର୍ଶୁରାମଙ୍କର ପୂଜାର୍ଚ୍ଚନା କରନ୍ତୁ
ମିଥୁନ :-
- ମୃଗଶିରା - ଆମଦାନି ବଢଇବାର ନୂଆ ଯୋଜନ ମୁଣ୍ଡକୁ ଆସିପାରେ
- ଆଦ୍ରା - ମନ ମୁତାବକ କାମ ସଂପୂର୍ଣ୍ଣ ହେବ
- ପୁନର୍ବସୁ - ସରକାରୀ କାମରେ ସଫଳତା ପାଇବେ
ପ୍ରତିକାର – ମା ଦତାତ୍ରେୟଙ୍କ ମନ୍ତ୍ର ପାଠ କରନ୍ତୁ ।
କର୍କଟ :-
- ପୁନର୍ବସୁ - ବୃତିରେ ନୂଆ ଯୋଜନା କରିବେ
- ପୁଷ୍ୟା – ପିତାମାତାଙ୍କ ଓ ସହଯୋଗ ପାଇବେ
- ଅଶ୍ଳେଷା – ସଙ୍ଗୀତଜ୍ଞଙ୍କୁ ବଡ ସୁଯୋଗ ମିଳିବ
ପ୍ରତିକାର – ଶ୍ରୀ ଗଣେଷଙ୍କର ପୂଜା ସହିତ ମନ୍ତ୍ର ପାଠ କରନ୍ତୁ ।
ସିଂହ :-
- ମଘା – ଲୋକେ ଆପଣଙ୍କ ବ୍ୟକ୍ତିତକୁ ପ୍ରେରଣା ଦେବେ
- ପୂ , ଫାଲଗୁନୀ - ରାଜନୀତିରେ ଆର୍ଥିକ ଲାଭ ହୋଇପାରେ
- ଉ ,ଫାଲଗୁନୀ – ପାରିବାରିକ ଜୀବନ ସୁଖମୟ ହେବ
ପ୍ରତିକାର – ଶ୍ରୀ ମାତଙ୍ଗି ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
କନ୍ୟା :-
- ଉ , ଫାଲଗୁନୀ - ଆପଣ ଟିକେ ଆଳସ୍ୟ ଅନୁଭବ କରିବେ
- ହସ୍ତା - ଆପଣଙ୍କ କାମ ଦେଖି କର୍ମଚାରୀ ଅଶନ୍ତୁଷ୍ଟ ହେବେ
- ଚିତ୍ରା – ସଡକ ଦୁର୍ଘଟଣାର ସମ୍ଭାବନା ରହିଛି
ପ୍ରତିକାର - ଶ୍ରୀ ବିଷ୍ଣୁଙ୍କର ପୂଜାର୍ଚ୍ଚନା କରନ୍ତୁ
ତୁଳା :-
- ଚିତ୍ରା – କୈାଣସି କ୍ଷେତ୍ରରେ ନିବେଶ ପୂର୍ବରୁ ଦେଖିକି ନିବେଶ କରନ୍ତୁ
- ସ୍ୱାତୀ – ଅଧିକ ଆତ୍ମବିଶ୍ୱାସ ହାନିକାରକ ହୋଇପାରେ
- ବିଶାଖା – ଆପଣଙ୍କର ବହୁତ କାମ ଅଧୁରା ରହିପାରେ
ପ୍ରତିକାର – ମହାଲକ୍ଷ୍ମୀଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
ବିଛା :-
- ବିଶାଖା – ଦୈନଦିନ କାର୍ଯ୍ୟରେ ସଫଳତା ପାଇବେ
- ଅନୁରାଧା - ବନ୍ଧୁ ମାନଙ୍କ ସହିତ ପୂର୍ବ ମାମଲା ସମାଧାନ କରିବେ
- ଜ୍ୟେଷ୍ଠା – ଜୀବନ ସାଥିଙ୍କ ସହିତ ସିନେମା ଦେଖି ଯାଇ ପାରନ୍ତି
ପ୍ରତିକାର – ନୃସିଂଙ୍କର ପୂଜା ସହିତ ମନ୍ତ୍ର ପାଠ କରନ୍ତୁ ।
ଧନୁ :-
- ମୂଳା – ଅଫିସରେ ଆପଣଙ୍କୁ ନୂଆ ପଦବୀ ମିଳିପାରେ
- ପୂ , ଷାଢା – ଗୃହିଣୀଙ୍କ ଘରକାମରେ ଘର ଲୋକ ସାହାର୍ଯ୍ୟ କରିବେ
- ଉ , ଷାଢା – ସାହସର ସହିତ କାମ କରନ୍ତୁ ସଫଳତା ପାଇବେ
ପ୍ରତିକାର – ତାରାଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
ମକର :-
- ଉ , ଷାଢା - ଅଧିକାରୀଙ୍କ ସହ ବ୍ୟବହାରରେ ସତର୍କତା ରଖନ୍ତୁ
- ଶ୍ରବଣା – ଖର୍ଚ୍ଚ କମ୍ କରିବା ପାଇଁ ଚେଷ୍ଟା କରନ୍ତୁ
- ଧନିଷ୍ଠା – ବିରୋଧିଙ୍କ ପ୍ରତି ସାବଧାନ ରୁହନ୍ତୁ
ପ୍ରତିକାର – ମଦାଦେବଙ୍କର ଦର୍ଶନ କରନ୍ତୁ ।
କୁମ୍ଭ :-
- ଧନିଷ୍ଠା – ନବ ବିବାହିତ ଦମ୍ପତି ଏକା ସାଙ୍ଗରେ ସମୟ ବିତାଇବେ
- ଶତଭିଷା – ତେଜରାତି ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ
- ପୂ , ଭାଦ୍ରପଦ – ନୂଆ ପଥ ଦୃଷ୍ଟି ଗୋଚର ହେବ
ପ୍ରତିକାର – ଦକ୍ଷିଣ କାଳୀଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
ମୀନ :-
- ପୂ , ଭାଦ୍ରପଦ - ବ୍ୟବସାୟ ବିଷୟରେ ଭଲ କଥା କହିବେ
- ଉ , ଭଦ୍ରପଦ - କର୍ତୁପକ୍ଷଙ୍କ କଥାକୁ ଭଲ ଭାବରେ ଶୁଣି ମତ ଦିଅନ୍ତୁ ଖୁସି ହେବେ
- ରେବତୀ – ଖୁସି ଖବର ଶୁଣି ମନ ପ୍ରଫୁଲିତ ରହିବ
ପ୍ରତିକାର – ମା ତାରାଙ୍କର ମନ୍ତ୍ରକୁ ୨୧ ଥର ଜପ କରନ୍ତୁ ।
(ଜ୍ୟୋତିର୍ବିଦ୍ ଇଞ୍ଜିନିୟର ଦୀପକ ଆଚାର୍ଯ୍ୟ)