Daily Horoscope 26th July 2022: ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ..

ସୈାର କର୍କଟ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୨୬ ତାରିଖ ମଙ୍ଗଳବାର , ତିଥି – ୧୩ଶୀ ନ୍ଧ୍ୟା ୦୬/୪୭ ଗତେ ୧୪ଶୀ, ଚନ୍ଦ୍ର – ମିଥୁନ ଅହୋରାତ୍ର, ଘାତ ଚନ୍ଦ୍ର- କନ୍ୟା ରାଶିର ଅହୋରାତ୍ର, ଘାତ ବାର –ମକର ରାଶିର, ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ, ୧ ପାଦ - କୃଷିହାନି- ଭୂମିଦାନ ରାତ୍ରି ୦୪/୦୯ ଗତେ ୨ ପାଦ -କୃଷି ଓ ବଂଶହାନି - ଭୂମି ଓ ତିଳକାଞନ ଦାନ ।

Daily Horoscope

ଶୁଭ ସମୟ :-

ଦିବା ୦୮/୩୮ ରୁ ୧୦/୩୫

ଦିବା ୧୦/୧୦ ରୁ ୦୧/୩୦

ଦିବା ୦୪/୪୫ ରୁ ୦୫/୩୦

ସନ୍ଧ୍ୟା ୦୬/୨୨ ରୁ ୦୭/୦୬

ରାତ୍ରି ୦୯/୧୮ ରୁ ୧୧/୩୧

ରାତ୍ରି ୦୧/୪୩ ରୁ ୦୩/୧୧

ଅଶୁଭ ସମୟ :-

ଋାହୁକାଳ - ଦିବା ୦୩/୦୭ ରୁ ୦୪/୪୫

କାଳବେଳା - ଦିବା ୦୧/୩୦ ରୁ ୦୩/୦୭

ବାରବେଳା – ପ୍ରାତଃ ୦୭/୦୧ ରୁ ୦୮/୩୮

କାଳରାତ୍ରି – ରାତ୍ରି ୦୭/୪୫ ରୁ ୦୯/୦୭

ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...

ମେଷ :- 

ପ୍ରତିକାର - ଗାଧୋଇ ସାରି ଗାଈକୁ ଦୂବ ଘାସ ନିଜ ହାତରେ ଖୁଆଇ ଦିଅନ୍ତୁ

ବୃଷ :-

ପ୍ରତିକାର – ମା କମଳାଙ୍କର ମୂଳମନ୍ତ୍ର ପାଠ କରନ୍ତୁ

ମିଥୁନ :- 

ପ୍ରତିକାର – ବୁଧଙ୍କର ମନ୍ତ୍ର ଓଁ ବୁଧାୟ ନମଃ ପାଠ କରନ୍ତୁ

କର୍କଟ :- 

ପ୍ରତିକାର – ସକାଳୁ ଉଠି ସ୍ନାନସାରି ନିଜ ମାଙ୍କର ପାଦ ସ୍ପର୍ଶ କରନ୍ତୁ

ସିଂହ :- 

ପ୍ରତିକାର – ଇଷ୍ଟ ଦେବୀ ମାତଙ୍ଗୀଙ୍କର ପୂଜାର୍ଚ୍ଚନା କରନ୍ତୁ

କନ୍ୟା :- 

ପ୍ରତିକାର - ବିଷ୍ଣୁ ସହସ୍ର ନାମ ପାଠ କରନ୍ତୁ

ତୁଳା :- 

ପ୍ରତିକାର – ସକାଳୁ କିଛି ପଶୁ, ପକ୍ଷୀଙ୍କୁ ଖାଇବାକୁ ଦେଇ ଦିନ ଆରମ୍ଭ କରନ୍ତୁ

ବିଛା :- 

ପ୍ରତିକାର – ଶ୍ରୀ ହନୁମାନ ଚାଳିଶା ପାଠ କରନ୍ତୁ

ଧନୁ :- 

ପ୍ରତିକାର – ଶ୍ରୀ ରାମ ରକ୍ଷା ସ୍ତୋତ୍ର ପାଠ କରନ୍ତୁ

ମକର :- 

ପ୍ରତିକାର – ମା କାଳୀଙ୍କର ମୂଳ ମନ୍ତ୍ର ପାଠ କରନ୍ତୁ

କୁମ୍ଭ :- 

ପ୍ରତିକାର – ମହାମୃତ୍ୟୁଞୟ ମନ୍ତ୍ର ପାଠ କରି ଦିନ ଅରମ୍ଭ କରନ୍ତୁ

ମୀନ :- 

ପ୍ରତିକାର – ସକାଳୁ ଗୁରୁଜନଙ୍କୁ ପ୍ରଣାମ କରନ୍ତୁ

(ଜ୍ୟୋତିର୍ବିଦ୍‌ ଇଞ୍ଜିନିୟର ଦୀପକ ଆଚାର୍ଯ୍ୟ, ମୋ-୯୪୩୯୦୫୦୦୯୯, ୯୨୩୮୩୯୭୧୦୦)