Daily Horoscope 24th July 2022: ଏହି ରାଶିର ବ୍ୟକ୍ତିଙ୍କୁ ଅର୍ଥଲାଭ ହୋଇପାରେ..

ସୈାର କର୍କଟ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୨୪ ତାରିଖ  ରବିବାର । ତିଥି –  ୧୧ ଶୀ ଦିବା ୦୧/୪୬ ଗତେ ୧୨ ଶୀ, ଚନ୍ଦ୍ର   – ବୃଷ ଅହୋରାତ୍ର, ଘାତ ଚନ୍ଦ୍ର- ବିଛା ରାଶିର ଅହୋରାତ୍ର, ଘାତ ବାର – ମେଷ ରାଶିର, ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ, ୧ ପାଦ - କୃଷିହାନି- ଭୂମିଦାନ ଦିବା ୦୧/୪୬ ଗତେ  ୨ ପାଦ - କୃଷି ଓ ପଶୁହାନି ଓ ଅନ୍ନଦାନ। 

Daily Horoscope

ସୈାର କର୍କଟ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୨୪ ତାରିଖ  ରବିବାର । ତିଥି –  ୧୧ ଶୀ ଦିବା ୦୧/୪୬ ଗତେ ୧୨ ଶୀ, ଚନ୍ଦ୍ର   – ବୃଷ ଅହୋରାତ୍ର, ଘାତ ଚନ୍ଦ୍ର- ବିଛା ରାଶିର ଅହୋରାତ୍ର, ଘାତ ବାର – ମେଷ ରାଶିର, ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ, ୧ ପାଦ - କୃଷିହାନି- ଭୂମିଦାନ ଦିବା ୦୧/୪୬ ଗତେ  ୨ ପାଦ - କୃଷି ଓ ପଶୁହାନି ଓ ଅନ୍ନଦାନ। 

ଶୁଭ ସମୟ-

ପ୍ରାତଃ ୦୫/୨୩ ରୁ ୦୯/୪୩ 

ଦିବା ୦୧/୩୦ ରୁ ୦୨/୦୩  

ସନ୍ଧ୍ୟା ୦୭/୦୭ ରୁ ୦୯/୧୯   

ରାତ୍ରି ୧୨/୧୫  ରୁ ୦୧/୧୫

ରାତ୍ରି ୦୨/୩୮ ରୁ ୦୩/୧୧

ଅଶୁଭ ସମୟ-

ଋାହୁକାଳ - ଦିବା ୦୪/୪୫ ରୁ ୦୬/୨୩ 

କାଳବେଳା - ଦିବା ୧୧/୫୩ ରୁ ୦୧/୩୦ 

ବାରବେଳା –ଦିବା ୧୦/୧୫ ରୁ ୧୧/୫୩ 

କାଳରାତ୍ରି – ରାତ୍ରି ୦୧/୧୫ ରୁ ୦୨/୩୮

ଆଜିର ରାଶିଫଳ-

ମେଷ:-

ଅଶ୍ୱନୀ - ପ୍ରଶାସନିକ କ୍ଷେତ୍ରରେ ଉତେଜନା ପରିବେଶ ରହିପାରେ ।

ଦ୍ୱିଜା –ଯାନବାହନ ଚଳାଇବା ସମୟରେ ସତର୍କ ଅବଲମ୍ବନ କରନ୍ତୁ ।

କୃତିକା – କର୍ତୁପକ୍ଷଙ୍କ ଠାରୁ ଦୂବ୍ୟବହାର ପାଇବେ ।

ପ୍ରତିକାର - ଗାଧୋଇ ସାରିବା ପରେ ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରନ୍ତୁ । 

ବୃଷ:-

କୃତିକା  - ଭଲ ଲୋକଙ୍କ ସହ ମିଶିବାର ଅବସର ପାଇବେ ।

ରୋହିଣୀ –ଯାନ ବାହନ କିଣିବା ଲାଗି ଆଗ୍ରହ ପ୍ରକାଶ କରିବେ ।

ମୃଗଶିରା – ଖୁସିରେ ଆପଣ ଅଧିକ ଖର୍ଚ୍ଚ କରିପାରନ୍ତି ।

ପ୍ରତିକାର – ମା କମଳାଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ । 

ମିଥୁନ:-

ମୃଗଶିରା  - ଅନ୍ତରଙ୍ଗ ବନ୍ଧୁଙ୍କ ସହିତ ସମୟ ବିତାଇବେ ।

ଆଦ୍ରା -  ଆପଣଙ୍କ କାମ ଅନ୍ୟକୁ ଖୁସି ଦେଇ ପାରେ ।

ପୁନର୍ବସୁ -  ପିଲାମାନଙ୍କ ସହ ଖୁସିରେ ସମୟ କଟାଇବେ ।

ପ୍ରତିକାର – ସବୁଜ ରଙ୍ଗର ପୋଷାକ ଦାନ କରନ୍ତୁ ।

କର୍କଟ:-

ପୁନର୍ବସୁ -  ବଡ କଂପାନିରେ ଚାକିରି ପାଇଁ ସୁଯୋଗ ଆସିପାରେ ।

ପୁଷ୍ୟା – ଆପଣଙ୍କ ମନରେ ନୂଆ ନୂଆ ବିଚାର ଆସିବ ।

ଅଶ୍ଳେଷା -  କୈାଣସି କାର୍ଯ୍ୟରେ ସାହାସିକ ପଦକ୍ଷପ ନେବେ ।

ପ୍ରତିକାର – ଓଁ ସୋମାୟ ନମଃ ମନ୍ତ୍ର ଜପ କରି ଘରୁ ବାହାରନ୍ତୁ ।

ସିଂହ:-

ମଘା – ଗୃହପୋକରଣ ସଂଗ୍ରହ କରି ପାରନ୍ତି ।

ପୂ , ଫାଲଗୁନୀ -  ଅର୍ଥଲାଭର ଆବାସ ମିଳିପାରେ ।

ଉ ,ଫାଲଗୁନୀ – ଆୟ ବୃଦ୍ଧି, ବ୍ୟୟ ସଙ୍କୋଚ ହେବ ।

ପ୍ରତିକାର – ରାମଙ୍କର ମୂଳ ମନ୍ତ୍ର ପାଠ କରି ଦିନଟି ଆରମ୍ଭ କରନ୍ତୁ ।

କନ୍ୟା:-

ଉ , ଫାଲଗୁନୀ –ବରମ୍ବାର ଶାରୀରିକ ସମସ୍ୟା ଚିନ୍ତାର କାରଣ ହେବ ।

ହସ୍ତା – ସାଂସାରିକ ଜୀବନରେ ଦ୍ୱନ୍ଦ ରହିବ ।

ଚିତ୍ରା – କେତେକାଂଶରେ ପତିକୂଳ ପରିସ୍ଥିତି ଦେଇ ଗତି କରିବେ ।

ପ୍ରତିକାର - ବୁଧଙ୍କର ପୂଜାର୍ଚ୍ଚନା କରନ୍ତୁ ।  

ତୁଳା:-

ଚିତ୍ରା – ଯାହା ଆୟ ହେବ, ତାହା ଅଭାବ ପଡିବ ।

ସ୍ୱାତୀ – ନିଜର ବ୍ୟବହାର ପ୍ରତି ଧ୍ୟାନ ଦିଅନ୍ତୁ ।

ବିଶାଖା – ସାଂସାରିକ ସମସ୍ୟା ଘେରି ରହିବ ।

ପ୍ରତିକାର – ଶୁକ୍ରଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ । 

ବିଛା:-

ବିଶାଖା – ସାସୃତିକ ପରିବେଶରେ ଯୋଗ ଦାନ କରିବେ ।

ଅନୁରାଧା – ଗୁରୁ ଦୃଷ୍ଟି ଲାଭ କରି ପାରନ୍ତି ।

ଜ୍ୟେଷ୍ଠା  – ଧାର୍ମିକ ଭାବନାରେ ଶାନ୍ତି ପାଇବେ ।

ପ୍ରତିକାର – ଗୋଟେ କଳସରେ ମହୁ ଭର୍ତି କରି କୈାଣସି ନିରଳା ଜାଗାରେ ରଖି ଦିଅନ୍ତୁ । 

ଧନୁ:-

ମୂଳା –ଆୟିନି ସହାୟତା ସାଙ୍ଗକୁ ବିଦେଶ ଯାତ୍ରା କରି ପାରନ୍ତି ।

ପୂ , ଷାଢା – ରଚନାନୈତିକ କାର୍ଯ୍ୟରୁ ପ୍ରଶଂସିତ ମିଳିବ ।

ଉ , ଷାଢା – ନିଜ ମନକୁ ସାନ୍ତନା ଦେବେ ।

ପ୍ରତିକାର – ମା ତାରାଙ୍କର  ମୂଳ ମନ୍ତ୍ର ପାଠ କରନ୍ତୁ ।

ମକର:-

ଉ , ଷାଢା -  ବିବାହ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ ।

ଶ୍ରବଣା – ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରନ୍ତୁ ।

ଧନିଷ୍ଠା –ଆପଣଙ୍କୁ ଭୁଲ ରାସ୍ତାରେ ନେଇ ଯାଉଥିବା ଲୋକଙ୍କ ପ୍ରତି ସାବଧାନ ରୁହନ୍ତୁ ।

ପ୍ରତିକାର – ଶନିଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ । 

କୁମ୍ଭ:-

ଧନିଷ୍ଠା – ଛାତ୍ରଛାତ୍ରୀ ଗୁରୁଜନଙ୍କ ଠାରୁ ଭଲ ପରାମର୍ଶ ପାଇବେ ।

ଶତଭିଷା – ସୁଆଦିଆ ଖାଦ୍ୟ ଭୋଜନ କରିବାର ସୁଯୋଗ ପାଇପାରନ୍ତି ।

ପୂ , ଭାଦ୍ରପଦ – ବେପାର ବୃତିରେ ସଫଳତା ହାସଲ କରିବେ ।

ପ୍ରତିକାର – ଐଂ ହ୍ରୀଂ ରାହବେ ନମଃ ପାଠ କରନ୍ତୁ ।    

ମୀନ:-

ପୂ , ଭାଦ୍ରପଦ - ସରକାରୀ  ସାହାର୍ଯ୍ୟରୁ ଅର୍ଥ ଲାଭ ହୋଇପାରେ ।

ଉ , ଭଦ୍ରପଦ -ପାରିବାରିକ ସହମତିରେ କାର୍ଯ୍ୟ ସିଦ୍ଧି ଘଟିପାରେ ।

ରେବତୀ – ରାଜନୈତିକ ପୃଷ୍ଟ ପୋଷକତା ଲାଭ କରିବେ ।

ପ୍ରତିକାର – ଗୁରୁଜନ ମାନଙ୍କର ଆଜ୍ଞା ପାଳନ କରନ୍ତୁ ।

(ଜ୍ୟୋତିର୍ବିଦ୍‌ ଇଞ୍ଜିନିୟର ଦୀପକ ଆଚାର୍ଯ୍ୟ, ମୋ-୯୪୩୯୦୫୦୦୯୯, ୯୨୩୮୩୯୭୧୦୦)