ସୈାର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୨୪ ତାରିଖ ମଙ୍ଗଳବାର । ତିଥି – ୯ମୀ ଦିବା ୧୦/୪୫/୪୨ ଗତେ ୧୦ମୀ ,ଚନ୍ଦ୍ର- ୯ମୀ ଦିବା ୦୪/୨୭ ଗତେ ମୀନ, ଘାତ ଚନ୍ଦ୍ର- ମୀଥୁନ ଓ ମୀନ ରାଶିରେ , ଦିବା ୦୪/୨୭ ଗତେ ଧନୁ ରାଶିର ଘାତ ବାର- ମକର ରାଶିର ପୁଷ୍କର ଦୋଷ- ମୃତ ବ୍ୟକ୍ତିର ପୁଷ୍କର ଦୋଷ, ୨ ପାଦ କୃଷି ଓ ବଂଶହାନି – ଭୂମି ଓ ତିଳକାଞ୍ଚନ ଦାନ ରାତ୍ରି ୧୦/୩୪/୧୨ ଗତେ ୧ ପାଦ କୃଷିହାନି- ଭୂମିଦାନ ।
ଶୁଭ ସମୟ- :- ପ୍ରାତଃ ୦୫/୧୨/୧୦ ରୁ ୦୬/୫୦/୦୧, ଦିବା ୦୯/୩୩/୦୭ ରୁ ୧୨/୦୯/୪୧, ଦିବା ୦୨/୩୭/୦୯ ରୁ ୦୫/୨୨/୪୯, ସଧ୍ୟା ୦୬/୧୫/୦୦ ରୁ ୦୬/୫୮/୪୮, ରାତ୍ରି ୦୮/୫୯/୧୪ ରୁ ୦୯/୫୩/୫୯,ରାତ୍ରି ୧୨/୦୫/୨୨ ରୁ ୦୨/୧୬/୪୬ ।
Also Read
ଅଶୁଭ ସମୟ :- ରାହୁକାଳ- ଦିବା ୦୨/୫୯/୧୭ ରୁ ୦୪/୩୭/୦୯, କାଳବେଳା-ଦିବା ୦୧/୨୧/୨୬ ରୁ ୦୨/୫୯/୧୭,ବାରବେଳା –ପ୍ରାତଃ ୦୬/୫୦/୦୧ ରୁ ୦୮/୨୭/୫୨,କାଳରାତ୍ରି- ରାତ୍ରି ୦୭/୩୭/୦୭ ରୁ ୦୮/୫୯/୧୪ ।
ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...
ମେଷ:-
- ବାରମ୍ବାର ଚେଷ୍ଟା କରି କିଛିଟା ସୁଫଳ ପାଇବେ
- ରାଜନୀତିରେ ବିରୋଧୀର ସମ୍ମୁଖୀନ ହେଲେ ମଧ୍ୟ ବିରୋଧି ପକ୍ଷ କିଛି କ୍ଷତି କରି ପାରିବେ ନାହିଁ
- ଛାତ୍ର ମାନେ ମୈଳିକ ବୃଦ୍ଧିର ଉପଯୋଗ କରିବେ
ପ୍ରତିକାର – ମା ବଗଳାମୁଖିଙ୍କ ଯନ୍ତ୍ରିକା ମହାକବଚ ଧାରଣ କରିପାରନ୍ତି
ବୃଷ:-
- ଯେଉଁ କାମରେ ହାତ ଦେବେ ତାହା ସଫଳ ହେବ
- ନୂତନ କର୍ମ କ୍ଷେତ୍ରରେ ଯୋଗଦାନ ଦେଇ ପାରନ୍ତି
- ବ୍ୟବସାୟରେ ଲାଗିରହିଥିବା ପ୍ରତିଦ୍ୱନ୍ଦିତା କମ ହେବ
ପ୍ରତିକାର – ଇଷ୍ଟଦେବ ପର୍ଶୁରାମଙ୍କର ପୂଜାର୍ଚ୍ଚନା କରନ୍ତୁ
ମିଥୁନ:-
- ଅସ୍ଥିରତା କାରଣରୁ କୈଣସି କାର୍ଯ୍ୟକୁ ଠିକ ଭାବ ରେ କରିପାରିବେ ନାହିଁ
- କର୍ମକ୍ଷେତ୍ରରେ ଅହେତୁକ ବିଳମ୍ବ ଘଟିବ, ଶତ୍ରୁ ମାନଙ୍କ ଉପଦ୍ରବ ବୃଦ୍ଧି ପାଇବ
- ସାମୟିକ ଭାବରେ ଶାରିରୀକ ଅସୁସ୍ଥତା ଦେଖା ଦେଇପାରେ
ପ୍ରତିକାର – ବୁଧଙ୍କ ମନ୍ତ୍ର ପାଠ କରନ୍ତୁ ।
କର୍କଟ:-
- ପ୍ରତ୍ୟେକ କାର୍ଯ୍ୟରେ ବିଳମ୍ବ ଦେଖା ଦେଇପାରେ , ପରିଶ୍ରମ ମୁତାବକ ଫଳ ପାଇ ପାରିବେ ନାହିଁ
- ଋାଜନୀତିରେ ନାନା ପ୍ରକାର ସମସ୍ୟା ଭିତରେ ଗତି କରିପାରନ୍ତି
- ସ୍ୱାର୍ଥପରତା ଯୋଗୁ ଅନେକ ବନ୍ଧୁ ଆପଣଙ୍କ ଠାରୁ ଦୂରେଇ ଯିବେ
ପ୍ରତିକାର – ଶ୍ରୀ ଗଣେଷଙ୍କର ମନ୍ତ୍ର ପାଠ କରନ୍ତୁ ।
ସିଂହ:-
- ପୁରାତନ ରୋଗର ପିଡା ଅପେକ୍ଷା କୃତ କମ ରହିବ
- ଛାତ୍ରଛାତ୍ରୀ ମାନେ ପଢାପଢିରେ ମନ ଦେବେ
- ନିଜର ମନ ଅନୁସାରେ କର୍ମ କ୍ଷେତ୍ରରେ ସ୍ୱାଧିନତା ପାଇବେ
ପ୍ରତିକାର - ନିଜର କୂଳ ଦେବତାଙ୍କର ପୂଜାର୍ଚ୍ଚନା କରନ୍ତୁ
କନ୍ୟା:-
- ଅନେକ ଦିଗରୁ ଅର୍ଥ ପ୍ରାପ୍ତି ଯୋଗ ରହିଛି
- ଶିକ୍ଷାତ୍ରୀ ମାନେ ଦେଇଥିବା ପରିକ୍ଷାରେ କୃତକାର୍ଯ୍ୟ ହେବେ
- ବାଣିଜ୍ୟ ବ୍ୟବସାୟରେ ସି୍ଥର ଅବସ୍ଥା ଲାଗି ରହିବ
ପ୍ରତିକାର – ସର୍ବକାର୍ଯ୍ୟ ସିଦ୍ଧି ଯନ୍ତ୍ରିକା ମହାକବଚ ଧାରଣ କରିପାରନ୍ତି
ତୁଳା:-
- ଚାକିରିରେ ଅସ୍ଥିରତା ମନ ରହିବ, ମାନସିକ ଦୁଃଚିନ୍ତା ଲାଗି ରହିବ
- ଯାତ୍ରା ସମୟରେ ଦିର୍ଘଟଣାର ଶିକାର ହୋଇ ପାରନ୍ତି
- ପ୍ରେମିକ ପ୍ରେମିକା ମାନେ ପରସ୍ପର ଠାରୁ ଦୂରତ୍ୱ ଅବଲମ୍ବନ କରିବେ
ପ୍ରତିକାର – ମା ମହାଲକ୍ଷ୍ମୀଙ୍କ ଯନ୍ତ୍ରିକା ମହାକବଚ ଧାରଣ କରିପାରନ୍ତ
ବିଛା:-
- ପରିବହନ, ଓ ଶିଳ୍ପ କ୍ଷେତ୍ରରେ ଲାଭବାନ ହେବେ
- ଶିକ୍ଷାତ୍ରୀ ମାନେ କିଛି ପରିମାଣରେ ଶୁଭଫଳ ପାଇବେ
- ପାରିବାରିକ ଜୀବନେର ସନ୍ତୁଳତା ରକ୍ଷା କରିବେ
ପ୍ରତିକାର – ମଙ୍ଗଳାଙ୍କ ମନ୍ତ୍ର ଜପ କରନ୍ତୁ
ଧନୁ:-
- ସ୍ୱାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ
- ରାଜନୀତି କ୍ଷେତ୍ରରେ ପ୍ରତିହତ କରି ନିଜକୁ ସୁରକ୍ଷିତ ରଖି ପାରିବେ
- ମାଲିମକଦମା ଆପଷ ବୁଝାବଣା ମଧ୍ୟରେ ସମାଧାନ କରିବେ
ପ୍ରତିକାର – ଶ୍ରୀ ରାମଙ୍କର ପୂଜାର୍ଚ୍ଚନା କରନ୍ତୁ
ମକର:-
- ମାନସିକ ଉଦବେଗ ବୃଦ୍ଧହେବା ସହିତ ପେଟ ଜନିତ ସମସ୍ୟା ବୃଦ୍ଧି ହୋଇପାରେ
- ଦ୍ରବ୍ୟନଷ୍ଟ, ବା ଚୋରି ହେବା ସମ୍ଭାବନା ରହିଛି
- ଲୋକମାନେ ଶତ୍ରୁତା ଆଚରଣ କରିବେ, ନାନା କ୍ଷତି, ମନ ଦୁଃଷେର ସମୟ ଅତିବାହିତ ହେବ
ପ୍ରତିକାର - ମା କାଳୀଙ୍କ ଯନ୍ତ୍ରିକା ମହାକବଚ ଧାରଣ କରିପାରନ୍ତି
କୁମ୍ଭ :-
- ପୂର୍ବରୁ କରିଥିବା ଭୁଲ କର୍ମ ପାଇଁ ପ୍ରାୟଶ୍ଚିତ କରିପାରନ୍ତି
- ପ୍ରାୟତଃ ସବୁ ସମସ୍ୟାକୁ ସମାଧାନ କରିବାରେ ସକ୍ଷମ ହେବେ
- ଗୃହିଣୀ ମାନଙ୍କ ପାଇଁ ଦିନଟି ମିଶ୍ରିତ ରହିବ
ପ୍ରତିକାର - ଶନିଙ୍କର ଗାୟତ୍ରି ମନ୍ତ୍ର ଜପ କରନ୍ତୁ
ମୀନ :-
- ଅନ୍ୟ କାହାର ସହେଯାଗ ନ ପାଇଲେ ମଧ୍ୟ ଯେଉଁ କାର୍ଯ୍ୟ କରିବେ ତାହା ସୂଚାରୁ ରୂପେ କରି ପାରିବେ
- ସନ୍ତାନ ମାନଙ୍କ ସାଫଲ୍ୟ ମନରେ ଖୁସି ଆଣିଦେବ
- ମହିଳା ମାନେ ସୁଯୋଗ ବାଦି ରହିବେ , ଶିକ୍ଷାତ୍ରି ମାନେ ଅଧ୍ୟୟନ ରତ ରହିବେ
ପ୍ରତିକାର- ମା ତାରାଙ୍କର ଯନ୍ତ୍ରିକା ମହାକବଚ ଧାରଣ କରିପାରନ୍ତି
(ଜୋତିର୍ବିଦ୍ ଇଞ୍ଜିନିୟର ଦୀପକ ଆଚାର୍ଯ୍ୟ)