ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଖୁସି ଖବର; ଯେଉଁ କାମରେ ହାତ ଦେବେ ସଫଳ ହେବେ

ସୈାର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୨୪ ତାରିଖ ମଙ୍ଗଳବାର । ତିଥି – ୯ମୀ ଦିବା ୧୦/୪୫/୪୨ ଗତେ ୧୦ମୀ ,ଚନ୍ଦ୍ର- ୯ମୀ ଦିବା ୦୪/୨୭ ଗତେ ମୀନ, ଘାତ ଚନ୍ଦ୍ର- ମୀଥୁନ ଓ ମୀନ ରାଶିରେ , ଦିବା ୦୪/୨୭ ଗତେ ଧନୁ ରାଶିର ଘାତ ବାର- ମକର ରାଶିର ପୁଷ୍କର ଦୋଷ- ମୃତ ବ୍ୟକ୍ତିର ପୁଷ୍କର ଦୋଷ, ୨ ପାଦ କୃଷି ଓ ବଂଶହାନି – ଭୂମି ଓ ତିଳକାଞ୍ଚନ ଦାନ ରାତ୍ରି ୧୦/୩୪/୧୨ ଗତେ ୧ ପାଦ କୃଷିହାନି- ଭୂମିଦାନ ।

daily horoscope

ଶୁଭ ସମୟ- :- ପ୍ରାତଃ ୦୫/୧୨/୧୦ ରୁ ୦୬/୫୦/୦୧, ଦିବା ୦୯/୩୩/୦୭ ରୁ ୧୨/୦୯/୪୧, ଦିବା ୦୨/୩୭/୦୯ ରୁ ୦୫/୨୨/୪୯, ସଧ୍ୟା ୦୬/୧୫/୦୦ ରୁ ୦୬/୫୮/୪୮, ରାତ୍ରି ୦୮/୫୯/୧୪ ରୁ ୦୯/୫୩/୫୯,ରାତ୍ରି ୧୨/୦୫/୨୨ ରୁ ୦୨/୧୬/୪୬ ।

ଅଶୁଭ ସମୟ :- ରାହୁକାଳ- ଦିବା ୦୨/୫୯/୧୭ ରୁ ୦୪/୩୭/୦୯, କାଳବେଳା-ଦିବା ୦୧/୨୧/୨୬ ରୁ ୦୨/୫୯/୧୭,ବାରବେଳା –ପ୍ରାତଃ ୦୬/୫୦/୦୧ ରୁ ୦୮/୨୭/୫୨,କାଳରାତ୍ରି- ରାତ୍ରି ୦୭/୩୭/୦୭ ରୁ ୦୮/୫୯/୧୪ ।

ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...

ମେଷ:-

ପ୍ରତିକାର – ମା ବଗଳାମୁଖିଙ୍କ ଯନ୍ତ୍ରିକା ମହାକବଚ ଧାରଣ କରିପାରନ୍ତି

ବୃଷ:-

ପ୍ରତିକାର – ଇଷ୍ଟଦେବ ପର୍ଶୁରାମଙ୍କର ପୂଜାର୍ଚ୍ଚନା କରନ୍ତୁ

ମିଥୁନ:-

ପ୍ରତିକାର – ବୁଧଙ୍କ ମନ୍ତ୍ର ପାଠ କରନ୍ତୁ ।

କର୍କଟ:-

ପ୍ରତିକାର – ଶ୍ରୀ ଗଣେଷଙ୍କର ମନ୍ତ୍ର ପାଠ କରନ୍ତୁ ।

ସିଂହ:-

ପ୍ରତିକାର - ନିଜର କୂଳ ଦେବତାଙ୍କର ପୂଜାର୍ଚ୍ଚନା କରନ୍ତୁ

କନ୍ୟା:-

ପ୍ରତିକାର – ସର୍ବକାର୍ଯ୍ୟ ସିଦ୍ଧି ଯନ୍ତ୍ରିକା ମହାକବଚ ଧାରଣ କରିପାରନ୍ତି

ତୁଳା:-

ପ୍ରତିକାର – ମା ମହାଲକ୍ଷ୍ମୀଙ୍କ ଯନ୍ତ୍ରିକା ମହାକବଚ ଧାରଣ କରିପାରନ୍ତ

ବିଛା:-

ପ୍ରତିକାର – ମଙ୍ଗଳାଙ୍କ ମନ୍ତ୍ର ଜପ କରନ୍ତୁ

ଧନୁ:-

ପ୍ରତିକାର – ଶ୍ରୀ ରାମଙ୍କର ପୂଜାର୍ଚ୍ଚନା କରନ୍ତୁ

ମକର:-

ପ୍ରତିକାର - ମା କାଳୀଙ୍କ ଯନ୍ତ୍ରିକା ମହାକବଚ ଧାରଣ କରିପାରନ୍ତି

କୁମ୍ଭ :-

ପ୍ରତିକାର - ଶନିଙ୍କର ଗାୟତ୍ରି ମନ୍ତ୍ର ଜପ କରନ୍ତୁ

ମୀନ :-

ପ୍ରତିକାର- ମା ତାରାଙ୍କର ଯନ୍ତ୍ରିକା ମହାକବଚ ଧାରଣ କରିପାରନ୍ତି

(ଜୋତିର୍ବିଦ୍‌ ଇଞ୍ଜିନିୟର ଦୀପକ ଆଚାର୍ଯ୍ୟ)