ସୈାର କର୍କଟ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୨୨ ତାରିଖ ଶୁକ୍ରବାର, ତିଥି – ୯ ମୀ ଦିବା ୦୯/୩୨ ଗତେ ୧୦ ମୀ, ଚନ୍ଦ୍ର – ମେଷ ରାତ୍ରି ୧୧/୦୨ ଗତେ ବୃଷ, ଘାତ ଚନ୍ଦ୍ର- ମେଷ ରାତ୍ରି ୧୧/୦୨ ଗତେ ବିଛା ରାଶିର, ଘାତ ବାର – ବିଛା , ଧନୁ ଓ ମୀନ ରାଶିର, ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ, ଦିବା ୦୪/୨୪ ଗତେ ୧ ପାଦ - କୁଟୁମ୍ଭହାନି- ତିଳକାଞନ ଦାନ ।
ଶୁଭ ସମୟ :-
ପ୍ରାତଃ ୦୫/୨୨ ରୁ ୦୬/୧୪
ପ୍ରାତଃ ୦୭/୦୬ ରୁ ୦୮/୩୭
Also Read
ଦିବା ୧୨/୧୯ ରୁ ୦୨/୫୫
ଦିବା ୦୪/୩୯ ରୁ ୦୬/୨୩
ରାତ୍ରି ୦୭/୫୧ ରୁ ୦୯/୦୮
ରାତ୍ରି ୦୧/୪୩ ରୁ ୦୩/୫୪
ଅଶୁଭ ସମୟ :-
ଋାହୁକାଳ - ଦିବା ୧୦/୧୫ ରୁ ୧୧/୫୩
କାଳବେଳା - ଦିବା ୧୦/୧୫ ରୁ ୧୧/୫୩
ବାରବେଳା -ଦିବା ୦୮/୩୭ ରୁ ୧୦/୧୫
କାଳରାତ୍ରି – ରାତ୍ରି ୦୯/୦୮ ରୁ ୧୦/୩୦
ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...
ମେଷ :-
- ଅଶ୍ୱନୀ – ମହିଳା ମାନେ ସୁଖଭାଗୁନୀ ଓ ଉଦଯୋଗି ହେବେ
- ଦ୍ୱିଜା –ନୂତନ ନିଯୁକ୍ତି କ୍ଷେତ୍ରରେ ସଫଳତା ପାଇ ପାରନ୍ତି
- କୃତିକା – ସବୁ ଦିଗରୁ ସୁନାମ ଓ ଆୟ ବୃଦ୍ଧି ହୋଇପାରେ
ପ୍ରତିକାର - ନୃସିଂହଙ୍କର ମନ୍ତ୍ର ପାଠ କରନ୍ତୁ
ବୃଷ :-
- କୃତିକା - ମହିଳା ମାନେ ଭଦ୍ରକାନ୍ତ ଓ ପିଲା ମାନେ ଧୀମାନ ହେବେ
- ରୋହିଣୀ –ଆପଣଙ୍କର ବିଦେଶ ଭ୍ରମଣ ଯୋଗ ଅଛି
- ମୃଗଶିରା – ଯୋଜନାନୁଯାୟୀ କାର୍ଯ୍ୟ କରି ପାରନ୍ତି
ପ୍ରତିକାର – ଓଁ ହ୍ରୀଂ ଶ୍ରୀଂ ଶୁକ୍ରାୟ ନମଃ ଜପ କରନ୍ତୁ
ମିଥୁନ :-
- ମୃଗଶିରା - କୈାଶଳେ କାର୍ଯ୍ୟ ସିଦ୍ଧି ଆଦି ଶୁଭଫଳ ଭୋଗ କରିବେ
- ଆଦ୍ରା - ଭାତୃ ବିବାଦ ଦୂରେଇ ଯିବ
- ପୁନର୍ବସୁ - ସୈଭାଗ୍ୟ ବୃଦ୍ଧି, ସର୍ବାଙ୍ଗୀନ ଉନ୍ନତି ହେବ
ପ୍ରତିକାର – ବୁଧଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ
କର୍କଟ :-
- ପୁନର୍ବସୁ - ମହିଳା ମାନେ ପରିବାରରେ ଗୁରୁ ଦାୟିତ୍ୱ ତୁଲାଇବେ
- ପୁଷ୍ୟା – କର୍ମଜିବୀ ମାନଙ୍କ ପାଇଁ କର୍ମ କ୍ଷେତ୍ରରେ ଉନ୍ନତି ଆସିପାରେ
- ଅଶ୍ଳେଷା - ଶତ୍ରୁ ମିତ୍ରତାର ହାତ ବଢାଇବେ
ପ୍ରତିକାର – ରୂପା ୨ଖଣ୍ଡରୁ ଗୋଟିଏ ଜଳରେ ପକାଇ ଅନ୍ୟଟି ପାଖରେ ରଖନ୍ତୁ
ସିଂହ:-
- ମଘା – ସ୍ୱାସ୍ଥ୍ୟ ପ୍ରତି ଯତ୍ନଶୀଳ ରୁହନ୍ତୁ
- ପୂ , ଫାଲଗୁନୀ - ରାଜନୀତିରେ ବିରେଧୀ ଦଳ ବଢିବେ
- ଉ ,ଫାଲଗୁନୀ – ବନ୍ଧୁ ବିୟୋଗ ଓ ବିଚ୍ଛେଦ ଯୋଗ ରହିଛି
ପ୍ରତିକାର – ଗହମ ଅଟା ମନ୍ଦିରରେ ଦାନ କରନ୍ତୁ
କନ୍ୟା :-
- ଉ , ଫାଲଗୁନୀ –ନିଜକୁ ସଂଯତ ନ ରଖିଲେ ଅପମାନିତ ହୋଇପାରନ୍ତି
- ହସ୍ତା – ପାରିବାରିକ ଜୀବନରେ କପଟତା ଦେଖାଦେବ
- ଚିତ୍ରା –ଅଧିକ ପରିଶ୍ରମ କାରଣରୁ ସ୍ୱାସ୍ଥ୍ୟ ହାନିର କାରଣ ଅଛି
ପ୍ରତିକାର - ଓଁ ଐ୍ୟଂ ସ୍ତୀଂ ଶ୍ରୀଂ ବୁଧାୟ ନମଃ ଜପ କରନ୍ତୁ
ତୁଳା :-
- ଚିତ୍ରା – ସ୍ଥାୟି ଜମାର ପରିମାଣ ବୃଦ୍ଧି ପାଇବ
- ସ୍ୱାତୀ – ଚାକିରିରେ ପ୍ରମୋଶନ ମିଳିପାରେ
- ବିଶାଖା – ସମ୍ମାନ ହାନି ଆଦି ଅଶୁଭ ଫଳ ଭୋଗ କରିବେ
ପ୍ରତିକାର – ଶ୍ରୀ ଭାର୍ଗବୀଙ୍କର ଫଟକୁ ପୂଜା କରନ୍ତୁ
ବିଛା :-
- ବିଶାଖା – ପୂର୍ବର ଅଭିଜ୍ଞତା କାର୍ଯ୍ୟରେ ଲାଗିବ
- ଅନୁରାଧା – ପରଠାରୁ ସଫଳତା ପାଇବାର ସମ୍ଭାବନା ପାଇବେ
- ଜ୍ୟେଷ୍ଠା – ଭଲ କଥା କହି ବନ୍ଧୁ ମନରେ ବିଶ୍ୱାସ ଆଣିବେ
ପ୍ରତିକାର – ମଙ୍ଗଳାଙ୍କର କବଚ ଧାରଣ କରନ୍ତୁ
ଧନୁ :-
- ମୂଳା – ରାଜନୈତିକ ବ୍ୟକ୍ତିଙ୍କ ଅକ୍ରୋଶର ଶିକାର ହେବେ
- ପୂ , ଷାଢା –ପ୍ରତିଦ୍ୱନ୍ଦିତା ମୂଳକ କ୍ଷେତ୍ରରେ ସଫଳତା ପାଇବେ
- ଉ , ଷାଢା – ପୂର୍ବ ସମସ୍ୟାର ସୁ- ସମାଧାନ ହୋଇପାରେ
ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ
ମକର :-
- ଉ , ଷାଢା - ବିଦ୍ୟାର୍ଥୀ ମାନେ ଉଚ୍ଚଶିକ୍ଷା ପାଇଁ ଆଗ୍ରହି ହୋଇପାରନ୍ତି
- ଶ୍ରବଣା – ମାନ,ସମ୍ମାନ, ସକଳ ଐଶ୍ୱର୍ଯ୍ୟର ଅଧିକାରୀ ହେବେ
- ଧନିଷ୍ଠା – କ୍ରୀଡାକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇବେ
ପ୍ରତିକାର – ଭଗବାନ ବିଷ୍ଣୁଙ୍କର ପୂଜା କରି ଦିନ ଆରମ୍ଭ କରନ୍ତୁ
କୁମ୍ଭ :-
- ଧନିଷ୍ଠା – ଦେବ ଦର୍ଶନ ଏବଂ କୁଟୁମ୍ଭ ସୈଖ୍ୟ ଲାଭ କରିବେ
- ଶତଭିଷା – ଚାକିରିରେ କର୍ତୁପକ୍ଷଙ୍କ ଆସ୍ଥା ଭାଜନ ହେବେ
- ପୂ , ଭାଦ୍ରପଦ – ଉତମ ବାଣିଜ୍ୟ, ବ୍ୟବସାୟ ଏବଂ ଉତମ ଆୟ ଲାଭ କରିବେ
ପ୍ରତିକାର – ମା ଦକ୍ଷିଣ କାଳୀଙ୍କର ପୂଜା କରନ୍ତୁ
ମୀନ :-
- ପୂ , ଭାଦ୍ରପଦ - ବ୍ୟବସାୟରେ ଆୟ ଆଶାନୁରୂପ ହେବ ନାହିଁ
- ଉ , ଭଦ୍ରପଦ - ପାରିବାରିକ ସମସ୍ୟା ଲାଗି ରହିବ
- ରେବତୀ –ନିସ୍ପଳତା ଓ ନିରାଶ ଭାବ ଦେଖାଦେବ
ପ୍ରତିକାର – କିଛି ଲଡୁ ଧର୍ମ ସ୍ଥାନରେ ଭୋଗ ଲଗାନ୍ତୁ
(ଜ୍ୟୋତିର୍ବିଦ୍ ଇଞ୍ଜିନିୟର ଦୀପକ ଆଚାର୍ଯ୍ୟ, ମୋ-୯୪୩୯୦୫୦୦୯୯, ୯୨୩୮୩୯୭୧୦୦)