ସୈାର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୨୨ ତାରିଖ ସୋମବାର । ତିଥି – ୧୧ ଶୀ ଅହୋରାତ୍ର, ଚନ୍ଦ୍ର – ମିଥୁନ ଅହୋରାତ୍ର, ଘାତ ଚନ୍ଦ୍ର- କନ୍ୟା ରାଶିର ଅହୋରାତ୍ର, ଘାତ ବାର – ମିଥୁନ ରାଶିର, ପୁଷ୍କର ଦୋଷ - ନାସ୍ତି
ଶୁଭ ସମୟ-
ପ୍ରାତଃ ୦୫/୩୨ ରୁ ୦୭/୦୬
ଦିବା ୧୦/୩୪ ରୁ ୦୧/୦୪
ଦିବା ୦୪/୩୨ ରୁ ୦୫/୧୬
ସନ୍ଧ୍ୟା ୦୬/୫୨ ରୁ ୦୯/୦୯
ରାତ୍ରି ୧୧/୪୯ ରୁ ୦୨/୨୯
ଅଶୁଭ ସମୟ-
ଋାହୁକାଳ - ପ୍ରାତଃ ୦୭/୦୬ ରୁ ୦୮/୪୦
କାଳବେଳା - ପ୍ରାତଃ ୦୭/୦୬ ରୁ ୦୮/୪୦
ବାରବେଳା –ଦିବା ୦୨/୫୮ ରୁ ୦୪/୩୨
କାଳରାତ୍ରି – ରାତ୍ରି ୧୦/୨୩ ରୁ ୧୧/୪୯
ଆଜିର ରାଶିଫଳ-
ମେଷ:-
ଅଶ୍ୱନୀ – ଜମିଜମା କାରବାରରେ ଠକାମୀରେ ପଡିବେ ।
ଦ୍ୱିଜା – କରଦାତା ମାନଙ୍କର ଚାପ ବୃ୍ଦ୍ଧି ପାଇବ ।
କୃତିକା – ମହିଳା ମାନେ ନିନ୍ଦିତ ହେବେ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ହନୁମାନଙ୍କର ଆରାଧନା କରନ୍ତୁ ।
ବୃଷ:-
କୃତିକା - ପୁରାଦିନ ଆପଣଙ୍କ ମନ ପ୍ରସନ୍ନ ରହିବ ।
ରୋହିଣୀ –ଅଫିସ୍ରେ ଆପଣଙ୍କ ପରାମର୍ଶକୁ ସମ୍ମାନ କରିବେ ।
ମୃଗଶିରା – ପ୍ରେମ ପ୍ରସଙ୍ଗରେ ସଫଳତା ପାଇବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ମା ଲକ୍ଷ୍ମୀଙ୍କର ପୂଜାର୍ଚ୍ଚନା କରନ୍ତୁ ।
ମିଥୁନ:-
ମୃଗଶିରା - କୈାଣସି କାମକୁ ମୂଳରୁ ଆରମ୍ଭ କରିବେ ।
ଆଦ୍ରା - ଆର୍ଥିକ ସ୍ଥିତି ସୁଦୃଢ ହେବା ଯୋଗୁ ପରିବାରରେ ଶାନ୍ତି ରହିବ ।
ପୁନର୍ବସୁ - ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ପ୍ରଶଂସା ମିଳିବ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ବିଷ୍ଣୁଙ୍କର ସହସ୍ର ନାମ ପାଠ କରନ୍ତୁ ।
କର୍କଟ:-
ପୁନର୍ବସୁ - ଅଚାନକ କୈାଣସି ପୁରୁଣା ବନ୍ଧୁ ଦେଖାହେବେ ।
ପୁଷ୍ୟା – ଚାକିରିରେ ନୂଆ ଦାୟିତ୍ୱ ମିଳିବ ।
ଅଶ୍ଳେଷା - ପ୍ରେମ ସମ୍ବନ୍ଧରେ ମଧୁରତା ଆସିବ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ଚନ୍ଦ୍ରଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ ।
ସିଂହ:-
ମଘା –ଆପଣ ନିଜ କାମରେ ସଫଳତା ଓ ଲାଭ ପାଇବେ ।
ପୂ , ଫାଲଗୁନୀ - ପୂର୍ବର ଚିନ୍ତା ସମାପ୍ତ ହୋଇଯିବ
ଉ ,ଫାଲଗୁନୀ – ଦାମ୍ପତ୍ୟ ଜୀବନ ପୂର୍ବ ଅପେକ୍ଷା ଭଲ ରହିବ
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ସୂର୍ଯ୍ୟକୁ ଜଳଦାନ କରି ଦିନ ଆରମ୍ଭ କରନ୍ତୁ ।
କନ୍ୟା:-
ଉ , ଫାଲଗୁନୀ – ଚାକିରିଆଙ୍କର ଏଭଳି ସ୍ଥାନକୁ ବଦଳି ହେବ ଯାହାଦ୍ୱାରା ଯାଆସରେ ଅସୁବିଧା ହୋଇପାରେ ।
ହସ୍ତା –ଅଯଥା କଥା ଠାରୁ ନିଜକୁ ଦୂରରେ ରଖନ୍ତୁ ।
ଚିତ୍ରା –ପ୍ରଶାସନିକ ସ୍ତରରେ ଅଭିଯୋଗ ଆସିପାରେ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ସବୁଜ ରଙ୍ଗର ପୋଷାକ ବ୍ୟବହାର କରନ୍ତୁ ।
ତୁଳା:-
ଚିତ୍ରା – ଇଚ୍ଛା ନଥିଲେ ମଧ୍ୟ ପରିସ୍ଥିତିରେ ପଡି ଖର୍ଚ୍ଚାନ୍ତ ହେବେ ।
ସ୍ୱାତୀ – ଜରୁରୀ କାମରେ ଦୂର ସ୍ଥାନକୁ ଯାଇପାରନ୍ତି ।
ବିଶାଖା –ପରିସ୍ଥିତିରେ ପଡି ଅନ୍ୟମାନଙ୍କୁ ଭୁଲ ବୁଝିବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଗାଇକୁ ଖାଇବାକୁ ଦେଇ ଦିନ ଆରମ୍ଭ କରନ୍ତୁ ।
ବିଛା:-
ବିଶାଖା –ଅପ୍ରତ୍ୟାଶିତ ଧନ ପ୍ରାପ୍ତି ହୋଇପାରେ ।
ଅନୁରାଧା –ଆପଣଙ୍କ ପରାକ୍ରମ ବଢିବ ।
ଜ୍ୟେଷ୍ଠା – ଗୃହିଣୀଙ୍କ ଠାରୁ ସହଯୋଗ ମିଳିବ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ପାଞ୍ଚଟି ନାଲି ମନ୍ଦାର ଫୁଲକୁ ସୂର୍ଯ୍ୟ ଦେବତାଙ୍କୁ ଅର୍ପଣ କରି ଦିନ ଆରମ୍ଭ କରନ୍ତୁ ।
ଧନୁ:-
ମୂଳା –ନୂଆ ବିଚାର ଆପଣଙ୍କ ଆର୍ଥିକ ପକ୍ଷ ଲାଗି ଲାଭଦାୟକ ।
ପୂ , ଷାଢା – ଛାତ୍ରମାନେ ଏକାଗ୍ରତାର ସହ ପଢାରେ ମନ ଲଗାଇବେ ।
ଉ , ଷାଢା – ଚାକିରି ପରିବର୍ତନ ପାଇଁ ଦିନଟି ଭଲ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଗୁରୁଜନ ମାନଙ୍କୁ ପ୍ରଣାମ କରନ୍ତୁ ।
ମକର:-
ଉ , ଷାଢା - ଦୀର୍ଘ ଦିନର ଘରୋଇ ସମସ୍ୟା ଦୂର ହୋଇଯିବ ।
ଶ୍ରବଣା –ଆପଣ ନିଜ କଥାରେ ଲୋକଙ୍କ ମନ ଜିତି ପାରିବେ ।
ଧନିଷ୍ଠା – ବ୍ୟବସାୟ ଲାଗି ଦିନଟି ଲାଭଦାୟକ ରହିବ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – କୁକୁରକୁ କିଛି ଖାଇବାକୁ ଦେଇ ଦିନ ଆରମ୍ଭ କରନ୍ତୁ ।
କୁମ୍ଭ:-
ଧନିଷ୍ଠା –ଆପଣଙ୍କୁ ନିଜ ପ୍ରତିଭାରୁ ଯଥେଷ୍ଟ ଲାଭ ମିଳିବ ।
ଶତଭିଷା – ଜୀବନ ସାଥୀ ଓ ପରିଜନଙ୍କ ସ୍ନେହ ପାଇବେ ।
ପୂ , ଭାଦ୍ରପଦ – ଜମି ସମସ୍ୟା ସମାଧାନ ହେବ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – କୈାଣସି ଅସହାୟ ବ୍ୟକ୍ତିଙ୍କୁ ସାହାର୍ଯ୍ୟ କରନ୍ତୁ ।
ମୀନ:-
ପୂ , ଭାଦ୍ରପଦ - କାର୍ଯ୍ୟକ୍ଷେତ୍ରରେ ଆମଦାନିି ବୃଦ୍ଧିର ସୁଯୋଗ ପାଇବେ ।
ଉ , ଭଦ୍ରପଦ - ଜୀବନ ସାଥୀଙ୍କ ସହିତ ସମୟ ବିତାଇବେ ।
ରେବତୀ – ନୂଆ ବ୍ୟବସାୟ ପାଇଁ ଶୁଭ ଦିନ ରହିବ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ମା ତାରାଙ୍କର ମନ୍ତ୍ର ପାଠ କରନ୍ତୁ ।
Jyotirvid Er Deepak Acharya -0674-3527219,9238397100