ସୈାର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୨୦ ତାରିଖ ଶନିବାର ତିଥି – ୯ମୀ ରାତ୍ରି ୦୧/୦୯ ଗତେ ୧୦ ମୀ ଚନ୍ଦ୍ର – ବୃଷ ଅହୋରାତ୍ର ଘାତ ଚନ୍ଦ୍ର- ବିଛା ଅହୋରାତ୍ର ଘାତ ବାର – ବୃଷ, ସିଂହ ଓ କନ୍ୟା ରାଶିର ପୁଷ୍କର ଦୋଷ – ୧ ପାଦ- କୃଷିହାନି- ଭୂମିଦାନ
Also Read
ଶୁଭ ସମୟ-
ଦିବା ୧୦/୧୫ ରୁ ୦୧/୦୫
ରାତ୍ରି ୦୮/୨୪ ରୁ ୧୦/୪୧
ରାତ୍ରି ୧୨/୧୨ ରୁ ୦୧/୪୪
ରାତ୍ରି ୦୨/୨୯ ରୁ ୦୪/୦୦
ଅଶୁଭ ସମୟ-
ଋାହୁକାଳ - ଦିବା ୦୮/୪୦ ରୁ ୧୦/୧୫
କାଳବେଳା - ପ୍ରାତଃ ୦୫/୩୧ ରୁ ୦୭/୦୬ ଓ ଦିବା ୦୪/୩୩ ରୁ ୦୬/୦୮
ବାରବେଳା – ଦିବା ୦୧/୨୪ ରୁ ୦୨/୫୯
କାଳରାତ୍ରି – ସନ୍ଧ୍ୟା ୦୬/୦୮ ରୁ ୦୭/୩୩ ଓ ରାତ୍ରି ୦୪/୦୬ ରୁ ୦୫/୩୨
ଆଜିର ରାଶିଫଳ-
ମେଷ:
ଅଶ୍ୱନୀ –ପିଲାମାନେ ଅସୁସ୍ଥତା ବଶତଃ କର୍ତବ୍ୟରେ ତ୍ରୁଟି କରିପାରନ୍ତି
ଦ୍ୱିଜା –ପରିବହନ , ବାଣିଜ୍ୟରେ ଅଧିକ ମାନ୍ଦା ଦେଖାଦେବ
କୃତିକା – ସାମାନ୍ୟ କଥାକୁ କେନ୍ଦ୍ର କରିି ମନରେ ବିରକ୍ତି ଭାବ ସୃଷ୍ଟି ହୋଇପାରେ
ପ୍ରତିକାର - ବଗଳାମୂଖିଙ୍କର ପୂଜାର୍ଚ୍ଚନା କରନ୍ତୁ
ବୃଷ:
କୃତିକା -ଅଧିକ ଅର୍ଥ ଆୟ କରିବା ସହିତ , ମାନ ସମ୍ମାନ ପାଇ ପାରନ୍ତି
ରୋହିଣୀ – ସ୍ୱାସ୍ଥ୍ୟ ପ୍ରାୟତଃ ଭଲ ରହିବ , ପୁରାତନ ରୋଗରୁ ଉପଶମ ମିଳିବ
ମୃଗଶିରା – ଛାତ୍ରଛାତ୍ରୀ ମାନଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭ ରହିବ
ପ୍ରତିକାର – ଶୁକ୍ରଙ୍କର ମନ୍ତ୍ର ପାଠ କରନ୍ତୁ
ମିଥୁନ:
ମୃଗଶିରା - ମହିଳା ଓ ପିଲା ମାନେ ଆତ୍ମ ନିଯୁକ୍ତି ପାଇଁ ଚେଷ୍ଟିତ ରହିବେ
ଆଦ୍ରା - କୌଣସି ଦୂର ସ୍ଥାନକୁ ତିର୍ଥ ଯାତ୍ରାର ସୁଯୋଗ ପାଇବେ
ପୁନର୍ବସୁ - ଆପଣଙ୍କ ଆୟ ପୂର୍ବ ପରି ରହିବ
ପ୍ରତିକାର – ପ୍ରଭୁ ନାରାୟଣଙ୍କୁ ତୁଳସୀ ପତ୍ର ଚଢାନ୍ତୁ
କର୍କଟ:
ପୁନର୍ବସୁ - ପ୍ରିୟ ଲୋକମାନଙ୍କ ସହିତ ଆନନ୍ଦରେ ଦିନ କଟାଇବେ
ପୁଷ୍ୟା – ଦୈବୀ ଆଶ୍ରୀବାଦରୁ ସମସ୍ୟା ଗୁଡିକ ସେତେ ଗୁରୁତ୍ୱର ହେବ ନାହିଁ
ଅଶ୍ଳେଷା - ମନରେ ଭକ୍ତି ଭାବନା ଜାଗ୍ରତ ରହିବ
ପ୍ରତିକାର – ହନୁମାନ ଚାଳିଶା ପାଠ କରନ୍ତୁ
ସିଂହ:
ମଘା – ମହିଳା ମାନେ ଅଧିକ ପରିଶ୍ରମି ହେବେ
ପୂ , ଫାଲଗୁନୀ - ବ୍ୟବସାୟରେ ଲାଗିଥିବା ଅଚଳାବସ୍ଥା ଧିରେ ଧିରେ ଦୂରିଭୂତ ହେବ
ଉ ,ଫାଲଗୁନୀ – ଦୂର ଯାତ୍ରାରେ ଲକ୍ଷଣ ପୂରଣ କରିପାରନ୍ତି
ପ୍ରତିକାର – ମାତଙ୍ଗିଙ୍କ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ
କନ୍ୟା:
ଉ , ଫାଲଗୁନୀ – କୌଣସି ଗୁରୁତ୍ୱ ପୂର୍ଣ୍ଣ କାର୍ଯ୍ୟକୁ ନେଇ ବ୍ୟସ୍ତ ରହିପାରନ୍ତି
ହସ୍ତା – କର୍ମ କ୍ଷେତ୍ରରେ ଶତୃତା ବୃଦ୍ଧି ହୋଇପାରେ
ଚିତ୍ରା –ଆଶାଶୂନ୍ୟ ପରିସି୍ଥତିରୁ ମାନସିକ ଅବସାଦ ଦେଖାଦେଇ ପାରେ
ପ୍ରତିକାର - ସବୁଜ ରଙ୍ଗର ପୋଷାକ ବ୍ୟବହାର କରନ୍ତୁ
ତୁଳା:
ଚିତ୍ରା – ସର୍ବଦା କାର୍ଯ୍ୟଶୀଳ ବୋଲାଇବେ ଓ ଆର୍ଥିକ ଚିନ୍ତା ରହିବ ନାହିଁ
ସ୍ୱାତୀ – ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେଇ ଅଶେଷ ସୁଖ ଲାଭ କରିବେ
ବିଶାଖା –ପାରିବାରିକ ଅଶାନ୍ତି ଆଦୌ ରହିବ ନାହିଁ
ପ୍ରତିକାର – କମଳାଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ
ବିଛା:
ବିଶାଖା – ଭାବନା ଉପରେ ନିୟନ୍ତ୍ରଣ ରଖିବାର ଶିକ୍ଷା ଲାଭ କରିବେ
ଅନୁରାଧା – ସ୍ଥଗିତ ଥିବା କାମ ପୂରା ହୋଇପାରେ
ଜ୍ୟେଷ୍ଠା – ବ୍ୟକ୍ତିଙ୍କ ମନଭାବକୁ ଶିଘ୍ର ବୁଝିନେବେ
ପ୍ରତିକାର – ଓଁ ହ୍ରୀଂ ଶ୍ରୀଂ ମଙ୍ଗଳାୟ ନମଃ ଜପ କରନ୍ତୁ
ଧନୁ:
ମୂଳା – ଚାକିରୀ କ୍ଷେତ୍ରରେ ପ୍ରିୟ ପାତ୍ର ହୋଇ ପାରନ୍ତି
ପୂ , ଷାଢା – ବ୍ୟବସାୟରେ ମା ଲକ୍ଷ୍ମୀଙ୍କ କଟାକ୍ଷ ଲାଭ କରିପାରନ୍ତି
ଉ , ଷାଢା – ଦେହ ମନ ଭଲ ରହିବ
ପ୍ରତିକାର – ଶିବଙ୍କର ଗାୟତ୍ରି ମନ୍ତ୍ର ପାଠ କରନ୍ତୁ
ମକର:
ଉ , ଷାଢା - ଅନ୍ଧ ଭାବରେ କାର୍ଯ୍ୟ କରିବା ଯୋଗୁ ଅପମାନିତ ହେବେ
ଶ୍ରବଣା – ରାଜନୀତିରେ ନୂତନ ସମସ୍ୟାରେ ପିଡିତ ହେବେ
ଧନିଷ୍ଠା –ଅଧିକ ସମୟ ସମାଲୋଚନାରେ କଟିପାରେ, ଜିଦ୍ ଗୁଣ ପାଇଁ ଅଶାନ୍ତି ବଢିପାରେ
ପ୍ରତିକାର –– ମା ଶାରଳାଙ୍କ ଆରଧନା କରନ୍ତୁ
କୁମ୍ଭ:
ଧନିଷ୍ଠା –ଅଭାବି ଲୋକଙ୍କୁ ସାହାର୍ଯ୍ୟ ସହଯୋଗର ହାତ ବଢାଇବେ
ଶତଭିଷା –ଅଧିକାରୀଙ୍କ ସହିତ ତାଳ ମେଳ ରଖନ୍ତୁ ଫାଇଦ ହେବ
ପୂ , ଭାଦ୍ରପଦ –ନିଜର ପ୍ରିୟ ବନ୍ଧୁଙ୍କ ସହିତ ଗପସପରେ ସମୟ ବିତାଇବେ
ପ୍ରତିକାର – ରାହୁଙ୍କର ପୂଜାର୍ଚ୍ଚନା କରନ୍ତୁ
ମୀନ:
ପୂ , ଭାଦ୍ରପଦ - ଜରୁରୀ କାମକୁ ମିତ୍ରଙ୍କ ସହାୟତାରେ ପୂରଣ ହେବ
ଉ , ଭଦ୍ରପଦ - ବ୍ୟବସାୟରେ ତ୍ୱରନ୍ତ ଫଇସଲା ଫଳପ୍ରଦ ହୋଇପାରେ
ରେବତୀ –ଆପଣଙ୍କର ଅନ୍ତର ଆତ୍ମା ପ୍ରଖର ରହିବ
ପ୍ରତିକାର – ହଳଦିଆ ରଙ୍ଗର ଭୋଗ ଲଗାଇ ପିଲାଙ୍କୁ ଖାଇବାକୁ ଦିଅନ୍ତୁ
ଜ୍ୟୋତିର୍ବିଦ ଇଂ ଦୀପକ ଆଚାର୍ଯ୍ୟ, ଫୋନ୍: 0674-3527219,9238397100