ସୌର କର୍କଟ ମାସ ଶ୍ରାବଣ ଶୁକ୍ଲପକ୍ଷ । ଇଂରାଜୀରେ ୦୧ ତାରିଖ, ସୋମବାର। ତିଥି – ୪ର୍ଥୀ ନିଶାନ୍ତ ୦୫/୧୩ ଗତେ ୫ମୀ ଚନ୍ଦ୍ର – ସିଂହ ରାତ୍ରି ୧୦/୨୮ ଗତେ କନ୍ୟା ଘାତ ଚନ୍ଦ୍ର- କର୍କଟ, ମକର ରାଶିର, ରାତ୍ରି ୧୦/୨୮ ଗତେ ବୃଷ ରାଶିର ଘାତ ବାର – ମିଥୁନ ରାଶିର ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ,ଦିବା ୦୪/୦୬ ଗତେ ୧ ପାଦ - କୁଟୁମ୍ଭହାନି- ତିଳକାଞନ ଦାନ
ଶୁଭ ସମୟ-
ପ୍ରାତଃ ୦୫/୨୬ ରୁ ୦୭/୦୨
ଦିବା ୦୪/୪୩ ରୁ ୦୫/୨୮
ସନ୍ଧ୍ୟା ୦୭/୦୪ ରୁ ୦୯/୧୭
ରାତ୍ରି ୧୧/୫୩ ରୁ ୦୨/୨୮
ଅଶୁଭ ସମୟ-
ରାହୁକାଳ - ପ୍ରାତଃ ୦୭/୦୨ ରୁ ୦୮/୩୯
କାଳବେଳା - ପ୍ରାତଃ ୦୭/୦୨ ରୁ ୦୮/୩୯
ବାରବେଳା –ଦିବା ୦୩/୦୬ ରୁ ୦୪/୪୩
କାଳରାତ୍ରି - ରାତ୍ରି ୧୦/୨୯ ରୁ ୧୧/୫୩
ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...
ମେଷ:
ଅଶ୍ୱନୀ – ସାହାଯ୍ୟକାରୀ ବ୍ୟକ୍ତିଙ୍କ ସହିତ ପରିଚୟ ହେବ
ଦ୍ୱିଜା – ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢିପାରେ
କୃତିକା – କାମଧନ୍ଦା ସମ୍ବନ୍ଧୀୟ କୌଣସି ବଡ ଆହ୍ୱାନ ଆସିବ
ପ୍ରତିକାର - ୭ଟି ଜବଧାନକୁ ଗୋମୂତ୍ରରେ ୭ଥର ଧୋଇ ଲାଲ୍ କନାରେ ବାନ୍ଧି ଜଳରେ ଭସାଇ ଦିଅନ୍ତୁ
ବୃଷ:
କୃତିକା- ପାରିବାରିକ ଜୀବନରେ ଶତ୍ରୁମାନେ ପ୍ରଭାବିତ କରିପାରନ୍ତି
ରୋହିଣୀ – ଚାକିରିରେ ଅପଦସ୍ତ ହୋଇପାରନ୍ତି
ମୃଗଶିରା – ସାରା ଦିନ କାମରେ ବ୍ୟସ୍ତ ରହିବେ
ପ୍ରତିକାର – ମହାଲକ୍ଷ୍ମୀଙ୍କ ଉପାସନା କରନ୍ତୁ
ମିଥୁନ:
ମୃଗଶିରା- ଅଚାନକ ଧନଲାଭ ହେତୁ ଆର୍ଥିକ ସ୍ଥିତି ସାମାନ୍ୟ ହୋଇଯିବ
ଆଦ୍ରା - ବୌଦ୍ଧିକ କ୍ଷମତା ବୃଦ୍ଧି ପାଇବ
ପୁନର୍ବସୁ - ଆପଣଙ୍କ ଭାବନାରେ ପରିବର୍ତ୍ତନ ଆସିପାରେ
ପ୍ରତିକାର –“ଓଁ ସୋମାୟ ବିଦ୍ମହେ ପିତାମ୍ବରାୟ ଧିମହି ତନ୍ନଃ ସୋମଃ ପ୍ରଚେଦୟାତ” ଜପ କରନ୍ତୁ
କର୍କଟ:
ପୁନର୍ବସୁ - ଜୀବନସାଥିଙ୍କ ସହିତ ମଧୁର ସମ୍ବନ୍ଧ ରହିବ
ପୁଷ୍ୟା – ବିଦେଶରେ ଥିବା ସମ୍ପର୍କୀୟଙ୍କ ଠାରୁ ଶୁଭ ଖବର ପାଇବେ
ଅଶ୍ଳେଷା - ଆପଣଙ୍କ ସକାରତ୍ମକ ବିଚାରରେ ଲୋକ ପ୍ରଭାବିତ ହେବେ
ପ୍ରତିକାର – ମା’ ଭୂବନେଶ୍ୱରୀଙ୍କର ମନ୍ତ୍ର ପାଠ କରନ୍ତୁ
ସିଂହ:
ମଘା – ପରିବାର ସହିତ ଧାର୍ମିକ ସ୍ଥାନକୁ ଯାଇପାରନ୍ତି
ପୂ , ଫାଲଗୁନୀ - ଗଣମାଧ୍ୟମ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିଙ୍କର ପ୍ରଗତି ହେବ
ଉ ,ଫାଲଗୁନୀ – ଜମିକୁ ନେଇ ଲାଗିରହିଥିବା ବିବାଦ ସମାପ୍ତ ହେବ
ପ୍ରତିକାର – ବିଷ୍ଣୁ ମନ୍ଦିରରେ କିଛି ଦାନ କରନ୍ତୁ
କନ୍ୟା:
ଉ , ଫାଲଗୁନୀ –ଆପଣଙ୍କ ବିଚାରକୁ ସକାରାତ୍ମକ ରଖନ୍ତୁ
ହସ୍ତା –ଆକସ୍ମିକ ଭାବରେ ଦୁର୍ଘଟଣା ଶିକାର ହୋଇପାରନ୍ତି
ଚିତ୍ରା – ବ୍ୟବସାୟରେ ହାନି ଓ ବ୍ୟଥିତ ହୋଇ ପାରନ୍ତି
ପ୍ରତିକାର - ସକାଳୁ କିଛି ପକ୍ଷୀଙ୍କୁ ଖାଇବାକୁ ଦିଅନ୍ତୁ
ତୁଳା:
ଚିତ୍ରା – ବ୍ୟବସାୟରେ ଉନ୍ନତି ରହିବ
ସ୍ୱାତୀ – ଯୋଜନା ଭିତ୍ତିକ କର୍ମ କରି ସଫଳତା ପାଇବେ
ବିଶାଖା – କୌଣସି କାର୍ଯ୍ୟରେ ବଡ ଦାୟିତ୍ୱ ନେଇପାରନ୍ତି
ପ୍ରତିକାର –ପର୍ଶୁରାମଙ୍କର ଫଟୋକୁ ପୂଜା କରନ୍ତୁ
ବିଛା:
ବିଶାଖା – ମହିଳାମାନେ ଆତ୍ମନିର୍ଭରଶୀଳ ହେବେ
ଅନୁରାଧା – ଉପାର୍ଜନ ପାଇଁ ନୂଆ ପ୍ରସ୍ତୁତ ଯୋଜନା କରିବେ
ଜ୍ୟେଷ୍ଠା – ଠିକ୍ ସମୟର ଲାଭ ଉଠାଇ ପାରିବେ
ପ୍ରତିକାର – ରୁଟି ତିଆରି କରି କୁକୁରକୁ ଖାଇବାକୁ ଦିଅନ୍ତୁ
ଧନୁ:
ମୂଳା – କଠିନ ପରିଶ୍ରମର ଫଳ ପାଇ ପାରନ୍ତି
ପୂ , ଷାଢା – ଜମିକୁ ନେଇ ଲାଗି ରହିଥିବା ବିବାଦର ସମାଧାନ ହେବ
ଉ , ଷାଢା – ସାମାଜିକ ଗତିବିଧିରେ ସକ୍ରିୟ ଭୂମିକା ନିର୍ବାହ କରିବେ
ପ୍ରତିକାର – ଅଶ୍ୱତଥ୍ ଗଛରେ ହଳଦିଆ ରଙ୍ଗର ସୂତା ଗୁଡାନ୍ତୁ
ମକର:
ଉ , ଷାଢା - ପଡୋଶୀଙ୍କ ସହିତ ଶତ୍ରୁ ଭାବ ସୃଷ୍ଟି ହୋଇପାରେ
ଶ୍ରବଣା – ବଦ୍ହଜମୀ ଜନିତ ସମସ୍ୟା ଭୋଗିବେ
ଧନିଷ୍ଠା – ବଜେଟକୁ ଧ୍ୟାନରେ ରଖି ରଖି ଖର୍ଚ୍ଚ କରନ୍ତୁ
ପ୍ରତିକାର – ଭଗବାନଙ୍କର ବିଗ୍ରହକୁ ପୂଜା କରନ୍ତୁ
କୁମ୍ଭ:
ଧନିଷ୍ଠା – ସନ୍ତାନ ଆପଣଙ୍କୁ କୌଣସି ଭଲ ଖବର ଶୁଣାଇବେ
ଶତଭିଷା –ନୂଆ ବାହାନ କିଣିବାର ଆଶା ପୂରଣ ହୋଇପାରେ
ପୂ , ଭାଦ୍ରପଦ –ଆପଣଙ୍କର ମନୋବଳ ଉଚ୍ଚ ରହିବ
ପ୍ରତିକାର – ଶନିଶ୍ଚରାୟ ବିଦ୍ମହେ ସୂର୍ଯ୍ୟପୁତ୍ରାୟ ଧିମହି ତନ୍ନଃ ମନ୍ଦ ପ୍ରଚେଦୟାତ” ମନ୍ତ୍ର ଜପ କରନ୍ତୁ
ମୀନ:
ପୂ , ଭାଦ୍ରପଦ - ଶିକ୍ଷାର୍ଥୀଙ୍କୁ ସକାରାତ୍ମକ ଫଳ ମିଳିବ
ଉ , ଭଦ୍ରପଦ - କାମରେ ନିଜ ଲୋକଙ୍କ ଠାରୁ ସାହାର୍ଯ୍ୟ ପାଇବେ
ରେବତୀ –ଆପଣଙ୍କର ଧ୍ୟାନ ଆଧ୍ୟାତ୍ମିକ ଦିଗକୁ ଆକର୍ଷିତ ହେବ
ପ୍ରତିକାର – ବୃହସ୍ପତିଙ୍କର ଇଷ୍ଟ ଦେବୀ ମା ତାରାଙ୍କର ପୂଜା କରନ୍ତୁ
(ଜ୍ୟୋତିର୍ବିଦ୍ ଇଞ୍ଜିନିୟର ଦୀପକ ଆଚାର୍ଯ୍ୟ, ମୋ-0674-3527219,9238397100)