ସୈାର ମିଥୁନ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୧୯ ତାରିଖ ରବିବାର, ତିଥି – ୬ଷ୍ଠୀ ରାତ୍ରି ୧୦/୧୮ ଗତେ ୭ମୀ, ଚନ୍ଦ୍ର – କୁମ୍ଭ ରାଶିର ଅହୋରାତ୍ର,ଘାତ ଚନ୍ଦ୍ର- ମିଥୁନ, ମୀନ ରାଶିର ଅହୋରାତ୍ର, ଘାତ ବାର – ମେଷ ରାଶିର, ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ, ୧ ପାଦ - କୃଷ- ହାନି-ଭୂମିଦାନ ରାତ୍ରି ୧୦/୧୮ ଗତେ ୨ ପାଦ-କୃଷି- ପଶୁହାନି- ଭୂମି ଓ ଅନ୍ନଦାନ ନିଶାନ୍ତ ୦୪/୫୩ ଗତେ ୩ ପାଦ - ବଂଶହାନି- ତିଳକାଞନ ଦାନ ।
ଶୁଭ ସମୟ :-
ପ୍ରାତଃ ୦୭/୫୭ ରୁ ୦୯/୩୬
ଦିବା ୦୯/୨୭ ରୁ ୦୨/୫୨
ସନ୍ଧ୍ୟା ୦୪/୩୮ ରୁ ୦୪/୪୪
ରାତ୍ରି ୦୬/୨୩ ରୁ ୦୭/୫୦
ରାତ୍ରି ୧୦/୪୩ ରୁ ୧୨/୫୨
ଅଶୁଭ ସମୟ :-ଋାହୁକାଳ –
ଦିବା ୦୪/୪୪ ରୁ ୦୬/୨୩
କାଳବେଳା - ଦିବା ୦୪/୪୪ ରୁ ୦୧/୨୭
ବାରବେଳା – ଦିବା ୧୦/୦୯ ରୁ ୧୧/୪୮
କାଳରାତ୍ରି - ରାତ୍ରି ୦୧/୦୯ ରୁ ୦୨/୩୦
ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ ଓ କ'ଣ ରହିଛି ଆପଣଙ୍କ ରାଶିରେ..
ମେଷ :-
- ଅଶ୍ୱନୀ – ଘରର ବୟୋଜ୍ୟେଷ୍ଠଙ୍କର ପାରାମର୍ଶ ନେଇ କାର୍ଯ୍ୟ କରିଲେ ସଫଳତା ପାଇବେ
- ଦ୍ୱିଜା – ଆର୍ଥିକ ସ୍ଥିତି ମଜବୁତ ରହିବ
- କୃତିକା – ଛାତ୍ର ଭବିଷ୍ୟତ ଲାଗି ଯୋଜନା ପ୍ରସ୍ତୁତ କରି ପାଠ ପଢନ୍ତୁ
ପ୍ରତିକାର - ମା ମଙ୍ଗଳାଙ୍କର ପୂଜା ପାଠ କରନ୍ତୁ
ବୃଷ :-
- କୃତିକା - ବୈଜ୍ଞାନିକଙ୍କୁ କୈାଣସି ବଡ ସଫଳତା ମିଳିବ
- ରୋହିଣୀ – ଲୋକ ମାନେ ଆପଣଙ୍କ ଜ୍ଞାନ ଦ୍ୱାରା ପ୍ରଭାବିତ ହେବେ
- ମୃଗଶିରା – ପାରିପାରିକ ସମସ୍ୟାର ସମାଧାନ ହୋଇଯିବ
ପ୍ରତିକାର – ନଡିଆରେ ଚନ୍ଦନ ଟିପା ଲଗାଇ ଜଳରେ ଭସାଇ ଦିଅନ୍ତୁ
ମିଥୁନ :-
- ମୃଗଶିରା - ଖର୍ଚ୍ଛ ହ୍ରାସ ପାଇଁ ଚେଷ୍ଟା କରନ୍ତୁ ନଚେତ ଅସୁବିଧାରେ ପଡିବେ
- ଆଦ୍ରା - ବ୍ୟବସାୟୀ ନିଜ କାଗଜ ପତ୍ର ସମ୍ଭାଳି ଋଖନ୍ତୁ
- ପୁନର୍ବସୁ – କ୍ରୋଧକୁ ନିୟଣନ୍ତ୍ରରେ ନରଖିଲେ ଅସୁବିଧାରେ ପଡିବେ
ପ୍ରତିକାର – କିଛି ମୁଗଡାଲି ବିଷ୍ଣୁଙ୍କ ମନ୍ଦିରରେ ଦାନ କରନ୍ତୁ
କର୍କଟ :-
- ପୁନର୍ବସୁ - ଚାକିରିଆଙ୍କ କାମରେ ବୋଝ ଅଧିକ ରହିବ
- ପୁଷ୍ୟା – ପରିବାରରେ ତିକ୍ତତା ଦେଖାଦେଇ ପାରେ
- ଅଶ୍ଳେଷା – କାହାରିକୁ ଧାର ଦିଅନ୍ତୁ ନାହିଁ
ପ୍ରତିକାର – ଧଳା ରଙ୍ଗର ମାଛକୁ ଖାଦ୍ୟ ଦେଇ ଦିନ ଆରମ୍ଭ କରନ୍ତୁ
ସିଂହ :-
- ମଘା – ଧ୍ୟାନ ଜପରେ ମନ ନିବେଶ କରିବେ
- ପୂ , ଫାଲଗୁନୀ - ଅଫିସରେ ସମସ୍ତଙ୍କ ସହିତ ଭଲ ସପଂର୍କ ରହିବ
- ଉ ,ଫାଲଗୁନୀ – ବ୍ୟବସାୟ କରିବା ଲାଗି ଦିନଟି ଭଲ ରହିବ
ପ୍ରତିକାର – ଲାଲ ମୁହା ମାଙ୍କଡକୁ ଗୁଡ ଖାଇବାକୁ ଦିଅନ୍ତୁ
କନ୍ୟା :-
- ଉ , ଫାଲଗୁନୀ - କିଛି ଲୋକଙ୍କ ଠାରୁ ଆଶାଠୁ ଅଧିକ ଲାଭ ମିଳିବ
- ହସ୍ତା - ଦାମ୍ପତ୍ୟ ଜୀବନ ସୁଖମୟ ରହିବ
- ଚିତ୍ରା – କାରବାର ବୃଦ୍ଧି ଲାଗି ଭଲ ପରାମର୍ଶ ମିଳିବ
ପ୍ରତିକାର – ୧ ଖଣ୍ଡ ମଗଜ ପଥର ୭ଟି ମୁଗ ପତ୍ର ଦାନା ଏକ ସବୁଜ ରଙ୍ଗର ପତ୍ରରେ ଜଳରେ ଭସାଇ ଦିଅନ୍ତୁ
ତୁଳା :-
- ଚିତ୍ରା – ପୂର୍ବ କଥାକୁ ନେଇ ଚିନ୍ତାରେ ରହିବେ
- ସ୍ୱାତୀ – କୈାଣସି ସପଂର୍କୀୟ ଆପଣଙ୍କୁ ଧାର ମାଗିପାରନ୍ତି
- ବିଶାଖା – ସାବଧାନ ରୁହନ୍ତୁ ସଡକ ଦୁର୍ଘଟଣା ହୋଇପାରେ
ପ୍ରତିକାର – ଦହି, ଅରୁଆ ଚାଉଳ ମନ୍ଦିରରେ ଦାନ କରନ୍ତୁ
ବିଛା :-
- ବିଶାଖା – ସରକାରି କ୍ଷେତ୍ରରେ ପ୍ରୋତ୍ସାହନ ମିଳିପାରେ
- ଅନୁରାଧା - ଲୁଗା ବ୍ୟବସାୟୀ ଲାଗି ଦିନଟି ଭଲ ରହିବ
- ଜ୍ୟେଷ୍ଠା – ଜୀବନରେ ନୂଆ ପ୍ରେମ ସପଂର୍କ ଆରମ୍ଭ ହୋଇପାରେ
ପ୍ରତିକାର – ସକାଳୁ ସୂର୍ଯ୍ୟ ଦେବତାକୁ ଜଳ ଅର୍ପଣ କରନ୍ତୁ
ଧନୁ :-
- ମୂଳା – ନୂଆ କାମର ସନ୍ଧାନ ମିଳିପାରେ
- ପୂ , ଷାଢା – ଅଳଙ୍କାର କ୍ରୟ କରିବାର ସୁଯୋଗ ପାଇବେ
- ଉ , ଷାଢା – ଭବିଷ୍ୟତ ଲାଗି ନୂଆ ଯୋଜନା କରିବେ
ପ୍ରତିକାର – ଗୁରୁଜନ ମାନଙ୍କୁ ଅପମାନ କରନ୍ତୁ ନାହିଁ ତାଙ୍କର ଆଜ୍ଞା ପାଳନ କରନ୍ତୁ
ମକର :-
- ଉ , ଷାଢା - ଛାତ୍ରଛାତ୍ରୀ ଆଜି ପରିଶ୍ରମ କରିବାକୁ ପଡିବ
- ଶ୍ରବଣା – ଜମିଜମାକୁ ନେଇ ଗଣ୍ଡେଗୋଳ ସୃଷ୍ଟି ହୋଇପାରେ
- ଧନିଷ୍ଠା – ସାବଧାନ ରୁହନ୍ତୁ ଠକାମିରେ ପଡିପାରନ୍ତି
ପ୍ରତିକାର – କୋଇଲା ଖଣ୍ଡ ନେଇ କୌଣସି ରୋଷୋଇ ହେଉଥିବା ଧର୍ମ ସ୍ଥାନରେ ଦିଅନ୍ତୁ
କୁମ୍ଭ :-
- ଧନିଷ୍ଠା - ଛାତ୍ରିଙ୍କ କ୍ୟାରିଅରେ ନୂଆ ମୋଡ ଆସିପାରେ
- ଶତଭିଷା – ଘରକୁ ବନ୍ଧୁ ଆସିବା ହେତୁ ଖୁସିର ମାହୋଲ ରହିବ
- ପୂ , ଭାଦ୍ରପଦ – ସ୍ୱାଦିଷ୍ଟ ଖାଦ୍ୟ ଖାଇବାର ସୁଯୋଗ ପାଇବେ
ପ୍ରତିକାର – ରାହୁଙ୍କର ମନ୍ତ୍ର ପାଠ କରନ୍ତୁ ।
ମୀନ :-
- ପୂ , ଭାଦ୍ରପଦ - କାର୍ଯ୍ୟ କ୍ଷେତ୍ରରେ ମନ ପ୍ରାଣ ଢାଳି କାମ କରିବେ
- ଉ , ଭଦ୍ରପଦ - ଭାଗ୍ୟର ପୁରା ସହଯୋଗ ପାଇବେ
- ରେବତୀ – ପରିବାରରେ ବିଶ୍ୱାସ ବଢିବ
ପ୍ରତିକାର – ଗୌର ବର୍ଣ୍ଣ ବ୍ରାହ୍ମଣର ସେବା କରନ୍ତୁ
(ଜ୍ୟୋତିର୍ବିଦ୍ ଇଞ୍ଜିନିୟର ଦୀପକ ଆଚାର୍ଯ୍ୟ)