Daily Horoscope 19th July 2022: ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ..

ସୈାର କର୍କଟ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୧୯ ତାରିଖ ମଙ୍ଗଳବାର ,ତିଥି – ୬ ଷ୍ଠୀ ପ୍ରାତଃ ୦୭/୫୦ ଗତେ ୭ମୀ,ଚନ୍ଦ୍ର – ମୀନ ଅହୋରାତ୍ର, ଘାତ ଚନ୍ଦ୍ର- ଧନୁ ରାଶିର ଅହୋରାତ୍ର, ଘାତ ବାର –ମକର ରାଶିର ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ, ୧ ପାଦ - କୃଷିହାନି- ଭୂମିଦାନ ପ୍ରାତଃ ୦୭/୫୦ ଗତେ ୨ ପାଦ - କୃଷି- ଓ ପଶୁହାନି -ଭୂମ ଓ ଅନ୍ନଦାନ ।

Daily Horoscope

ଶୁଭ ସମୟ :-

ଦିବା ୦୮/୩୭ ରୁ ୧୦/୩୪

ଦିବା ୦୧/୧୧ ରୁ ୦୧/୩୦

ସନ୍ଧ୍ୟା ୦୪/୪୬ ରୁ ୦୫/୩୨

ସନ୍ଧ୍ୟା ୦୬/୨୪ ରୁ ୦୭/୦୮

ରାତ୍ରି ୦୯/୧୯ ରୁ ୧୧/୩୧

ରାତ୍ରି ୦୧/୪୨ ରୁ ୦୩/୧୦

ଅଶୁଭ ସମୟ :-

ଋାହୁକାଳ - ଦିବା ୦୩/୦୮ ରୁ ୦୪/୪୬

କାଳବେଳା - ଦିବା ୦୧/୩୦ ରୁ ୦୩/୦୮

ବାରବେଳା –ପ୍ରାତଃ ୦୬/୫୯ ରୁ ୦୮/୩୭

କାଳରାତ୍ରି - ରାତ୍ରି ୦୭/୪୬ ରୁ ୦୯/୦୮

ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...

ମେଷ :- 

ପ୍ରତିକାର - ବଗଳାମୂଖିଙ୍କର ପୂଜାର୍ଚ୍ଚନା କରନ୍ତୁ

ବୃଷ :- 

ପ୍ରତିକାର – ଶୁକ୍ରଙ୍କର ମନ୍ତ୍ର ପାଠ କରନ୍ତୁ

ମିଥୁନ :- 

ପ୍ରତିକାର – ପ୍ରଭୁ ନାରାୟଣଙ୍କୁ ତୁଳସୀ ପତ୍ର ଚଢାନ୍ତୁ

କର୍କଟ :- 

ପ୍ରତିକାର – ହନୁମାନ ଚାଳିଶା ପାଠ କରନ୍ତୁ

ସିଂହ :- 

ପ୍ରତିକାର – ମାତଙ୍ଗିଙ୍କ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ

କନ୍ୟା :- 

ପ୍ରତିକାର - ସବୁଜ ରଙ୍ଗର ପୋଷାକ ବ୍ୟବହାର କରନ୍ତୁ

ତୁଳା:- 

ପ୍ରତିକାର – କମଳାଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ

ବିଛା :- 

ପ୍ରତିକାର – ଓଁ ହ୍ରୀଂ ଶ୍ରୀଂ ମଙ୍ଗଳାୟ ନମଃ ଜପ କରନ୍ତୁ

ଧନୁ :- 

ପ୍ରତିକାର – ଶିବଙ୍କର ଗାୟତ୍ରି ମନ୍ତ୍ର ପାଠ କରନ୍ତୁ

ମକର :- 

ପ୍ରତିକାର – ଜଗନ୍ନାଥଙ୍କର ପୂଜାର୍ଚ୍ଚନା କରନ୍ତୁ

କୁମ୍ଭ :- 

ପ୍ରତିକାର – ରାହୁଙ୍କର ପୂଜାର୍ଚ୍ଚନା କରନ୍ତୁ

ମୀନ :- 

ପ୍ରତିକାର – ହଳଦିଆ ରଙ୍ଗର ଭୋଗ ଲଗାଇ ପିଲାଙ୍କୁ ଖାଇବାକୁ ଦିଅନ୍ତୁ

(ଜ୍ୟୋତିର୍ବିଦ୍‌ ଇଞ୍ଜିନିୟର ଦୀପକ ଆଚାର୍ଯ୍ୟ, ମୋ-୯୪୩୯୦୫୦୦୯୯, ୯୨୩୮୩୯୭୧୦୦)