ସୈାର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୧୯ ତାରିଖ ଶୁକ୍ରବାର ତିଥି – ୮ ମୀ ରାତ୍ରି ୧୦/୫୯ ଗତେ ୯ମୀ ଚନ୍ଦ୍ର – ମେଷ ପ୍ରାତଃ ୦୬/୦୬ ଗତେ ବୃଷ ଘାତ ଚନ୍ଦ୍ର- ମେଷ ରାଶିର ପ୍ରାତଃ ୦୬/୦୬ ଗତେ ବିଛା ଘାତ ବାର – ବିଛା, ଧନୁ ଓ ମୀନ ରାଶିର ପୁଷ୍କର ଦୋଷ – ୧ ପାଦ- କୁଟୁମ୍ଭ ହାନି- ତିଳକାଞନ ଦାନ, ରାତ୍ରି ୦୧/୫୩ ପର୍ଯ୍ୟନ୍ତ
ଶୁଭ ସମୟ- ପ୍ରାତଃ ୦୫/୩୧ ରୁ ୦୬/୨୨ ପ୍ରାତଃ ୦୭/୧୨ ରୁ ୦୮/୪୦ ଦିବା ୧୨/୧୫ ରୁ ୦୨/୪୬ ଦିବା ୦୪/୨୭ ରୁ ୦୬/୦୮ ରାତ୍ରି ୦୭/୩୯ ରୁ ୦୮/୫୯ ରାତ୍ରି ୦୧/୪୪ ରୁ ୦୪/୦୦
ଅଶୁଭ ସମୟ ଋାହୁକାଳ - ଦିବା ୧୦/୧୫ ରୁ ୧୧/୫୦ କାଳବେଳା - ଦିବା ୧୦/୧୫ ରୁ ୧୧/୫୦ ବାରବେଳା – ଦିବା ୦୮/୪୦ ରୁ ୧୦/୧୫ କାଳରାତ୍ରି – ରାତ୍ରି ୦୮/୫୯ ରୁ ୧୦/୨୪
ଆଜିର ରାଶିଫଳ-
ମେଷ:-
ଅଶ୍ୱନୀ –ନିଜର ଶ୍ରମ ଅନୁଯାୟୀ ଅଧିକ ଫଳ ପାଇବେ ।
ଦ୍ୱିଜା – ରାଜନୀତିରେ ଲୋକ ସଂପର୍କ ବୃଦ୍ଧି ପାଇବ ।
କୃତିକା – ଦିନଚର୍ଯ୍ୟା ବହୁତ ଆଡମ୍ବର ପୂର୍ଣ୍ଣ ରହିପାରେ ।
ପ୍ରତିକାର - ହନୁମାନଙ୍କର ପୂଜା ସହିତ ଚାଳିଶା ପାଠ କରନ୍ତୁ ।
ବୃଷ:-
କୃତିକା - ଚାକିରୀରେ ଆପଣଙ୍କର ପ୍ରାଧାନ୍ୟ ବଢିବ ।
ରୋହିଣୀ – ମାଲିମକନ୍ଦମାର ଶୁଣାଣି ଆପଣଙ୍କ ବିପକ୍ଷରେ ଯିବ ।
ମୃଗଶିରା –ପିଲାମାନେ ସୁଗୁଣରେ ଅନୁପ୍ରାଣିତ ହେବେ ।
ପ୍ରତିକାର – ମା କମଳାଙ୍କର ପୂଜାର୍ଚ୍ଚନା କରନ୍ତୁ ।
ମିଥୁନ:-
ମୃଗଶିରା -ଅର୍ଥପାପ୍ତିର ସୁଯୋଗ ଲାଭ କରିପାରନ୍ତି ।
ଆଦ୍ରା - ଦେବା ଦେବୀଙ୍କ ପୂଜାରେ ମଗ୍ନ ରହିବେ ।
ପୁନର୍ବସୁ - ଜୀବନ ସାଥିଙ୍କ ଠାରୁ ଉପହାର ପାଇବେ ।
ପ୍ରତିକାର – ମା ତ୍ରିପୁରା ସୁନ୍ଦରୀଙ୍କ ମନ୍ତ୍ର ପାଠ କରନ୍ତୁ ।
କର୍କଟ:-
ପୁନର୍ବସୁ - ଆପଣଙ୍କର ବିଦେଶ ଭ୍ରମଣ ଯୋଗ ଅଛି ।
ପୁଷ୍ୟା – ବ୍ୟବସାୟରେ ଲାଭପ୍ରଦ ହେବେ ଓ ସୈଖିନ ଦ୍ରବ୍ୟ ସଗ୍ରହ କରିବେ ।
ଅଶ୍ଳେଷା - ମହିଳା ମାନେ ସୁଖଭାଗିନୀ ଓ ପିଲାମାନେ ଉଦଯୋଗି ହେବେ ।
ପ୍ରତିକାର – ମା ଭୁବନେଶୂରୀ ଯନ୍ତ୍ରିକା ମହାକବଚ ଧାରଣ କରିପାରନ୍ତି ।
ସିଂହ:-
ମଘା –ପ୍ରତ୍ୟେକ ପ୍ରତିବନ୍ଧକକୁ ସମ୍ମୁଖୀନ କରି ଆଗେଇବାକୁ ବାଧ୍ୟ ହେବେ ।
ପୂ , ଫାଲଗୁନୀ - ରାଜନୀତିରେ ଚାପରେ ଗତିକରିବେ ।
ଉ ,ଫାଲଗୁନୀ – ପାରିବାରିକ ଅଶାନ୍ତି ଲାଗି ରହିବ ।
ପ୍ରତିକାର – ଶ୍ରୀ ମାତଙ୍ଗିଙ୍କ ଯନ୍ତ୍ର ମହାକବଚ ଧାରଣ କରନ୍ତୁ ।
କନ୍ୟା:-
ଉ , ଫାଲଗୁନୀ – ଚାକିରୀ କ୍ଷେତ୍ରରେ ବିରୋଧି ଦଳଙ୍କ ସଂଖ୍ୟା ବଢିପାରେ ।
ହସ୍ତା –ପିଲାମାନେ ଦ୍ୱନ୍ଦ ଭିତରକୁ ପ୍ରବେଶ କରିବେ ।
ଚିତ୍ରା –ଅଭାବ ଅନଟନ ଲାଗି ରହିବ ।
ପ୍ରତିକାର - ବିଷ୍ଣୁଙ୍କ ବିଗ୍ରହକୁ ପୂଜା କରନ୍ତୁ ।
ତୁଳା:-
ଚିତ୍ରା – ସି୍ଥର ମନ ଦେଇ ସବୁ ସମସ୍ୟାର ସରଳ ସମାଧାନ କରି ପାରିବେ ।
ସ୍ୱାତୀ – ବ୍ୟକ୍ତିଙ୍କ ସହଯୋଗରୁ ଅଟକି ରହିଥିବା କାମରେ ଅଗ୍ରଗତି ଘଟିବ ।
ବିଶାଖା –ନୂତନ ଯୋଜନା ଆରମ୍ଭ କରିବା ସକାଶେ ମନ ବଳାଇବେ ।
ପ୍ରତିକାର – ଶିବ ମନ୍ଦିର ଦର୍ଶନ ସହିତ ମନ୍ତ୍ର ଜପ କରନ୍ତୁ ।
ବିଛା:-
ବିଶାଖା –ଅନ୍ୟ ମାନଙ୍କ ସହଯୋଗକାର ଠାରୁ ଉପକୃତ ହେବେ ।
ଅନୁରାଧା – କର୍ମ ତତ୍ପରତା ହେତୁ ଆଗେଇ ଚାଲିବେ ।
ଜ୍ୟେଷ୍ଠା – ସାଂସାରିକ ଦ୍ରବ୍ୟାଦି ଲାଭ କରିବାରେ ସୁଯୋଗ ପାଇବେ ।
ପ୍ରତିକାର –ନୃସିଂହଙ୍କ ପୂଜା ସହିତ ମନ୍ତ୍ର ଜପ କରନ୍ତୁ ।
ଧନୁ:-
ମୂଳା –ଅର୍ଥାଭାବ ଆପଣଙ୍କୁ ବ୍ୟସ୍ତତା କରି ପକାଇବ ।
ପୂ , ଷାଢା – ପ୍ରେମ କ୍ଷେତ୍ରରେ ଯେତେ ଚେଷ୍ଟା କରିଲେ ମଧ୍ୟ ବିଶ୍ୱାସି ହୋଇ ପାରିବେ ନାହିଁ ।
ଉ , ଷାଢା –ଆପଣ ଅଜ୍ଞାତ ବିପଦର ସମ୍ମୁଖିନ ହୋଇ ପାରନ୍ତି ।
ପ୍ରତିକାର – ମା ତାରାଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ ।
ମକର:-
ଉ , ଷାଢା - ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ଲାଭ କରିବେ ।
ଶ୍ରବଣା –ଦୀର୍ଘଦିନରୁ ଭାଙ୍ଗିପଡିଥିବା କୌଣସି ସଂପର୍କ ପୁନଃ ପ୍ରତିଷ୍ଠିତ ହେବ ।
ଧନିଷ୍ଠା –ଆଜିର ପ୍ରତ୍ୟୁଷ ଯାତ୍ରାରେ ଲକ୍ଷପୂରଣ ହେବ ।
ପ୍ରତିକାର – ମହାଦେବଙ୍କର ପୂଜାର୍ଚ୍ଚନା କରନ୍ତୁ ।
କୁମ୍ଭ:-
ଧନିଷ୍ଠା – ରାଜନୀତିରେ ପ୍ରତିହତ କରି ନିଜକୁ ସୁରକ୍ଷିତ ରଖିପାରିବେ ।
ଶତଭିଷା – ନିଜର ମନ ଅନୁଯାୟୀ କର୍ମ କ୍ଷେତ୍ରରେ ସ୍ୱାଧିନତା ପାଇ ପାରନ୍ତି ।
ପୂ , ଭାଦ୍ରପଦ – ଗୃହିଣୀ ମାନଙ୍କ ଦିନଟି ମିଶ୍ରିତ ରହିବ ।
ପ୍ରତିକାର –ଦକ୍ଷିଣ କାଳିଙ୍କ ମହାକବଚ ଧାରଣ କରନ୍ତୁ ।
ମୀନ:-
ପୂ , ଭାଦ୍ରପଦ - ସହକର୍ମୀ ମାନଙ୍କ ସହିତ ମନୋ ମାଳିନି ଘଟିପାରେ ।
ଉ , ଭଦ୍ରପଦ -ଅର୍ଜିତ ଧନ ଓ ମାନ ହାନି ଘଟିପାରେ ।
ରେବତୀ – ବହୁତ କ୍ଷତି ସହିବାକୁ ପଡିପାରେ ।
ପ୍ରତିକାର – ସକାଳୁ ଉଠି ଗୁରୁଜନ ମାନଙ୍କୁ ପ୍ରଣାମ କରନ୍ତୁ ।
Jyotirvid Er Deepak Acharya -0674-3527219,9238397100