ସୈାର କର୍କଟ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୧୭ ତାରିଖ ରବିବାର, ତିଥି – ୪ର୍ଥୀ ଦିବା ୧୦/୪୯ ଗତେ ୫ମୀ, ଚନ୍ଦ୍ର – କୁମ୍ଭ ଅହୋରାତ୍ର, ଘାତ ଚନ୍ଦ୍ର- ମିଥୁନ ଓ ମୀନ ରାଶିର ଅହୋରାତ୍ର, ଘାତ ବାର – ମେଷ ରାଶିର ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ, ୧ ପାଦ - କୃଷିହାନି - ଭୂମିଦାନ ଦିବା ୦୧/୨୬ ଗତେ ୨ ପାଦ - କୃଷି ଓ ବଂଶହାନି - ଭୂମି ଓ ତିଳକାଞନ ଦାନ ।
ଶୁଭ ସମୟ:-
ପ୍ରାତଃ ୦୫/୨୦ ରୁ ୦୯/୪୨
Also Read
ଦିବା ୦୧/୩୦ ରୁ ୦୨/୦୩
ସନ୍ଧ୍ୟା ୦୭/୦୮ ରୁ ୦୯/୧୯
ରାତ୍ରି ୧୨/୧୪ ରୁ ୦୧/୧୪
ରାତ୍ରି ୦୨/୩୭ ରୁ ୦୩/୦୯
ଅଶୁଭ ସମୟ:-
ଋାହୁକାଳ - ଦିବା ୦୪/୪୬ ରୁ ୦୬/୨୪
କାଳବେଳା –ଦିବା ୧୧/୫୨ ରୁ ୦୧/୩୦
ବାରବେଳା –ଦିବା ୧୦/୧୪ ରୁ ୧୧/୫୨
କାଳରାତ୍ରି - ରାତ୍ରି ୦୧/୧୪ ରୁ ୦୨/୩୬
ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...
ମେଷ :-
- ଅଶ୍ୱନୀ – ବ୍ୟସ୍ତତା ଭିତରେ ସମୟ କଟାଇବେ
- ଦ୍ୱିଜା – ପୂର୍ବରୁ କରିଥିବା କର୍ମପାଇଁ ଦଣ୍ଡ ଭୋଗିପାରନ୍ତି
- କୃତିକା – ପରିବାରରେ ମନୋମାଳିନ୍ୟ ଦେଖାଦେବ
ପ୍ରତିକାର - ମା ବଗଳାମୂଖିଙ୍କର ମନ୍ତ୍ର ପାଠ କରନ୍ତୁ
ବୃଷ :-
- କୃତିକା - କୌଣସି କାର୍ଯ୍ୟ ପୂର୍ବରୁ ଗୁରୁଜନଙ୍କ ପରାମର୍ଶ କରନ୍ତୁ ।
- ରୋହିଣୀ – ସ୍ୱାସ୍ଥ୍ୟ ସମସ୍ୟାରୁ ମୁକ୍ତି ପାଇବେ । ଶୁଭ ଖବର ଶୁଣି ପାରନ୍ତି
- ମୃଗଶିରା – ବ୍ୟବସାୟରେ ଲାଭବାନ୍ ହେବେ । ଘର ପାଇଁ କିଛି ଆସବାବ କ୍ରୟ କରି ପାରନ୍ତି
ପ୍ରତିକାର – ଭାର୍ଗବୀଙ୍କର ପୂଜାର୍ଚ୍ଚନା କରନ୍ତୁ
ମିଥୁନ :-
- ମୃଗଶିରା - କରିଥିବା କର୍ମ ପାଇଁ ପାରସ୍କୃତ ହେବେ । ଆର୍ଥିକ କ୍ଷେତ୍ରରେ ଳଭବାନ୍ ହେବେ
- ଆଦ୍ରା - ବନ୍ଧୁଙ୍କ ସହିତ ମିଶି କିଛି ନୂତନ ଯୋନଜା ପାରନ୍ତି
- ପୁନର୍ବସୁ - ଆକସ୍କିକ ଧନବ୍ୟୟ ହୋଇପାରେ
ପ୍ରତିକାର – ବୁଧଙ୍କର ଗାୟତ୍ରି ମନ୍ତ୍ର ପାଠ କରନ୍ତୁ
କର୍କଟ:-
- ପୁନର୍ବସୁ - ପ୍ରତିଶ୍ରୃତି ରକ୍ଷା ନକରିବାରୁ ଅପମାନିତ ହୋଇପାରନ୍ତି
- ପୁଷ୍ୟା – ବ୍ୟବସାୟୀ ମାନେ ମୂଳ ଧନରୁବି କ୍ଷତି କରିପାରନ୍ତି
- ଅଶ୍ଳେଷା - ସବୁ ଜାଣିଥିଲେ ମଧ୍ୟ ପ୍ରତ୍ୟେକ କ୍ଷେତ୍ରରେ ନିରବତା ଅବଲମ୍ବନ କରିବେ
ପ୍ରତିକାର – ଗୁରୁଜନ ମାନଙ୍କ ଚରଣ ସ୍ପର୍ଶ କରନ୍ତୁ
ସିଂହ:-
- ମଘା – ବନ୍ଧୁତ୍ୱର ସମ୍ପର୍କରେ ଉନ୍ନତି ଆସିବ
- ପୂ , ଫାଲଗୁନୀ - ବହୁ ଦିନରୁ ଲାଗି ରହିଥିବା ସମସ୍ୟା ସମାଧାନ ହୋଇଯିବ
- ଉ ,ଫାଲଗୁନୀ – ମନରେ ଧାର୍ମିକ କାର୍ଯ୍ୟ ପ୍ରତି ଶ୍ରଦ୍ଧା ବଢିବ
ପ୍ରତିକାର – ମାତଙ୍ଗିଙ୍କର ଗାୟତ୍ରି ମନ୍ତ୍ର ପାଠ କରନ୍ତୁ
କନ୍ୟା:-
- ଉ , ଫାଲଗୁନୀ – ଗୃହରେ ମାଙ୍ଗଳିକ କାର୍ଯ୍ୟ ସମ୍ପାଦନା କରିବେ
- ହସ୍ତା – ଜୀବନରେ କିଛି ପରିବର୍ତ୍ତନ କରିବାକୁ ଚେଷ୍ଟା କରିବେ
- ଚିତ୍ରା – ବ୍ୟୟ ବୃଦ୍ଧି ଦେଖାଦେଲେ ମଧ୍ୟ , ଆୟ ବଜାୟ ରହିବ
ପ୍ରତିକାର - ନିଜ ଖାଇବାରୁ କିଛି ଅଂଶ କାଉକୁ ଖାଇବାକୁ ଦିଅନ୍ତୁ
ତୁଳା :-
- ଚିତ୍ରା – ଛାତ୍ର ଛାତ୍ରୀ ମାନେ ପଢାରେ ମନ ଯୋଗ ରଖି ପାରିବେ ନାହିଁ
- ସ୍ୱାତୀ – ପରିବାର ଭିତରେ ଅଶାନ୍ତି ସୃଷ୍ଟି ହୋଇପାରେ
- ବିଶାଖା – ମହିଳା ମାନେ ପୂରାତନ ରୋଗର ପିଡା ଅନୁଭବ କରିବେ
ପ୍ରତିକାର – ପର୍ଶୁରାମଙ୍କର ଫଟକୁ ପୂଜାର୍ଚ୍ଚନା କରନ୍ତୁ
ବିଛା :-
- ବିଶାଖା – ରାସ୍ତାରେ ଗଲା ବେଳେ ଯାନବାହାନରୁ ପଡିଯିବାର ଭୟ ରହିଛ
- ଅନୁରାଧା – ଯେତେ ଭଲ କଲେ ମଧ୍ୟ ଅନ୍ୟ ମାନେ ଆପଣଙ୍କର କର୍ମ କରିବାର ଶୈଳିକୁ ବୁଝିପାରିବେ ନାହିଁ
- ଜ୍ୟେଷ୍ଠା – ନିଜ ଲୋକମାନେ ବିଶ୍ୱାସ ଘାତ କରିପାରନ୍ତି
ପ୍ରତିକାର – ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରି ଦିନ ଆରମ୍ଭ କରନ୍ତୁ
ଧନୁ :-
- ମୂଳା – ସରକାରୀ ସଂସ୍ଥା କାମରେ ସହଯୋଗ କରିପାରନ୍ତି
- ପୂ , ଷାଢା – ବିଜ୍ଞାନ ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ
- ଉ , ଷାଢା – ଜୀବନରେ ନୂଆ ପ୍ରେମ ପ୍ରସଙ୍ଗ ଆରମ୍ଭ ହୋଇପାରେ
ପ୍ରତିକାର – କିଛି ଦକ୍ଷିଣା ମନ୍ଦିରରେ ଦାନ କରନ୍ତୁ
ମକର :-
- ଉ , ଷାଢା - ଅଫିସରେ ସହକର୍ମୀଙ୍କ ସହ ସମ୍ବନ୍ଧ ମଜବୁତ ରହିବ
- ଶ୍ରବଣା – ଭଲ ଲୋକଙ୍କ ସହ ମିଶିବାର ଅବସର ପାଇବେ
- ଧନିଷ୍ଠା – ନେତା ବା ଉଚ୍ଚପଦସ୍ଥ ଅଧୀକାରୀଙ୍କ ସହିତ ରହିବାର ସୁଯୋଗ ମିଳିବ
ପ୍ରତିକାର – ଭଗବାନ ବିଷ୍ଣୁଙ୍କ ବିଗ୍ରହକୁ ପୂଜାର୍ଚ୍ଚନା କରନ୍ତୁ
କୁମ୍ଭ :-
- ଧନିଷ୍ଠା – କୌଣସି କାମରେ ଆଶା ଠାରୁ ଅଧିକ ଲାଭ ପାଇବେ
- ଶତଭିଷା – ଚାକିରୀରେ ପାଇଁ ନୂଆ ଖବର ଆସିପାରେ
- ପୂ , ଭାଦ୍ରପଦ – ପ୍ରେମ ଜୀବନ ମଧୁରମୟ ରହିବ
ପ୍ରତିକାର – ରାହୁଙ୍କର ପୂଜା ସହିତ ମନ୍ତ୍ର ପାଠ କରନ୍ତୁ
ମୀନ :-
- ପୂ , ଭାଦ୍ରପଦ - କାର୍ଯ୍ୟ କ୍ଷେତ୍ରରେ ନୂଆ ସମ୍ଭାବନା ତଲ୍ଲାସ କରିପାରନ୍ତି
- ଉ , ଭଦ୍ରପଦ - ବନ୍ଧୁଙ୍କ ସହିତ ବାହାରକୁ ବୁଲି ଯିବାର ଯୋଜନା କରିବେ
- ରେବତୀ – ରାଜନୀତିରେ ସଫଳତା ପାଇ ପାରନ୍ତି
ପ୍ରତିକାର – ତାରାଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
(ଜ୍ୟୋତିର୍ବିଦ୍ ଇଞ୍ଜିନିୟର ଦୀପକ ଆଚାର୍ଯ୍ୟ, ମୋ-୯୪୩୯୦୫୦୦୯୯, ୯୨୩୮୩୯୭୧୦୦)