Daily Horoscope 17th August 2022: ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ…

ସୈାର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୧୭ ତାରିଖ ବୁଧବାର ।ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...

Daily Horoscope

News Summary

ଜାଣନ୍ତୁ ଆଜିର ରାଶିଫଳ

ସୈାର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୧୭ ତାରିଖ ବୁଧବାର ତିଥି – ଷଷ୍ଠୀ ରାତ୍ରି ୦୮/୨୪ ଗତେ ୭ମୀ ଚନ୍ଦ୍ର – ମେଷ ଅହୋରତ୍ର ଘାତ ଚନ୍ଦ୍ର- ମେଷ ରାଶିର ଅହୋରତ୍ର ଘାତ ବାର –କର୍କଟ ପୁଷ୍କର ଦୋଷ – ରାତ୍ରି ୦୮/୨୪ ଗତେ ୧ ପାଦ- ପଶୁସମ୍ପଦ ନାଶ- ଅନ୍ନଦାନ

ଶୁଭ ସମୟ

ପ୍ରାତଃ ୦୫/୩୧ ରୁ ୦୭/୧୨ ଦିବା ୧୦/୧୫ ରୁ ୧୧/୨୫ ଦିବା ୦୧/୫୭ ରୁ ୦୫/୧୯ ସନ୍ଧ୍ୟା ୦୬/୫୫ ରୁ ୧୦/୪୨ ରାତ୍ରି ୦୧/୪୪ ରୁ ୦୨/୪୧ ରାତ୍ରି ୦୪/୦୬ ରୁ ୦୫/୩୧

ଅଶୁଭ ସମୟ

ଋାହୁକାଳ - ଦିବା ୧୧/୫୦ ରୁ ୦୧/୨୫

କାଳବେଳା - ଦିବା ୦୮/୪୦ ରୁ ୧୦/୧୫

ବାରବେଳା – ଦିବା ୧୧/୫୦ ରୁ ୦୧/୨୫

କାଳରାତ୍ରି – ରାତ୍ରି ୦୨/୪୧ ରୁ ୦୪/୦୬

ଆଜିର ରାଶିଫଳ

ମେଷ:

ଅଶ୍ୱନୀ – ଭବିଷ୍ୟତ ଲାଗି ନୂଆ ଯୋଜନା କରିବେ

ଦ୍ୱିଜା –ଅଳଙ୍କାର କ୍ରୟ କରିବାର ସୁଯୋଗ ପାଇବେ

କୃତିକା – ସ୍ୱାଦିଷ୍ଟ ଖାଦ୍ୟ ଖାଇବାର ସୁଯୋଗ ପାଇବେ

ପ୍ରତିକାର - ମା ମଙ୍ଗଳାଙ୍କର ପୂଜା ପାଠ କରନ୍ତୁ

ବୃଷ:

କୃତିକା - ସରକାରୀ ଚାକିରିଆଙ୍କ କାମରେ ଅଧିକାରୀ ଖୁସି ରହିବେ

ରୋହିଣୀ –ଦାମ୍ପତ୍ୟ ଜୀବନରେ ନୂଆ ଖୁସିର ଆଗମନ ହେବ

ମୃଗଶିରା – ସ୍ଥଗିତ କାମ ପୁଣିଥରେ ଆରମ୍ଭ ହେବ

ପ୍ରତିକାର – ନଡିଆରେ ଚନ୍ଦନ ଟିପା ଲଗାଇ ଜଳରେ ଭସାଇ ଦିଅନ୍ତୁ

ମିଥୁନ:

ମୃଗଶିରା -ଅନ୍ୟର ପରାମର୍ଶ ଆପଣଙ୍କର ଲାଭ ଦାୟକ ହୋଇପାରେ

ଆଦ୍ରା - ମାଲିମକଦ୍ଦମାରେ ଜୟଯୁକ୍ତ ହୋଇ ପାରନ୍ତି

ପୁନର୍ବସୁ - ବେକାରୀଙ୍କୁ ଚାକିରିର ସୁଯୋଗ ଆସିପାରେ

ପ୍ରତିକାର – କିଛି ମୁଗଡାଲି ବିଷ୍ଣୁଙ୍କ ମନ୍ଦିରରେ ଦାନ କରନ୍ତୁ

କର୍କଟ:

ପୁନର୍ବସୁ - ଇଚ୍ଛା ପୂରଣ କରିବା ପ୍ରୟାସରେ ସଫଳ ହେବେ

ପୁଷ୍ୟା – ଛାତ୍ରିଙ୍କୁ ସହପାଠୀଙ୍କ ସହଯୋଗ ମିଳିବ

ଅଶ୍ଳେଷା - ମହିଳା ବ୍ୟବସାୟୀ ଲାଗି ଦିନଟି ଶୁଭ ରହିବ

ପ୍ରତିକାର –ଧଳା ରଙ୍ଗର ମାଛକୁ ଖାଦ୍ୟ ଦେଇ ଦିନ ଆରମ୍ଭ କରନ୍ତୁ

ସିଂହ:

ମଘା –ଅନେକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି

ପୂ , ଫାଲଗୁନୀ - ପ୍ରତ୍ୟେକ କାମରେ ପ୍ରତିବନ୍ଧକର ସାମ୍ନା କରିବେ

ଉ ,ଫାଲଗୁନୀ – ଯାତ୍ରା ସମୟରେ ହାତ କିମ୍ବା ଗୋଡରେ ଅଘାତ ଲାଗିପାରେ

ପ୍ରତିକାର – ଲାଲ ମୁହା ମାଙ୍କଡକୁ ଗୁଡ ଖାଇବାକୁ ଦିଅନ୍ତୁ

କନ୍ୟା:

ଉ , ଫାଲଗୁନୀ –ପୁରୁଣା କଳହ ସାମ୍ମାକୁ ଆସିପାରେ

ହସ୍ତା –ନୂଆ ପଦକ୍ଷେପ ନେବାରୁ ନିବୃତ ରୁହନ୍ତୁ

ଚିତ୍ରା –ପରିବାର ଲୋକଙ୍କ ସହିତ ବାଦ ବିବାଦ ହୋଇପାରେ

ପ୍ରତିକାର - ୧ଖଣ୍ଡ ମଗଜ ପଥର ୭ଟି ମୁଗ ପତ୍ର ଦାନା ଏକ ସବୁଜ ରଙ୍ଗର ପତ୍ରରେ ଜଳରେ ଭସାଇ ଦିଅନ୍ତୁ

ତୁଳା:

ଚିତ୍ରା – ମନରେ ନୂଆ ଆଶା ସୃଷ୍ଟି ହେବ

ସ୍ୱାତୀ – ବିଦ୍ୟାର୍ଥୀ କ୍ୟାରିୟର ଗଢିବା ଅଧିକ ପରିଶ୍ରମ କରିବେ

ବିଶାଖା – ରାଜନେତା ନୂଆ କାର୍ଯ୍ୟ ଭାର ଗ୍ରହଣ କରିବେ

ପ୍ରତିକାର –ଦହି, ଅରୁଆ ଚାଉଳ ମନ୍ଦିରରେ ଦାନ କରନ୍ତୁ

ବିଛା:

ବିଶାଖା – କଳାକ୍ଷେତ୍ରରେ ଥିବା ଲୋକ କିଛି ନୂଆ କରିବେ

ଅନୁରାଧା – ବ୍ୟବସାୟରେ ଉନ୍ନତି ପରିଲକ୍ଷିତ ହେବ

ଜ୍ୟେଷ୍ଠା – କାମରେ ନୂଆ ପ୍ରଦର୍ଶନ କରିବେ

ପ୍ରତିକାର – ସକାଳୁ ସୂର୍ଯ୍ୟ ଦେବତାକୁ ଜଳ ଅର୍ପଣ କରନ୍ତୁ

ଧନୁ:

ମୂଳା – କର୍ମ ସ୍ଥାନରେ ବହୁ ବାଧାବିଘ୍ନ ଓ ବିବାଦ ଦେଖାଦେଇ ପାରେ

ପୂ , ଷାଢା – କ୍ଷମତାଶାଳୀ ବ୍ୟକ୍ତିଙ୍କ ସହ ଶତୃତା ଦେଖାଦେବ

ଉ , ଷାଢା – ସା୍ୱôସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇ ପାରେ

ପ୍ରତିକାର – ଗୁରୁଜନ ମାନଙ୍କୁ ଅପମାନ କରନ୍ତୁ ନାହିଁ ତାଙ୍କର ଆଜ୍ଞା ପାଳନ କରନ୍ତୁ

ମକର:

ଉ , ଷାଢା - ଶତୃ ଯେତେ ସମସ୍ୟା ସୃଷ୍ଟି କରିବେ, ଆପଣଙ୍କର ସେତେ ଲାଭ ହେବ

ଶ୍ରବଣା – କାର୍ଯ୍ୟରେ ଭାଗ୍ୟର ସହଯୋଗ ପାଇବେ

ଧନିଷ୍ଠା –ଅଫିସରେ ସହକର୍ମୀ ଆପଣଙ୍କୁ ସମ୍ମାନ କରିବେ

ପ୍ରତିକାର – କୋଇଲା ଖଣ୍ଡ ନେଇ କୌଣସି ରୋଷୋଇ ହେଉଥିବା ଧର୍ମ ସ୍ଥାନରେ ଦିଅନ୍ତୁ

କୁମ୍ଭ:

ଧନିଷ୍ଠା –ଧନ ପ୍ରାପ୍ତିର ଭଲ ଯୋଗ ରହିଛି

ଶତଭିଷା – ସ୍ୱାଦିଷ୍ଠ ଖାଦ୍ୟ ଭୋଜନ କରିବେ

ପୂ , ଭାଦ୍ରପଦ –ଆପଣ ସକାରତ୍ମକ ରହିବେ

ପ୍ରତିକାର – ରାହୁଙ୍କର ମନ୍ତ୍ର ପାଠ କରନ୍ତୁ

ମୀନ:

ପୂ , ଭାଦ୍ରପଦ -ଅପ୍ରିୟ କଥା କହି ଅପମାନିିତ ହୋଇ ପାରନ୍ତି

ଉ , ଭଦ୍ରପଦ -ପରିବାରରେ ନିଜ ନିଜ ଭିତରେ ଶତୃତା ଭାବ ସୃଷ୍ଟି ହେବ

ରେବତୀ –ଅଯଥା ଖର୍ଚ୍ଛାନ୍ତରେ ପଡି ପାରନ୍ତି

ପ୍ରତିକାର – ଗୌର ବର୍ଣ୍ଣ ବ୍ରାହ୍ମଣର ସେବା କରନ୍ତୁ

ଜ୍ୟୋତିର୍ବିଦ ଇଂ ଦୀପକ ଆଚାର୍ଯ୍ୟ, ଫୋନ୍: 0674-3527219,9238397100