ସୈାର କର୍କଟ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୧୬ ତାରିଖ ଶନିବାର॥ ତିଥି – ୩ୟା ଦିବା ୦୧/୨୭ ଗତେ ୪ର୍ଥୀ, ଚନ୍ଦ୍ର – କୁମ୍ଭ ଅହୋରାତ୍ର, ଘାତ ଚନ୍ଦ୍ର- ମିଥୁନ, ଓ ମୀନ ରାଶିର ଅହୋରାତ୍ର.ଘାତ ବାର – ବୃଷ , ସିଂହ ଓ କନ୍ୟା ରାଶିର, ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ, ୧ ପାଦ - କୃଷିହାନି – ଭୂମିଦାନ ।
Also Read
ଶୁଭ ସମୟ-
ଦିବା ୧୦/୧୪ ରୁ ୦୧/୧୧
ରାତ୍ରି ୦୮/୩୬ ରୁ ୧୦/୪୭
ରାତ୍ରି ୧୨/୧୪ ରୁ ୦୧/୪୨
ରାତ୍ରି ୦୨/୨୫ ରୁ ୦୩/୫୩
ଅଶୁଭ ସମୟ-
ଋାହୁକାଳ - ଦିବା ୦୮/୩୬ ରୁ ୧୦/୧୪
କାଳବେଳା - ପ୍ରାତଃ ୦୫/୨୦ ରୁ ୦୬/୫୮ ଓ ଦିବା ୦୪/୪୬ ରୁ ୦୬/୨୫
ବାରବେଳା –ଦିବା ୦୧/୩୦ ରୁ ୦୩/୦୮
କାଳରାତ୍ରି – ସନ୍ଧ୍ୟା ୦୬/୨୫ ରୁ ୦୭/୪୭ ଓ ରାତ୍ରି ୦୩/୫୮ ରୁ ୦୫/୨୦
ଆଜିର ରାଶିଫଳ-
ମେଷ:
ଅଶ୍ୱନୀ – ସମସ୍ତ କାର୍ଯ୍ୟରେ ବିଳମ୍ବ ହେବ । ମାନସିକ ଦୁଶ୍ଚିନ୍ତା ଲାଗିରହିବ
ଦ୍ୱିଜା – ମହିଳା ମାନେ କର୍ମ ତତ୍ପର ରହିବେ
କୃତିକା – ଯାତ୍ରା ସମୟରେ ହାତ କିମ୍ବା ଗୋଡରେ ଅଘାତ ଲାଗିପାରେ
ପ୍ରତିକାର - ହନୁମାନଙ୍କର ପୂଜାର୍ଚ୍ଚନା କରନ୍ତୁ
ବୃଷ:
କୃତିକା - ଅଫିସ୍ର କୈାଣସି କାମରେ ଦୂର ସ୍ଥାନକୁ ଯାତ୍ରା କରି ପାରନ୍ତି
ରୋହିଣୀ – ନିଜର ଆବଶ୍ୟକତା ପୂରଣ କରିବା ପାଇଁ ସୂତ୍ରରେ ଅଥ ର୍ ପାଇ ପାରନ୍ତି
ମୃଗଶିରା – କର୍ମ କ୍ଷେତ୍ରରେ କୌଣସି ବ୍ୟକ୍ତିଙ୍କ ଠାରୁ ନିଜେ କରିଥିବା ଭୁଲ ଜାଣିବାକୁ ପାଇବେ
ପ୍ରତିକାର – ମା କମଳାଙ୍କର ଗାୟତ୍ରି ମନ୍ତ୍ର ପାଠ କରନ୍ତୁ
ମିଥୁନ:
ମୃଗଶିରା - ବନ୍ଧୁଙ୍କର ସାହାର୍ଯ୍ୟରେ ଅଟକି ରହିଥିବା କାମକୁ ପୁରା କରିବେ
ଆଦ୍ରା - ଲକ୍ଷ୍ୟ ପ୍ରାପ୍ତି ସଫଳ ହେବେ
ପୁନର୍ବସୁ - ବହୁ ଦିନରୁ ସମାଧାନ ହୋଇ ନପାରୁଥିବା ସମସ୍ୟା ସମାଧାନ ହୋଇ ଯିବ
ପ୍ରତିକାର – ଦର୍ତାତ୍ରେୟଙ୍କର ପୂଜା ସହିତ ମନ୍ତ୍ର ପାଠ କରନ୍ତୁ
କର୍କଟ:
ପୁନର୍ବସୁ - ଗତକାଲିର କୌଣସି ଘଟଣାକୁ ନେଇ ମନ ଚିନ୍ତିତ ରହିବ
ପୁଷ୍ୟା – ପ୍ରତ୍ୟେକ କାମରେ ପ୍ରତିବନ୍ଧକର ସାମ୍ନା କରିବେ
ଅଶ୍ଳେଷା - କଟୁକଥା କହିବା ଦ୍ୱାରା ବନ୍ଧୁଙ୍କ ସହିତ ସୁସଂପର୍କ ବ୍ୟାହାତ ହୋଇପାରେ
ପ୍ରତିକାର – ମା ଭୁନନେଶୂରୀଙ୍କର ମହାକବଚ ଧାରଣ କରନ୍ତୁ
ସିଂହ:
ମଘା – ବନ୍ଧୁଙ୍କ ସହ ଆଳାପ ଆଲୋଚନାରେ ଅଧିକ ସମୟ କଟାଇବେ
ପୂ , ଫାଲଗୁନୀ - କିଛି ନୂତନ ତଥ୍ୟ ଦେଇ ପ୍ରଂଶସିତ ହେବେ
ଉ ,ଫାଲଗୁନୀ – ମହିଳା ମାନେ ଘରକୁ ସଜାଇବାରେ ସମୟ କଟାଇବେ
ପ୍ରତିକାର – ଓଁ ହ୍ରୀଂ ହ୍ରୀଂ ରାଂ ରାମାୟ ନମଃ ଜପ କରନ୍ତୁ
କନ୍ୟା:
ଉ , ଫାଲଗୁନୀ – ଉଭୟ ପ୍ରେମ ଓ ସାଂସାରିକ ଜୀବନ ହସଖୁସିରେ କଟିବ
ହସ୍ତା – କଳା କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦିତ କରିବେ
ଚିତ୍ରା – ସମସ୍ତ ଚିନ୍ତାରୁ ମୁକ୍ତି ମିଳିବ
ପ୍ରତିକାର - ତ୍ରୀପୁରା ସୁନ୍ଦରୀଙ୍କର ମନ୍ତ୍ର ପାଠ କରନ୍ତୁ
ତୁଳା:
ଚିତ୍ରା – ଖଳଲୋକ ମାନଙ୍କ କଥାରେ ପ୍ରଭାବିତ ହୋଇ କର୍ମ କ୍ଷେତ୍ରରେ କୌଣସି ଭୁଲ୍ କାମ କରିପାରନ୍ତି
ସ୍ୱାତୀ – ଆର୍ଥିକସ୍ଥିତି ଚିନ୍ତାଜନକ ହୋଇପାରେ
ବିଶାଖା – ପରିବାରରେ ସନ୍ତାନଙ୍କର ସା୍ୱସ୍ଥ୍ୟ ସମସ୍ୟା ଚିନ୍ତା ବୃଦ୍ଧି କରିପାରେ
ପ୍ରତିକାର – ଶିବଙ୍କର ଦର୍ଶନ କରନ୍ତୁ
ବିଛା:
ବିଶାଖା – ସାଧାରଣ କଥାକୁ ଜଟିଳ ଆକାରରେ ଗ୍ରହଣ କରି ଅନେକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି
ଅନୁରାଧା – ବାଣିଜ୍ୟ ବ୍ୟବସାୟରେ ବାଧା ଉତ୍ପନ୍ନ ହୋଇପାରେ
ଜ୍ୟେଷ୍ଠା – କାର୍ଯ୍ୟ କ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ନିନ୍ଦା ମିଳିପାରେ
ପ୍ରତିକାର – ଓଁ ନୃଂ ନୃଂ ନୃଂ ନୃସିଂହାୟ ନମଃ ପାଠ କରନ୍ତୁ
ଧନୁ:
ମୂଳା – ଉଭୟ ପ୍ରେମ ଓ ପାରିବାରିକ ଜୀବନରେ ଭଲ ବୁଝାମଣା ରହିବ
ପୂ , ଷାଢା – କର୍ମ କ୍ଷେତ୍ରରେ ସାହାର୍ଯ୍ୟ ସହଯୋଗ ଲାଭ କରିବେ
ଉ , ଷାଢା – କରିଥିବା କର୍ମ ପାଇଁ ସମ୍ମାନିତ ହେବେ । ଦକ୍ଷତା ପ୍ରତିପାଦିତ କରିବେ
ପ୍ରତିକାର – ଶ୍ରୀ ରାମଙ୍କର ପୂଜାର୍ଚ୍ଚନା କରନ୍ତୁ
ମକର:
ଉ , ଷାଢା - ବିଭିିନ୍ନ ଅନୁଷ୍ଠାନ ଓ ସଂଗଠନ କ୍ଷେତ୍ରରେ ନିଜକୁ ସାମିଲ କରିବା ସହିତ ନିଜର ଦକ୍ଷତା ପ୍ରତିପାଦିତ କରିବେ
ଶ୍ରବଣା – ମଧୁର କଥା ଦ୍ୱାରା ଅନ୍ୟମାନଙ୍କୁ ଖୁସି କରିବେ
ଧନିଷ୍ଠା – ଆୟର ପରିମାଣ ଅଧିକ ହୋଇପାରେ
ପ୍ରତିକାର – କାଳିଙ୍କ ଯନ୍ତ୍ରିକା ମହା କବଚ ଧାରଣ କରନ୍ତୁ
କୁମ୍ଭ:
ଧନିଷ୍ଠା – ଆର୍ଥିକ କ୍ଷେତ୍ରରେ ଉନ୍ନତି କରିବେ । କର୍ମ କରିବା ଶୈଳିରେ ପରିବର୍ତନ ଆଣିବେ
ଶତଭିଷା – ବହୁ ଦିନର ମନସ୍କାମନା ପୂରଣ ହେବ
ପୂ , ଭାଦ୍ରପଦ – ସମ୍ପୃର୍ତ ବୃଦ୍ଧି, ଅନ୍ତର୍ନିହିତ ପ୍ରତିଭାର ବିକାଶ ଘଟିବ
ପ୍ରତିକାର – ହନୁମାନ ଚାଳିଶା ପାଠ କରନ୍ତୁ
ମୀନ:
ପୂ , ଭାଦ୍ରପଦ - ସୁଯୋଗର ସଦ୍ବ୍ୟବହାର କରି କର୍ମ କ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କର ପ୍ରିୟଭାଜନ ହେବେ
ଉ , ଭଦ୍ରପଦ - ଗତ କାଲିଠାରୁ ଚିନ୍ତା କରୁଥିବା କାମଟି ସହଜ ଓ ସୁବିଧାରେ ହୋଇଯିବ
ରେବତୀ – ବହୁ ପ୍ରତିକ୍ଷିତ ଖବର ଆଜି ପାଇବେ । ପୂର୍ବ ଯୋଜନା ଅନୁସାରେ କାମ କରିବେ
ପ୍ରତିକାର – ଶ୍ରୀ ବିଷ୍ଣୁଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
(ଜ୍ୟୋତିର୍ବିଦ୍ ଇଞ୍ଜିନିୟର ଦୀପକ ଆଚାର୍ଯ୍ୟ, ମୋ-୯୪୩୯୦୫୦୦୯୯, ୯୨୩୮୩୯୭୧୦୦)