Daily Horoscope 14th June 2022: ଆଜି ଏହି ରାଶିର ବ୍ୟକ୍ତିଙ୍କୁ ମିଳିପାରେ ଶୁଭ ସମ୍ୱାଦ

ସୈାର ବୃଷ ମାସ ଜ୍ୟେଷ୍ଠ ଶୁକ୍ଲପକ୍ଷ । ଇଂରାଜୀରେ ୧୪ ତାରିଖ ମଙ୍ଗଳବାର, ତିଥି – ପୂର୍ଣ୍ଣିମା ସନ୍ଧ୍ୟା ୦୫/୨୧ ଗତେ ପ୍ରତିପଦ, ଚନ୍ଦ୍ର - ବିଛା ସନ୍ଧ୍ୟା ୦୬/୩୨ ଗତେ ଧନୁ, ଘାତ ଚନ୍ଦ୍ର- ସନ୍ଧ୍ୟା ୦୬/୩୨ ଗତେ ତୁଳା, କୁମ୍ଭ ରାଶିର ଘାତ ବାର - ମକର ରାଶିର ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ ଗତେ ୧ ପାଦ - କୃଷିହାନି, ଭୂମିଦାନ ।

daily horoscope

ଶୁଭ ସମୟ:-ପ୍ରାତଃ ୦୭/୧୧ ରୁ ୦୬/୫୦, ଦିବା ୦୯/୩୫ ରୁ ୧୨/୧୩, ସନ୍ଧ୍ୟା ୦୪/୪୩ ରୁ ୦୫/୨୯, ରାତ୍ରି ୦୯/୦୪ ରୁ ୦୨/୦୫,ରାତ୍ରି ୧୨/୦୮ ରୁ ୦୨/୧୮

ଅଶୁଭ ସମୟ:-ରାହୁକାଳ- ଦିବା ୦୩/୦୪ ରୁ ୦୪/୪୩, କାଳବେଳା- ଦିବା ୦୧/୨୫ ରୁ ୦୩/୦୪, ବାରବେଳା – ପ୍ରାତଃ ୦୬/୫୦ ରୁ ୦୭/୨୯, କାଳରାତ୍ରି- ରାତ୍ରି ୦୭/୪୩ ରୁ ୦୯/୦୪

ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ ଓ କ'ଣ ରହିଛି ଆପଣଙ୍କ ରାଶିରେ..

ମେଷ:- 

ପ୍ରତିକାର - ନିଷ୍ଠାପର ଭାବେ ମହାଦେବଙ୍କ ପୂଜା କରନ୍ତୁ

ବୃଷ:-

ପ୍ରତିକାର – ପ୍ରତିଦିନ ହନୁମାନ ଚାଳିଶା ପାଠ କରନ୍ତୁ

ମିଥୁନ:-

ପ୍ରତିକାର –ତ୍ରିପୁରା ସୁନ୍ଦରୀଙ୍କର ପୂଜା ସହିତ ମନ୍ତ୍ର ପାଠ କରନ୍ତୁ ।

କର୍କଟ:-

ପ୍ରତିକାର – ୫ଟି ଶନିବାର କରି ଶନି ମେଳା କରନ୍ତୁ

ସିଂହ:-

ପ୍ରତିକାର – ଓଁ ହ୍ରୀଂ ହ୍ରୀଂ ରାଂ ରାମାୟ ନମଃ ଜପ କରନ୍ତୁ

କନ୍ୟା:-

ପ୍ରତିକାର - ତୁଳସୀ ଚଉରା ମୂଳେ ଜଳ ଅର୍ପଣ କରନ୍ତୁ

ତୁଳା :-

ପ୍ରତିକାର – ଧଳା ବା ନୀଳ ରଙ୍ଗର ପୋଷାକ ପରିଧାନ କରନ୍ତୁ

ବିଛା:-

ପ୍ରତିକାର – ସୋମବାର ଦିନ ବିଦ୍ଧି ପୂର୍ବକ ଶିବ ପୂଜା କରନ୍ତୁ

ଧନୁ:-

ପ୍ରତିକାର – ଶନିପୂଜା ନିତ୍ୟାନ୍ତ ଆବଶ୍ୟକ

ମକର:-

ପ୍ରତିକାର – ହନୁମାନଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ ।

କୁମ୍ଭ:-

ପ୍ରତିକାର – ନାଲି ପୋଷାକ ବ୍ୟବହାର କରନ୍ତୁ

ମୀନ :-

ପ୍ରତିକାର – ସୂର୍ଯ୍ୟ ନାରାୟଣଙ୍କୁ ଜଳ ପ୍ରଦାନ କରନ୍ତୁ

(ଜ୍ୟୋତିର୍ବିଦ୍‌ ଇଞ୍ଜିନିୟର ଦୀପକ ଆଚାର୍ଯ୍ୟ)