Daily Horoscope 14th July 2022: ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ..

ସୈାର ମିଥୁନ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୧୪ ତାରିଖ ଗୁରୁବାର । ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...

horoscope

News Summary

ଜାଣନ୍ତୁ ଆଜିର ରାଶିଫଳ

ସୈାର ମିଥୁନ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୧୪ ତାରିଖ ଗୁରୁବାର । ତିଥି – ପ୍ରତିପଦ ରାତ୍ରି ୦୮/୧୬ ଗତେ ୨ୟା,ଚନ୍ଦ୍ର – ମକର ଅହୋରାତ୍ର । ଘାତ ଚନ୍ଦ୍ର- ସିଂହ ରାଶିର ଅହୋରାତ୍ର । ଘାତ ବାର – ତୁଳା ଓ କୁମ୍ଭ ରାଶିର । ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ, ୧ ପାଦ - କୁଟୁମ୍ଭହାନି- ତିଳକାଞନ ଦାନ ରାତ୍ରି ୦୮/୧୬ ଗତେ ୨ ପାଦ -ପଶୁ ଓ ବଂଶହାନି - ଅନ୍ନ ଓ ତିଳକାଞନ ଦାନ ରାତ୍ରି ୦୮/୧୮ ଗତେ ୧ ପାଦ ପଶୁ ସମ୍ପଦ ନାଶ- ଅନ୍ନ ଦାନ ।

ଶୁଭ ସମୟ-

ପ୍ରାତଃ ୦୫/୧୯ ରୁ ୦୬/୧୧

ଦିବା ୦୯/୩୧ ରୁ ୧୧/୨୬

ସନ୍ଧ୍ୟା ୦୭/୦୯ ରୁ ୦୯/୧୯

ରାତ୍ରି ୦୧/୧୪ ରୁ ୦୨/୨୫

ରାତ୍ରି ୦୩/୫୨ ରୁ ୦୫/୧୯

ଅଶୁଭ ସମୟ-

ଋାହୁକାଳ - ଦିବା ୦୧/୩୦ ରୁ ୦୩/୦୮

କାଳବେଳା - ଦିବା ୦୩/୦୮ ରୁ ୦୪/୪୭

ବାରବେଳା –ଦିବା ୦୭/୪୭ ରୁ ୦୬/୨୫

କାଳରାତ୍ରି - ରାତ୍ରି ୧୧/୫୨ ରୁ ୦୧/୧୪

ଆଜିର ରାଶିଫଳ-

ମେଷ:

ଅଶ୍ୱନୀ – କର୍ମକ୍ଷେତ୍ରରେ ସଫଳତା ପାଇବେ ଓ ବ୍ୟବସାୟୀ ମାନେ ନୂତନ ବ୍ୟବସାୟ ଆରମ୍ଭ କରିବେ

ଦ୍ୱିଜା – ନୂତନ ବନ୍ଧୁ ସଂପର୍କ ଯୋଡିବା ପାଇ ଚେଷ୍ଟା କରିବେ

କୃତିକା – ଦୂରସ୍ଥାନକୁ ଯାତ୍ରା କରିପାରନ୍ତି

ପ୍ରତିକାର - ଗୋ ମାତାଙ୍କୁ ଖାଇବାକୁ ଦିଅନ୍ତୁ

ବୃଷ:

କୃତିକା - ପିତାଙ୍କ ସହ ସଂପର୍କରେ ହାନି ଘଟିପାରେ

ରୋହିଣୀ – ଆଜି ଯେଉଁଠି ଯାହା କହିବେ କରିପାରିବେ ନାହିଁ

ମୃଗଶିରା – ଅନ୍ୟ ମାନଙ୍କ କଥାରେ ମୁଣ୍ଡ ପୁରାଇ ଅଜଥାରେ ସମାଲୋଚିତ ହେବେ

ପ୍ରତିକାର – ଶୁକ୍ରଙ୍କର ଗାୟତ୍ରି ମନ୍ତ୍ର ପାଠ କରନ୍ତୁ

ମିଥୁନ:

ମୃଗଶିରା - ଉଦ୍ୟମରେ ଅହେତୁକ ବାଧାବିଘ୍ନ ଦେଇ ଗତି କରିପାରନ୍ତି

ଆଦ୍ରା - ଆପଣଙ୍କ ବ୍ୟବହାର ଅନ୍ୟମାନଙ୍କୁ ଆଘାତ ଦେଇପାରେ

ପୁନର୍ବସୁ - ଇଛାନଥିଲେ ବି ମଧ୍ୟ ପରିସ୍ଥିତିରେ ପଡି ଖର୍ଚ୍ଚାନ୍ତ ହେବେ

ପ୍ରତିକାର – ସକାଳୁ ଛୋଟ ପିଲାଙ୍କୁ କିଛି ପିଜୁଳି ଖାଇବାକୁ ଦିଅନ୍ତୁ

କର୍କଟ:

ପୁନର୍ବସୁ - କର୍ମକ୍ଷେତ୍ରରେ ଆଲୋଚନା ମାଧ୍ୟମରେ ସମସ୍ୟା ସମାଧାନ କରିବେ

ପୁଷ୍ୟା – ମହିଳା ମାନେ ଘରଭିତରର କାମ ଭଲରେ ଲିଭାଇବେ

ଅଶ୍ଳେଷା - ପ୍ୱର୍ବରୁ ଥିବା ଅଭାବ ଅନଟନ ଦୂର ହେବ

ପ୍ରତିକାର –– ଧଳା ରଙ୍ଗର ପୋଷାକ ବ୍ୟବହାର କରନ୍ତୁ

ସିଂହ:

ମଘା – ଭାଙ୍ଗିଯାଇଥିବା ସପଂର୍କ ପୁନର୍ବାର ଯୋଡି ହୋଇପାରେ

ପୂ , ଫାଲଗୁନୀ - ପୁରାତନ ରୋଗରୁ ଉପଶମ ପାଇବେ

ଉ ,ଫାଲଗୁନୀ – ବିବାହ ଆଶାୟୀ ଯୁବକ ଯୁବତୀ ମାନଙ୍କ ପାଇଁ ସ୍ତିରିକୃତ ହୋଇପାରେ

ପ୍ରତିକାର – ବିଷ୍ଣୁଙ୍କୁ ଲାଲ ମନ୍ଦାର ଦେଇ ଦିନଟି ଆରମ୍ଭ କରନ୍ତୁ

କନ୍ୟା:

ଉ , ଫାଲଗୁନୀ – କର୍ମ କ୍ଷେତ୍ରରେ ଉପରିସ୍ଥ କର୍ମଚାରୀ ମାନଙ୍କ ସହିତ କିଛି ବାଦ ବିବାଦ ଉପୁଜି ପାରେ

ହସ୍ତା – ନୂତନ ଯୋନଜାକୁ କର୍ଯ୍ୟକରୀ କରନ୍ତୁ ନାହିଁ

ଚିତ୍ରା – ପରିବାର ଭିତରେ କୈାଣସି କଥାକୁ ନେଇ ମତାନ୍ତର ସୃଷ୍ଟି ହୋଇପାରେ

ପ୍ରତିକାର - ନୀଳ ରଙ୍ଗର ପୋଷାକ ବ୍ୟବହାର କରନ୍ତୁ

ତୁଳା:

ଚିତ୍ରା – ଆକର୍ଷିକ ଭାବେ ଦୂରସା୍ଥନକୁ ଯାତ୍ରା କରିପାରନ୍ତି

ସ୍ୱାତୀ – ମହିଳା ମାନେ କରିଥିବା ଆଶା ପୂରଣ ହୋଇପାରେ

ବିଶାଖା – ବ୍ୟବସାୟୀ ମାନେ ଆଜି ବ୍ୟବସାୟରେ ଲାଭାଂଶ କମାଇବେ

ପ୍ରତିକାର – ପର୍ଶୁରାମ ଫଟକୁ ପୂଜାର୍ଚ୍ଚନା କରନ୍ତୁ

ବିଛା:

ବିଶାଖା – ଯାତ୍ରା ଓ ଭ୍ରମଣରେ ସଫଳତା ଲାଭ କରିବେ

ଅନୁରାଧା – ସାମାଜିକ ସ୍ତରରେ ପ୍ରତିଷ୍ଠା ଲାଭ ପାଇବେ

ଜ୍ୟେଷ୍ଠା – ଦେବାଦେବୀଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ

ପ୍ରତିକାର – ସୂର୍ଯ୍ୟ ଦେବତାଙ୍କୁ ନାଲି ମନ୍ଦାର ଅର୍ପଣ କରନ୍ତୁ

ଧନୁ:

ମୂଳା – ଅତ୍ୟଧିକ ଜିଦ୍ ଯୋଗୁଁ କୈାଣସି କାର୍ଯ୍ୟରେ ଅସଫଳତା ପାଇ ପାରନ୍ତି

ପୂ , ଷାଢା – ଅଯଥା ଖର୍ଚ୍ଚ ବୃଦ୍ଧି ହୋଇପାରେ

ଉ , ଷାଢା – ପରିବାରରେ ଗୁରୁଜନଙ୍କ ସା୍ୱସ୍ଥ୍ୟକୁ ନେଇ ଚିନ୍ତା କରିପାରନ୍ତି ।

ପ୍ରତିକାର – ତାରାଙ୍କର ପୂଜାର୍ଚ୍ଚନା କରନ୍ତୁ

ମକର:

ଉ , ଷାଢା - କର୍ମକ୍ଷେତ୍ରରେ କିଛି ଏଭଳି କାମ କରିବେ ଯାହା ଦ୍ୱାରା ପ୍ରଂଶସା ପାଇବେ

ଶ୍ରବଣା – ଯେତେ ଚେଷ୍ଟା କରିଲେ ମଧ୍ୟ ଅନ୍ୟ ମାନେ ଆପଣଙ୍କର କ୍ଷତି କରିପାରିବେ ନାହିଁ ।

ଧନିଷ୍ଠା – କର୍ମକ୍ଷେତ୍ରରେ ନୂତନ କର୍ମ ନିଯୁକ୍ତିର ସମ୍ଭାବନା ଅଧିକ ରହିଛି

ପ୍ରତିକାର – ମା ଶାରଳାଙ୍କ ଆରଧନା କରନ୍ତୁ

କୁମ୍ଭ:

ଧନିଷ୍ଠା – ଯେ କୈାଣସି ସମସ୍ୟାର ସମାଧାନ କରିବେ । ଅନ୍ୟମାନେ ସାହାଯ୍ୟ ସହଯୋଗର ହାତ ବଢାଇବେ ।

ଶତଭିଷା – ଘର ଓ ଦୋକାନରେ ଲାଗିରହିଥିବା ସମସ୍ୟାର ସମାଧାନ କରିବେ ।

ପୂ , ଭାଦ୍ରପଦ – କର୍ମକ୍ଷେତ୍ରରେ ନିଜର ମନ ଅନୁଯାୟୀ କର୍ମ କରିବେ

ପ୍ରତିକାର – ସବୁଜ ରଙ୍ଗର ପୋଷାକ ବ୍ୟବହାର କରନ୍ତୁ

ମୀନ:

ପୂ , ଭାଦ୍ରପଦ - ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସହଯେ ମିଳିବ । ନିଜ କାର୍ଯ୍ୟ ପାଇଁ ପ୍ରଂଶସିତ ହେବେ

ଉ , ଭଦ୍ରପଦ - ବ୍ୟବସାୟରେ ଧନଲାଭର ସୁଯୋଗ ରହିଛି

ରେବତୀ – ରୋଜଗାର ବୃଦ୍ଧି ଅନ୍ୟର ସହଯୋଗ ମିଳିବ

ପ୍ରତିକାର – ଶ୍ରୀ କୃଷ୍ଣଙ୍କର ପୂଜାର୍ଚ୍ଚନା କରନ୍ତୁ

(ଜ୍ୟୋତିର୍ବିଦ୍‌ ଇଞ୍ଜିନିୟର ଦୀପକ ଆଚାର୍ଯ୍ୟ, ମୋ-୯୪୩୯୦୫୦୦୯୯, ୯୨୩୮୩୯୭୧୦୦)