Daily Horoscope 13th August 2022: ଏହି ରାଶିର ବ୍ୟକ୍ତି ଯାତ୍ରା ସମୟରେ ସତର୍କ ରୁହନ୍ତୁ

ସୌର କର୍କଟ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୧୩ ତାରିଖ ଶନିବାର। ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...

Daily Horoscope

ସୌର କର୍କଟ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୧୩ ତାରିଖ ଶନିବାର, ତିଥି –  ୨ ୟା ରାତ୍ରି ୧୨/୫୩ ଗତେ ୩ୟା  ଚନ୍ଦ୍ର   – କୁମ୍ଭ ଅହୋରାତ୍ର ଘାତ ଚନ୍ଦ୍ର-  ମିଥୁନ ଓ ମୀନ ରାଶିର ଅହୋରାତ୍ର ଘାତ ବାର – ବୃଷ, ସିଂହ ଓ କନ୍ୟା ରାଶିର ପୁଷ୍କର ଦୋଷ -  ୨ ପାଦ -କୃଷି ଓ ପଶୁହାନି – ଭୂମି ଓ ଅନ୍ନଦାନ ରାତ୍ରି ୧୧/୨୯ ଗତେ ୩ ପାଦ- କୃଷି ଓ ପଶୁହାନି –ଭୂମି , ଅନ୍ନ ଓ ତିଳକାଞନ ଦାନ ରାତ୍ରି ୧୨/୫୩ ଗତେ ୨ ପାଦ-କୃଷି -ବଂଶହାନି - ଭୂମି ଓ ତିଳକାଞନ ଦାନ

ଶୁଭ ସମୟ-     
ଦିବା ୧୦/୧୬ ରୁ  ୦୧/୦୭
ରାତ୍ରି ୦୮/୨୮ ରୁ ୧୦/୪୩
ରାତ୍ରି ୧୨/୧୪ ରୁ ୦୧/୪୪
ରାତ୍ରି ୦୨/୨୯ ରୁ ୦୩/୫୯

ଅଶୁଭ ସମୟ-
ଋାହୁକାଳ - ଦିବା ୦୮/୪୦ ରୁ ୧୦/୧୬
କାଳବେଳା - ପ୍ରାତଃ ୦୫/୨୯ ରୁ ୦୭/୦୫ ଓ ଦିବା ୦୪/୩୭ ରୁ ୦୬/୧୩ 
ବାରବେଳା – ଦିବା ୦୧/୧୬ ରୁ ୦୩/୦୨
କାଳରାତ୍ରି - ସନ୍ଧ୍ୟା ୦୬/୧୩ ରୁ ୦୭/୩୭ ଓ ରାତ୍ରି ୦୪/୦୫ ରୁ ୦୫/୩୦

ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...

ମେଷ: 
ଅଶ୍ୱନୀ –ପୂର୍ବ ବ୍ୟବସାୟ ଚୁକ୍ତିରୁ ଆପଣଙ୍କୁ ଅଚାନକ ଲାଭ ହେବ
ଦ୍ୱିଜା –ଆପଣଙ୍କ କାମରେ ଅନ୍ୟମାନଙ୍କୁ ଖୁସି କରିପାରିବେ
କୃତିକା – ସବୁ ପ୍ରକାର ପରିସ୍ଥିତିକୁ ମୁକାବିଲା  କରିବା ପାଇଁ ପ୍ରସ୍ତୁତ ରୁହନ୍ତୁ
ପ୍ରତିକାର -  ହନୁମାନଙ୍କର ଆରାଧନା କରନ୍ତୁ 

ବୃଷ: 
କୃତିକା  - ବନ୍ଧୁଙ୍କ ସହ ଆଳାପ ଆଲୋଚନାରେ ଅଧିକ ସମୟ କଟାଇବେ
ରୋହିଣୀ – ମହିଳାଙ୍କ ଭାଗ୍ୟ  ଉଜ୍ଜ୍ୱଳ ହୋଇପାରେ
ମୃଗଶିରା –ପୂର୍ବ ଯୋଜନା ଅନୁସାରେ କାମ କରିବେ
ପ୍ରତିକାର – ମା’ ଲକ୍ଷ୍ମୀଙ୍କର ପୂଜାର୍ଚ୍ଚନା କରନ୍ତୁ 

ମିଥୁନ: 
ମୃଗଶିରା -ନିଜ ପରିବାର ସହିତ ଭ୍ରମଣ ଯୋଗ ରହିଛି
ଆଦ୍ରା -  ବିବାଦୀୟ ଘଟଣାରେ ବିଜୟ ଲାଭ କରିବେ
ପୁନର୍ବସୁ - କର୍ମକ୍ଷେତ୍ରରେ  ନୂତନ ଦାୟିତ୍ୱ ଗ୍ରହଣ କରିପାରନ୍ତି 
ପ୍ରତିକାର – ବିଷ୍ଣୁଙ୍କର ସହସ୍ର ନାମ ପାଠ କରନ୍ତୁ 

କର୍କଟ: 
ପୁନର୍ବସୁ -  ପରିଶ୍ରମ ତୁଳନାରେ କମ୍ ଫଳ ପାଇବେ
ପୁଷ୍ୟା –  ପରିସ୍ଥିିତିରେ ପଡ଼ି ଅଧିକ ଟଙ୍କା ଖର୍ଚ୍ଚ କରିବେ
ଅଶ୍ଳେଷା -  ଭାତୃ ମଧ୍ୟରେ ମନମାଳିନ୍ୟ ହୋଇପାରେ
ପ୍ରତିକାର – ଚନ୍ଦ୍ରଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ 

ସିଂହ: 
ମଘା – ପଛ କଥା ନଭାବି ବର୍ତ୍ତମାନ ପରିସ୍ଥିତିକୁ ସାମ୍ନା କରିବେ
ପୂ , ଫାଲଗୁନୀ -  ଭଲକଥା କହି ବନ୍ଧୁଙ୍କ ମନରେ ବିଶ୍ୱାସ ଆଣିବେ
ଉ ,ଫାଲଗୁନୀ – କର୍ମ କ୍ଷେତ୍ରରେ ନୂତନ ଦାୟିତ୍ୱ ନେବେ
ପ୍ରତିକାର – ସୂର୍ଯ୍ୟକୁ ଜଳଦାନ କରି ଦିନ ଆରମ୍ଭ କରନ୍ତୁ

କନ୍ୟା: 
ଉ , ଫାଲଗୁନୀ – କର୍ମ ପାଇଁ ସମ୍ମାନିତ ଦକ୍ଷତା ପ୍ରତିପାଦିତ ହେବେ
ହସ୍ତା – ଛାତ୍ରଛାତ୍ରୀମାନେ ପାଠପଢ଼ାରେ ଭଲ ସଫଳତା ଆଣିବେ 
ଚିତ୍ରା – ରାଜନୀତି କ୍ଷେତ୍ରରେ କିଛି ପଦପଦବୀ ପ୍ରାପ୍ତ ହୋଇପାରେ
ପ୍ରତିକାର -  ସବୁଜ ରଙ୍ଗର ପୋଷାକ ପିନ୍ଧନ୍ତୁ

ତୁଳା: 
ଚିତ୍ରା - ମଧୁର କଥା ଦ୍ୱାରା ଅନ୍ୟମାନଙ୍କୁ ଖୁସି କରିବେ
ସ୍ୱାତୀ – ନିଦ୍ଧିଷ୍ଟ କାର୍ଯ୍ୟରେ କୃତକାର୍ଯ୍ୟ ହେବେ
ବିଶାଖା - ବାହାରକୁ ବୁଲି ଯିବାର ଯୋଜନା କରିପାରନ୍ତି
ପ୍ରତିକାର – ଗାଈକୁ ଖାଇବାକୁ ଦେଇ ଦିନ ଆରମ୍ଭ କରନ୍ତୁ

ବିଛା: 
ବିଶାଖା – ଅବହେଳା କରିଥିବା କାର୍ଯ୍ୟ ପାଇଁ ଅନୁତାପ କରିବେ
ଅନୁରାଧା –ପରିବାର  ଭିତରେ ତିକ୍ତତା ଭାବ ସୃଷ୍ଟି ହୋଇପାରେ
ଜ୍ୟେଷ୍ଠା  – ଯାତ୍ରା ସମୟରେ ହାତ କିମ୍ବା ଗୋଡ଼ରେ ଅଘାତ ଲାଗିପାରେ
ପ୍ରତିକାର – ମା’ ଚର୍ଚ୍ଚିକାଙ୍କ ପୂଜା  ପାଠ  କରନ୍ତୁ

ଧନୁ: 
ମୂଳା –ଯାନବାହନ,ବ୍ୟବସାୟରେ ସଫଳତା ଲାଭ କରିବେ
ପୂ , ଷାଢା – ମିତ୍ରତା ବନ୍ଧନରେ ଆବଦ୍ଧ ହୋଇ ପାରନ୍ତି
ଉ , ଷାଢା – ବିଶ୍ୱାସ ସହ ଆଗକୁ ମାଡ଼ି ଚାଲିବେ
ପ୍ରତିକାର – ଶ୍ରୀ ରାମ ରକ୍ଷା ସ୍ତୋତ୍ର ପାଠ କରନ୍ତୁ 

ମକର: 
ଉ , ଷାଢା -  ଧାରକରଜ ସୂତ୍ରରେ ଅର୍ଥ ଲାଭ କରି ପାରନ୍ତି
ଶ୍ରବଣା - ଅନୁଷ୍ଟାନ ଓ ସଂଗଠନ କ୍ଷେତ୍ରରେ ନିଜକୁ ସାମିଲ କରିବେ
ଧନିଷ୍ଠା – ବିବାଦୀୟ ଘଟଣାରେ ବିଜୟ ଲାଭ କରିପାରନ୍ତି 
ପ୍ରତିକାର – ଗୁରୁଜନମାନଙ୍କୁ ପ୍ରଣାମ କରନ୍ତୁ

କୁମ୍ଭ: 
ଧନିଷ୍ଠା – କୋର୍ଟ କଚେରୀରେ ରାୟ ଆପଣଙ୍କ ସପୋର୍ଟରେ ଆସିପାରେ 
ଶତଭିଷା – ମହିଳାମାନଙ୍କର ମିଷ୍ଠାନ ଲାଭରୁ ମନ ଖୁସିରହିବ
ପୂ , ଭାଦ୍ରପଦ  – ମାଙ୍ଗଳିକ ଆୟୋଜନର ରୂପରେଖ ପ୍ରସ୍ତୁତ କରିପାରନ୍ତି
ପ୍ରତିକାର – କୌଣସି ଅସହାୟ ବ୍ୟକ୍ତିଙ୍କୁ ସାହାଯ୍ୟ କରନ୍ତୁ

ମୀନ: 
ପୂ , ଭାଦ୍ରପଦ - କର୍ମକ୍ଷେତ୍ରରେ କୌଣସି ଭୁଲ୍ କାମ କରିପାରନ୍ତି
ଉ , ଭଦ୍ରପଦ -ପରିବାର  ଭିତରେ ତିକ୍ତତା ଭାବ ସୃଷ୍ଟି ହୋଇପାରେ
ରେବତୀ –ପରିହାସ  ଯୁକ୍ତ କଥା କହିବା କାରଣରୁ କର୍ମ କ୍ଷେତ୍ରରେ ସମସ୍ୟା ସୃଷ୍ଟି ହୋଇପାରେ
ପ୍ରତିକାର – ମା’ ତାରାଙ୍କର ମନ୍ତ୍ର ପାଠ କରନ୍ତୁ 

ଜ୍ୟୋତିର୍ବିଦ ଇଂ ଦୀପକ ଆଚାର୍ଯ୍ୟ, ଫୋନ୍: 0674-3527219,9238397100