ସୌର ବୃଷ ମାସ ଜ୍ୟେଷ୍ଠ ଶୁକ୍ଲପକ୍ଷ । ଇଂରାଜୀରେ ୧୧ ତାରିଖ, ଶନିବାର। ତିଥି – ୧୧ଶ୍ରୀ ପ୍ରାତଃ ୦୨/୦୪/୪୫ ଗତେ ୧୨ ଶୀ, ଚନ୍ଦ୍ର - ତୁଳା ଅହୋରାତ୍ର, ଘାତ ଚନ୍ଦ୍ର- ନାସ୍ତି, ଘାତ ବାର - ବୃଷ,ସିଂହ, କନ୍ୟା ରାଶିର ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ, ଦିବା ୧ ପାଦ - କୃଷିହାନି- ଭୂମିଦାନ ପ୍ରାତଃ ୦୨/୦୪/୪୫ ଗତେ ୨ ପାଦ - କୃଷି ଓ ପଶୁହାନି ରାତ୍ରି ୦୨/୦୪/୧୨ ଗତେ ୩ ପାଦ - ବଂଶହାନି- ଅନ୍ନ ତିଳକାଞନ ଦାନ ।
ଶୁଭ ସମୟ- ଦିବା ୧୦/୦୭/୩୦ ରୁ ୧୨/୧୨/୪୨, ଦିବା ୦୩/୦୪/୦୧ ରୁ ୦୩/୪୩/୩୩, ରାତ୍ରି ୦୭/୪୨/୫୨ ରୁ ୦୭/୪୮/୧୭, ରାତ୍ରି ୧୧/୨୪/୪୪ ରୁ ୦୧/୩୪/୩୭, ରାତ୍ରି ୦୩/୦୧/୧୨ ରୁ ୦୩/୪୯/୫୪
ଅଶୁଭ ସମୟ- ରାହୁ କାଳ- ଦିବା ୦୮/୨୮/୪୦ ରୁ ୧୦/୦୭/୩୦, କାଳ ବେଳା- ଦିବା ୦୪/୪୨/୫୨ ରୁ ୦୬/୨୧/୪୨, ବାର ବେଳା – ଦିବା ୦୧/୨୫/୧୧ ରୁ ୦୩/୦୪/୦୧, କାଳ ରାତ୍ରି- ରାତ୍ରି ୦୩/୪୯/୫୪ ରୁ ୦୫/୧୧/୦୪
ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ୍ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...
ମେଷ...
ଅଶ୍ୱନୀ – ଆଶା ଓ ଆକାଂକ୍ଷାକୁ ପୂରଣ କରିବାରେ ସମର୍ଥ ହେବେ
ଦ୍ୱିଜା – ମଧ୍ୟାହ୍ନ ପରେ ଆପଣ ଭଲ ଅନୁଭବ କରିବେ
କୃତିକା – ଆଲୋଚନାରେ ନିଜକୁ ସାମିଲ କରିବେ
ପ୍ରତିକାର - ସୂର୍ଯ୍ୟ ଦେବତାଙ୍କୁ ମନ୍ଦାର ଫୁଲ ଅର୍ପଣ କରନ୍ତୁ
ବୃଷ...
କୃତିକା- ପ୍ରତ୍ୟେକ କ୍ଷେତ୍ରରେ ଉପସ୍ଥିତ ବୁଦ୍ଧି ଓ କୂଟନୀତି ପ୍ରୟୋଗ କରି କାମ ହାସଲ କରିବେ
ରୋହିଣୀ – ମାଲିମକଦ୍ଦମାର ସମାଧାନ ହେବାର ସମ୍ଭାବନା ସୃଷ୍ଟି ହୋଇପାରେ
ମୃଗଶିରା – କ୍ରୀଡା କଳା ଓ ସାହିତ୍ୟ କ୍ଷେତ୍ରରେ ପ୍ରଶଂସିତ ହେବେ
ପ୍ରତିକାର – ଦେବୀ ମନ୍ଦିରରେ ଅରୁଆ ଚାଉଳ ଦାନ କରନ୍ତୁ
ମିଥୁନ...
ମୃଗଶିରା- ବନ୍ଧୁ ବିଚ୍ଛେଦ ଜନିତ ମନସ୍ଥାପ କରିପାରନ୍ତି
ଆଦ୍ରା- କାର୍ଯ୍ୟ ଆରମ୍ଭରେ ପ୍ରତିବନ୍ଧକ ଆସିପାରେ
ପୁନର୍ବସୁ - ପକେଟ ମାର ଜନିତ ଧନହାନି ଘଟିପାରେ
ପ୍ରତିକାର – ନିଜର ଖାଇବାର କିଛି ଅଂଶ ଗାଈକୁ ଖାଇବାକୁ ଦିଅନ୍ତୁ
କର୍କଟ...
ପୁନର୍ବସୁ - ଦୁଃସାହସିକ ପଦକ୍ଷପ ନେଇ ରାଜନୀତିରେ ସଫଳତା ପାଇବେ
ପୁଷ୍ୟା – ଘରକୁ ସଜାଇବାରେ ସମୟ କଟାଇବେ
ଅଶ୍ଳେଷା - କର୍ମ କରିବା ଶୈଳୀରେ ପରିବର୍ତ୍ତନ ଆଣିବେ
ପ୍ରତିକାର – ବରଗଛ ମୂଳରେ କ୍ଷୀର ଢାଳି ଦିନ ଆରମ୍ଭ କରନ୍ତୁ
ସିଂହ...
ମଘା – ବନ୍ଧୁଙ୍କ ସହିତ ମିଶି କିଛି ନୂତନ ଯୋଜନା ପାରନ୍ତି
ପୂ , ଫାଲଗୁନୀ - କର୍ମକ୍ଷେତ୍ରରେ ନିଜର ମନ ଅନୁଯାୟୀ କର୍ମ କରିବେ
ଉ ,ଫାଲଗୁନୀ – ଜୀବନସାଥୀ ଠାରୁ ଖୁସି ପାଇବେ
ପ୍ରତିକାର – ଶ୍ରୀ ରାମଙ୍କୁ ପୂଜା କରନ୍ତୁ
କନ୍ୟା...
ଉ , ଫାଲଗୁନୀ - ବିନା ସ୍ୱାର୍ଥରେ ଅନ୍ୟର ସହାୟତା କରି ଖୁସି ଅନୁଭବ କରିବେ
ହସ୍ତା - ପରୀକ୍ଷାରେ ସଫଳତା ଲାଭ କରିବେ
ଚିତ୍ରା – ପଡୋଶୀଙ୍କର ଉଦାରତାରୁ ଆଶ୍ୱସ୍ତି ଲାଭ କରିବ
ପ୍ରତିକାର - ବୁଧଙ୍କର ମନ୍ତ୍ର ପାଠ କରନ୍ତୁ
ତୁଳା...
ଚିତ୍ରା – ପରୋକ୍ଷ ଶତ୍ରୁତା ଲାଗି ରହିବ
ସ୍ୱାତୀ –ସୃଜନଶୀଳତା ଓ ଧର୍ମପ୍ରାପ୍ତିରେ ବାଧା ଆସିପାରେ
ବିଶାଖା – ପରିକଳ୍ପିତ କାମରେ ପ୍ରତିବନ୍ଧକଯୁକ୍ତ ରହିବ
ପ୍ରତିକାର – ଶ୍ରୀ ଭାର୍ଗବୀଙ୍କ ଫଟୋକୁ ପୂଜା କରନ୍ତୁ
ବିଛା...
ବିଶାଖା - ଯାନବାହାନ, ଗୃହ, ଭୂମି ଲାଭ ହୋଇପାରେ
ଅନୁରାଧା - ଖବରଦାତା, ଆଇନଜୀବୀ ବିଶେଷ ଉପକୃତ ହେବେ
ଜ୍ୟେଷ୍ଠା – ଯାନ୍ତ୍ରିକ ଶିଳ୍ପରେ ଲାଭବାନ ହେତୁ ଖୁସି ରହିବେ
ପ୍ରତିକାର – ମା ମଙ୍ଗଳାଙ୍କର ମନ୍ତ୍ର ପାଠ କରନ୍ତୁ ।
ଧନୁ...
ମୂଳା – ବିବାଦରେ ବିଜୟ ଲାଭରୁ ମନୋବଳ ବୃଦ୍ଧି ପାଇବ
ପୂ , ଷାଢା –ମୂଲ୍ୟବାନ ଧାତୁ, ଅଳଙ୍କାର କ୍ରୟ କରି ଖୁସି ରହିବେ
ଉ , ଷାଢା – ନିଜର ଲକ୍ଷ ହାସଲ କରିବାରେ ସମର୍ଥ ହେବେ
ପ୍ରତିକାର –ଶ୍ରୀ ବାମନଙ୍କ ବିଗ୍ରହକୁ ପୂଜା କରନ୍ତୁ
ମକର...
ଉ , ଷାଢା - ସାହାଯ୍ୟ ସହଯୋଗ ମାଧ୍ୟମରେ ଯଶ ସମ୍ମାନର ଅଧିକାରୀ ହେବେ
ଶ୍ରବଣା – ଆଶା ଅଭିଳାଷା ପୂରଣ ହୋଇପାରେ
ଧନିଷ୍ଠା – ବ୍ୟବସାୟ କ୍ଷେତ୍ରରେ ଉନ୍ନତି ଘଟିବ
ପ୍ରତିକାର – ଶନିଦେବଙ୍କର ପୂଜାର୍ଚ୍ଚନା କରନ୍ତୁ
କୁମ୍ଭ...
ଧନିଷ୍ଠା - ମନୋରଞ୍ଜନ କାର୍ଯ୍ୟରେ ଅଶାନ୍ତି ଉପୁଜିବ
ଶତଭିଷା – ପରିବାର ଭିତରେ ଅଶାନ୍ତି ଓ ଭୁଲ ବୁଝାବଣା ହୋଇପାରେ
ପୂ , ଭାଦ୍ରପଦ – ସଡକ ଦୁର୍ଘଟଣାର ସମ୍ଭାବନା ରହିଛି
ପ୍ରତିକାର – ୭ଟି ଗୋଲ ମରିଚ ନୀଳ କପଡାରେ ବାନ୍ଧି ଜଳରେ ଭସାଇ ଦିଅନ୍ତୁ
ମୀନ...
ପୂ , ଭାଦ୍ରପଦ - ନୂତନ ସ୍ଥାନ ପରିଭ୍ରମଣ କରିପାରନ୍ତି
ଉ , ଭଦ୍ରପଦ - ନିର୍ମାଣଧିନ ଗୃହ ପୂର୍ଣ୍ଣାଙ୍ଗ ଆରମ୍ଭ ହେବ
ରେବତୀ –ସାମାଜିକ ଆଦୃତି ମାଧ୍ୟମରେ ସୁୁଖ ସମ୍ମାନ ପ୍ରଦାନ କରିବ
ପ୍ରତିକାର – ଅଶ୍ୱତଥ୍ ଗଛ ମୂଳରେ ଘିଅ ବତୀ ଜଳାନ୍ତୁ
(ଜ୍ୟୋତିର୍ବିଦ୍ ଇଞ୍ଜିନିୟର ଦୀପକ ଆଚାର୍ଯ୍ୟ)