Daily Horoscope 11th August 2022: ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ…

ସୈାର କର୍କଟ ମାସ ଶ୍ରାବଣ ଶୁକ୍ଲପକ୍ଷ । ଇଂରାଜୀରେ ୧୧ ତାରିଖ ଗୁରୁବାର । ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...

daily horoscope

News Summary

ଜାଣନ୍ତୁ ଆଜିର ରାଶିଫଳ

ସୈାର କର୍କଟ ମାସ ଶ୍ରାବଣ ଶୁକ୍ଲପକ୍ଷ । ଇଂରାଜୀରେ ୧୧ ତାରିଖ ଗୁରୁବାର ତିଥି – ୧୪ଶୀ ଦିବା ୧୦/୩୮ ଗତେ ପୁର୍ଣ୍ଣିମା ଚନ୍ଦ୍ର – ମକର ଅହୋରାତ୍ର ଘାତ ଚନ୍ଦ୍ର- ସିଂହ ଅହୋରାତ୍ର ଘାତ ବାର – ତୁଳା କୁମ୍ଭ ରାଶିର ପୁଷ୍କର ଦୋଷ - ୧ ପାଦ - କୁଟୁମ୍ଭହାନି ତିଳକାଞନ ଦାନ ପ୍ରାତଃ ୦୬/୫୨ ପର୍ଯ୍ୟନ୍ତ ।

ଶୁଭ ସମୟ-

ପ୍ରାତଃ ୦୫/୨୯ ରୁ ୦୭/୧୧

ଦିବା ୧୦/୩୫ ରୁ ୦୧/୦୮

ରାତ୍ରି ୦୨/୨୯ ରୁ ୦୩/୧୪

ଅଶୁଭ ସମୟ-

ଋାହୁକାଳ - ଦିବା ୦୧/୨୭ ରୁ ୦୩/୦୩

କାଳବେଳା - ଦିବା ୦୩/୦୩ ରୁ ୦୪/୩୮

ବାରବେଳା – ଦିବା ୦୪/୩୮ ରୁ ୦୬/୧୪

କାଳରାତ୍ରି - ରାତ୍ରି ୧୧/୫୧ ରୁ ୦୧/୧୬

ଆଜିର ରାଶିଫଳ-

ମେଷ:

ଅଶ୍ୱନୀ – କାର୍ଯ୍ୟରେ ନୂଆ କୌଶଳ ଗ୍ରହଣ କରିପାରନ୍ତି

ଦ୍ୱିଜା – ବନ୍ଧୁଙ୍କ ଠାରୁ ଆର୍ଥିକ ସହାୟତା ପାଇବେ

କୃତିକା – ଛାତ୍ରଛାତ୍ରିଙ୍କର ଲେଖାପଢାରେ ମନ ଲାଗିବ

ପ୍ରତିକାର - ମହାଦେବଙ୍କୁ ତ୍ରିଶାଖା ବେଲପତ୍ର ଅର୍ପଣ କରନ୍ତୁ

ବୃଷ:

କୃତିକା -ଅନ୍ତରଙ୍ଗ ବନ୍ଧୁଙ୍କ ସହିତ ମିଶିବା ସୁଯୋଗ ପାଇବେ

ରୋହିଣୀ – ଚାକିରିଆ ମାନଙ୍କର ପଦୋନ୍ନତି ହେବ

ମୃଗଶିରା – ଜମିରେ ନିବେଶ ଲାଗି ଭଲ ଦିନଟି ରହିବ

ପ୍ରତିକାର – ମା ଲକ୍ଷ୍ମୀଙ୍କୁ କିସ୍‌ମିସ୍ ଅର୍ପଣ କରନ୍ତୁ

ମିଥୁନ:

ମୃଗଶିରା - ପରିବାରରେ ଗୁରୁଜନଙ୍କ ସା୍ୱସ୍ଥ୍ୟକୁ ନେଇ ଚିନ୍ତା କରିପାରନ୍ତି

ଆଦ୍ରା - ଅଯଥା ଖର୍ଚ୍ଚ ବୃଦ୍ଧି ହୋଇପାରେ

ପୁନର୍ବସୁ - ଉଦ୍ୟମରେ ଅହେତୁକ ବାଧାବିଘ୍ନ ଦେଇ ଗତି କରିପାରନ୍ତି

ପ୍ରତିକାର – ପ୍ରଭୂ ଗଣେଷଙ୍କୁ ଦୂବ ଦାନ କରନ୍ତୁ

କର୍କଟ:

ପୁନର୍ବସୁ - ଚାକିରି ବୃର୍ତିରେ ନୂଆ ଉପାୟ ଗ୍ରହଣ କରିବାକୁ ଚେଷ୍ଟା କରିବେ

ପୁଷ୍ୟା – ଧନ ଲାଭର ନୂଆ ମାର୍ଗ ଦୃଷ୍ଟି ଗୋଚର ହେବ

ଅଶ୍ଳେଷା - ଆପଣଙ୍କ ମନବଳ ଉଚ୍ଚ ରହିବ

ପ୍ରତିକାର – କୈାଣସି ଅସହାୟ ବ୍ୟକ୍ତିଙ୍କୁ ସାହାର୍ଯ୍ୟ କରନ୍ତୁ

ସିଂହ:

ମଘା – କର୍ମଜୀବୀ ମହିଳାଙ୍କ ପାଇଁ କାମର ବୋଝ କମ୍ କରିବ

ପୂ , ଫାଲଗୁନୀ - ରାଜନୀତିରେ ଆର୍ଥିକ ଲାଭ ମିଳିପାରେ

ଉ ,ଫାଲଗୁନୀ – ବହୁ ଦିନର ସ୍ୱପ୍ନ ସାକାର ହୋଇପାରେ

ପ୍ରତିକାର –ପ୍ରଭୁ ସୂର୍ଯ୍ୟନାରାୟଣଙ୍କୁ ଜଳ ପ୍ରଦାନ କରନ୍ତୁ

କନ୍ୟା:

ଉ , ଫାଲଗୁନୀ – ସ୍ଥଗିତ କାମକୁ କରିବା ପାଇଁ ପୁରା ଦମ୍‌ରେ ନିଷ୍ପତି ନେବେ

ହସ୍ତା –ପ୍ରିୟତମଙ୍କ ଠାରୁ ଉପହାର ମିଳିପାରେ

ଚିତ୍ରା – ଅନୁଷ୍ଠାନିକ କ୍ଷେତ୍ରରେ ସାହାର୍ଯ୍ୟ ଓ ସହଯୋଗର ଅଭାବ ରହିବ ନାହିଁ

ପ୍ରତିକାର - ବିଷ୍ଣୁଙ୍କ ସହସ୍ର ନାମ ପାଠ କରିବା ସହିତ ପୂଜାର୍ଚ୍ଚନା କରନ୍ତୁ

ତୁଳା:

ଚିତ୍ରା – କମ୍ ସମୟରେ ଅଧିକ ଲାଭ ପାଇବାକୁ ଯାଇ ଫସି ଯାଇପାରନ୍ତି

ସ୍ୱାତୀ –ଆଜି କୋର୍ଟ, କଚେରୀ ବିଷୟରେ ନ ପଡିବା ଭଲ ।

ବିଶାଖା – ଇଛାନଥେôଲ ମଧ୍ୟ ପରିସି୍ଥତିରେ ପଡି ଖର୍ଚ୍ଚାନ୍ତ ହେବେ

ପ୍ରତିକାର –ଧଳା ରଙ୍ଗର ପୋଷାକ ବ୍ୟବହାର କରନ୍ତୁ

ବିଛା:

ବିଶାଖା – କର୍ମକ୍ଷେତ୍ରରେ ବୁଦ୍ଧି ପ୍ରୟୋଗ ଦ୍ୱାରା ସୁଫଳତା ହାସଲ କରିବେ

ଅନୁରାଧା –ପତି ପତ୍ନୀଙ୍କ ମଧ୍ୟରେ ଉତମ ବୁଝାବଣା ରହିବ

ଜ୍ୟେଷ୍ଠା – ଛାତ୍ର, ଛାତ୍ରୀ ମାନେ ପଢା ପଢିରେ ମନ ନିବେଶ କରିବେ

ପ୍ରତିକାର – ମଥାରେ ଚନ୍ଦନ ଲଗାଇ ଦିନ ଆରମ୍ଭ କରନ୍ତୁ

ଧନୁ:

ମୂଳା – ଚାକିରିରେ ପଦୋନ୍ନତିର ଯୋଗ ରହିଅଛି

ପୂ , ଷାଢା –ଆପଣଙ୍କର ସମସ୍ତ ଆଶା ଓ ଆକାଂକ୍ଷା କୁ ପୂରଣ କରିବାରେ ସମର୍ଥ ହେବେ

ଉ , ଷାଢା –ପୂର୍ବରୁ କରିଥିବା ଋଣ ପରିଶୋଧ କରିପାରିବେ

ପ୍ରତିକାର – ସକାଳୁ ଉଠି ପିତାମାତାଙ୍କ ଚରଣ ସ୍ପର୍ଶ କରନ୍ତୁ

ମକର:

ଉ , ଷାଢା - କୈଣସି ନୀଚ୍ଚ ଜାତିର ବ୍ୟକ୍ତିଙ୍କ ଠାରୁ ସହାୟତା ନେଇ ପାରନ୍ତି

ଶ୍ରବଣା – କର୍ମ କ୍ଷେତ୍ରରେ ଧର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ

ଧନିଷ୍ଠା –ଆଜି ସମସ୍ୟା ମଧ୍ୟରେ ପ୍ରତ୍ୟେକ କାମକୁ ସଂପୂର୍ଣ୍ଣ କରିବେ

ପ୍ରତିକାର –ଅସହାୟ ବ୍ୟକ୍ତିଙ୍କୁ ଦାନ କରନ୍ତୁ ମଙ୍ଗଳ ହେବ

କୁମ୍ଭ:

ଧନିଷ୍ଠା –ନୂତନ ଯୋନଜାକୁ କର୍ଯ୍ୟକରୀ କରନ୍ତୁ ନାହିଁ

ଶତଭିଷା –ପରିବାର ଭିତରେ କୈାଣସି କଥାକୁ ନେଇ ମତାନ୍ତର ସୃଷ୍ଟି ହୋଇପାରେ

ପୂ , ଭାଦ୍ରପଦ –ଅତ୍ୟଧିକ ଜିଦ୍ ଯୋଗୁଁ କୈାଣସି କାର୍ଯ୍ୟରେ ଅସଫଳତା ପାଇ ପାରନ୍ତି

ପ୍ରତିକାର – କୁକୁରକୁ କିଛି ଖାଇବାକୁ ଦିଅନ୍ତୁ

ମୀନ:

ପୂ , ଭାଦ୍ରପଦ -ପୁରାତନ ରୋଗର ଉପଶମ ହେବ

ଉ , ଭଦ୍ରପଦ - ବିଦ୍ୟାର୍ଥୀ ମାନେ ସଫଳତା ଲାଭ କରିବେ

ରେବତୀ – ରଚନାତ୍ମକ କାର୍ଯ୍ୟ ଓ ସଂଗୀତରେ ସୁନାମ ଅର୍ଜନ କରିବେ

ପ୍ରତିକାର – ବିଷ୍ଣୁଙ୍କ ପାଖରେ ତୁଳସୀ ଅର୍ପଣ କରନ୍ତୁ

(ଜ୍ୟୋତିର୍ବିଦ୍‌ ଇଞ୍ଜିନିୟର ଦୀପକ ଆଚାର୍ଯ୍ୟ, ଯୋଗାଯୋଗ ନମ୍ବର- 0674-3527219,9238397100)