Advertisment

Fashion in Youth: ସାବଧାନ ! ଫଟା ଜିନ୍ସ ପିନ୍ଧୁଛନ୍ତି କି ? ଆସିପାରେ ଏହି ସମସ୍ୟା

ଜଣେ ବ୍ୟକ୍ତିର ପରିଚୟ ତାର ପୋଷାକରୁ ମିଳିଥାଏ। ପୋଷାକ ଶରୀରକୁ ଘୋଡ଼ାଇ ରଖିବା ସହ ଆମ ବ୍ୟକ୍ତିତ୍ୱ, ଚରିତ୍ର, ବ୍ୟବହାର ଓ ଆତ୍ମବିଶ୍ୱାସକୁ ଦର୍ଶାଇଥାଏ। ହେଲେ ଧୀରେ ଧୀରେ ଭାରତୀୟ ସଂସ୍କୃତି ଉପରେ ପାଶ୍ଚାତ୍ୟ ସଂସ୍କୃତିର ପ୍ରଭାବ ପଡ଼ିବା ଦ୍ୱାରା ଆମ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଆସିଛି।

ଅଦ୍ୟତନ ହୋଇଛି
clothes

clothes

Advertisment

ଜଣେ ବ୍ୟକ୍ତିର ପରିଚୟ ତାର ପୋଷାକରୁ ମିଳିଥାଏ। ପୋଷାକ ଶରୀରକୁ ଘୋଡ଼ାଇ ରଖିବା ସହ ଆମ ବ୍ୟକ୍ତିତ୍ୱ, ଚରିତ୍ର, ବ୍ୟବହାର ଓ ଆତ୍ମବିଶ୍ୱାସକୁ ଦର୍ଶାଇଥାଏ। ହେଲେ ଧୀରେ ଧୀରେ ଭାରତୀୟ ସଂସ୍କୃତି ଉପରେ ପାଶ୍ଚାତ୍ୟ ସଂସ୍କୃତିର ପ୍ରଭାବ ପଡ଼ିବା ଦ୍ୱାରା ଆମ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଆସିଛି।

Advertisment

ଅଧିକ ପଢ଼ନ୍ତୁ: ଘର ପାଖରେ ଲଗାଇ ଦିଅନ୍ତୁ ଏହି ୫ଟି ଗଛ; କଟିଯିବ ସବୁ ବାସ୍ତୁଦୋଷ

ଆଜିକାଲି ଯୁବପିଢ଼ିମାନେ ଫଟା ଜିନ୍ସ ଓ ଟପ୍‌ ପିନ୍ଧିବାକୁ ବେଶ୍ ପସନ୍ଦ କରୁଛନ୍ତି। ଏପରି ପୋଷାକ ପିନ୍ଧିବା ଆମ ସଂସ୍କୃତିରେ ଶୁଭ ବୋଲି ଗ୍ରହଣ କରାଯାଇ ନଥାଏ। ଏହିପରି ପୋଷାକ ପିନ୍ଧିବା ଦ୍ୱାରା ଶୁକ୍ର ଗ୍ରହଙ୍କ ଖରାପ ଦୃଷ୍ଟି ପଡ଼ିଥାଏ ବୋଲି ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ ରହିଛି।

ଜ୍ୟୋତିଷଶାସ୍ତ୍ର ଅନୁସାରେ, ଫଟା ପୋଷାକ ପିନ୍ଧିବା ଦ୍ୱାରା ଶାରୀରିକ କ୍ଷମତା ଏବଂ ଶକ୍ତି ନଷ୍ଟ ହୋଇଥାଏ। ଏମିତିକି ଶରୀରକୁ ଅନେକ ରୋଗ ମଧ୍ୟ ମାଡି ଆସିଥାଏ। ଶୁକ୍ର ଗ୍ରହକୁ ଆମ ଜୀବନରେ ପ୍ରେମ, ରୋମାନ୍ସ ଓ ଦାମ୍ପତ୍ୟରେ ମଧୁରତା ପାଇଁ ଉତ୍ତରାଦାୟୀ ଗ୍ରହ ବୋଲି ଗ୍ରହଣ କରାଯାଇଥାଏ।

Advertisment

ସେହିପରି ଜ୍ୟୋତିଷ ଶାସ୍ତ୍ର ଅନୁସାରେ କଟା ଓ ଫଟା ଜିନ୍ସ ପିନ୍ଧିବା ଉଚିତ ନୁହେଁ । ଏପରି ପୋଷାକ ପିନ୍ଧିବା ଦ୍ୱାରା ସକାରାତ୍ମକ ଶକ୍ତି ନଷ୍ଟ ହେବା ସହ ନକାରାତ୍ମକ ଶକ୍ତି ଘରକୁ ପ୍ରବେଶ କରିଥାଏ।।ଏହାସହିତ କଟା-ଫଟା ଜିନ୍ସ ଓ ଶାର୍ଟ ପିନ୍ଧିବା ଦ୍ୱାରା ମା’ ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି। ଧନର ଦେବୀ ଫଟା ଓ ଭଙ୍ଗା ଜିନିଷକୁ ଭଲ ପାଇ ନଥାନ୍ତି।  ଏଥିପାଇଁ  ଅଭାବ ଓ ଦାରିଦ୍ରତା ଦେଖାଯାଇଥାଏ।

ଅଧିକ ପଢ଼ନ୍ତୁ: ଡ଼ାଳିମ୍ବ ଗଛ ଏହି ଦିଗରେ ଲଗାଇଲେ ଅଟକି ରହିଥିବା ଗୃହ ନିର୍ମାଣ ସମ୍ପୂର୍ଣ୍ଣ ହୋଇଥାଏ

Advertisment
Astrology Torn Jeans
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ