Tanker Crashes
ବଲାଙ୍ଗିର ଗାନ୍ଧିନଗର ଶିବ ମନ୍ଦିର ନିକଟରେ ସଡ଼କ ଦୁର୍ଘଟଣା । ଶନି ମନ୍ଦିର ଉପରକୁ ମାଡ଼ିଗଲା ଟ୍ୟାଙ୍କର । ମନ୍ଦିର ସମ୍ପୂର୍ଣ୍ଣ ଧୂଳିସାତ୍ । ଫସି ରହିଥିବା ଡ୍ରାଇଭରକୁ ଉଦ୍ଧାର ପରେ ବଲାଙ୍ଗିର ମେଡିକାଲ୍ରେ ଭର୍ତ୍ତି ହୋଇଛନ୍ତି।
ଅଧିକ ପଢ଼ନ୍ତୁ: ହାତୀପଲକୁ ଘଉଡାଉଥିଲେ ଲୋକେ; ଟ୍ରେନ୍ ଚକାତଳେ ଗଲା ଛୁଆହାତୀର ଜୀବନ
ଏପଟେ ଭୁବନେଶ୍ୱରରୁ ବୌଦ୍ଧ ଜିଲ୍ଲା କଣ୍ଟାମାଳକୁ ଯାଉଥିବା ଏକ ସରକାରୀ ବସର ଏକ୍ସେଲ ଭାଙ୍ଗି ଯିବାରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ଡ୍ରାଇଭର କୌଣସି ମତେ ବସଟିକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହେବାରୁ ଏକ ବଡ ଧରଣର ଦୁର୍ଘଟଣାକୁ ଏଡାଇ ଦିଆ ଯାଇଛି । କିନ୍ତୁ ବିଳମ୍ବିତ ରାତିରୁ ଏପର୍ଯ୍ୟନ୍ତ ଲୋକେ ସେଠାରେ ହନ୍ତସନ୍ତ ହେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି । ଘଟଣାଟି ଘଟିଛି ସମ୍ବଲପୁର ଜିଲ୍ଲା ସୀମାନ୍ତ ଅନୁଗୁଳ ଜିଲ୍ଲା ଆଠମଲ୍ଲିକର ଝରଝରୀ ଘାଟି ନିକଟରେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1729131614.jpg)