Mysterious fire breaks out at a home in Jajpur
ହଠାତ୍ ମାଡ଼ି ଯାଉଛି ନିଆଁ, କେତେବେଳେ ଛାତ ଉପରେ ତ କେତେବେଳେ ଜଳି ଯାଉଛି ଲୁଗାପଟା ସହ ଆସବାବପତ୍ର । ଦେଖୁ ଦେଖୁ ଚାରିଆଡ଼େ ବ୍ୟାପି ଯାଉଛି ନିଆଁ । ଏଭଳି ଅଘଟଣକୁ ନେଇ ଯାଜପୁର ବ୍ଲକ ବାସୁଦେବପୁର ପଞ୍ଚାୟତ ଗୋବିନ୍ଦପୁର ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି ।
ସୂଚନା ଅନୁସାରେ, ଗାଁର ଗୋପାଳ ଚନ୍ଦ୍ର ସାହୁ ଓ ଗୋବିନ୍ଦ ଚନ୍ଦ୍ର ସାହୁଙ୍କ ଘରେ ଗତ ଦିନ ହେବ ହେବ ଆକସ୍ମିକ ଭାବେ ନିଆଁ ଲାଗୁଥିବା ଅଭିଯୋଗ ହୋଇଛି। କିଏ କହୁଛନ୍ତି ଏହା ଏକ ଭୈାତିକ କାଣ୍ଡ ତ କିଏ କହୁଛନ୍ତି ଅଲୌକିକ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1702613360.jpg)