Advertisment

Narendra Pokhari incident: ନରେନ୍ଦ୍ର ପୋଖରୀରେ ଅଘଟଣ, ପାଣିରେ ବୁଡି ଯୁବକ ମୃତ

ପୁରୀରେ ବର୍ତ୍ତମାନ ଚନ୍ଦନ ଯାତ୍ରା ଜାରି ରହିଥିବା ବେଳେ ନରେନ୍ଦ୍ର ପୋଖରୀରେ ଘଟିଯାଇଛି ବଡ ଅଘଟଣ। ପୋଖରୀରେ ବୁଡି ପ୍ରାଣ ହରାଇଛନ୍ତି ଜଣେ ଯୁବକ। ଯୁବକ ଜଣଙ୍କ ପାଣିରେ ବୁଡି ଯାଇଥିବା ବେଳେ ଦୀର୍ଘ ସମୟ ଧରି ଖୋଜାଖୋଜି କରିବା ପରେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।

ଅଦ୍ୟତନ ହୋଇଛି
narendra Pokhari

ଚନ୍ଦନ ଯାତ୍ରା ପାଇଁ ଚାପ ଖେଳକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି। ଓଡ୍ରାଫ ଟିମ ମହଜୁଦ ଥିଲେ ମଧ୍ୟ ଯୁବକ ଜଣଙ୍କ କିଭଳି ବୁଡି ପ୍ରାଣ ହରାଇଲେ ତାହା ସ୍ପଷ୍ଟ ହୋଇନାହିଁ। ଉଲ୍ଲେଖଯୋଗ୍ୟ ଯେ, ଚାପ ଖେଳରେ ବାଣ ଫୁଟିବା କାରଣରୁ ଏକାଧିକ ମୃତ୍ୟୁବରଣ କରିଥିବା ବେଳେ ୧୫ରୁ ଅଧିକ ଆହତ ହୋଇଥିଲେ।

ପୁରୀ ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳ ବେଳେ ୨ ବର୍ଷ ତଳେ ଏହି ଅଘଟଣ ଘଟିଥିଲା । ବାଣ ଫୁଟି ଲୋକଙ୍କ ଉପରେ ନିଆଁ ଝୁଲ ପଡ଼ିବାରୁ ବହୁ ଶ୍ରଦ୍ଧାଳୁ ଆହତ ହୋଇଥିଲେ।

Advertisment

ଅଧିକ ପଢ଼ନ୍ତୁ:ଏଥର ଉତ୍ତେଜନା ସବୁଠୁ ଭୟଙ୍କର, କେବଳ ଭଗବାନଙ୍କୁ ଡାକୁଛୁ

Accident Drown Narendra Pond
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ