Advertisment

Railway tunnel collapsed: ନିର୍ମାଣାଧୀନ ରେଳ ଟନେଲ ଭୁଶୁଡିଲା

ଅଡେଣିଗଡ ନିକଟରେ କୌଣସି କାରଣରୁ ଟନେଲ ଭୁଶୁଡି ପଡିଥିଲା। ଟନେଲ ଭୁଶୁଡିବା କାରଣରୁ ପ୍ରାୟ ୩୦ ମିଟରର ଗର୍ତ୍ତ ହୋଇଥିବା ଜଣା ପଡିଛି।

ଅଦ୍ୟତନ ହୋଇଛି
railway tunnel

railway tunnel

Advertisment

ବୌଦ୍ଧ ଜିଲ୍ଲାରେ ଏକ ନିର୍ମାଣାଧୀନ ରେଳ ଟନେଲ ଭୁଶୁଡି ପଡିଛି। ଖୋର୍ଦ୍ଧା-ବଲାଙ୍ଗିର ନିର୍ମାଣାଧୀନ ରେଳ ଟନେଲରେ ଏହି ଅଘଟଣ ସୋମବାର ଦେଖିବାକୁ ମିଳିଛି। ଅଡେଣିଗଡ ନିକଟରେ କୌଣସି କାରଣରୁ ଟନେଲ ଭୁଶୁଡି ପଡିଛି। ଟନେଲ ଭୁଶୁଡିବା କାରଣରୁ ପ୍ରାୟ ୩୦ ମିଟରର ଗର୍ତ୍ତ ହୋଇଥିବା ଜଣା ପଡିଛି। ଏହି ଦୁର୍ଘଟଣା ସମୟରେ କାର୍ଯ୍ୟ ଚାଲିଥିଲା କି ନାହିଁ ଓ କୌଣସି ଶ୍ରମିକ ଉପସ୍ଥିତ ଥିଲେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ।

Advertisment
Railways Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ