Advertisment

ଭୁବନେଶ୍ୱରରେ ଭୟଙ୍କର ଅଗ୍ନିକାଣ୍ଡ, ବାର୍‌ରେ ୪ ଜଣ ଫସି ରହିଥିବା ଆଶଙ୍କା

ଭୁବନେଶ୍ୱରରେ ଏକ ବାର୍‌ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି।  ଭବାନୀ ମଲ୍ ନିକଟରେ ଥିବା ଏହି ବାର୍‌ରେ ଆଜି ଅପରାହ୍ଣରେ ନିଆଁ ଲାଗି ଯାଇଥିବା ସୂଚନା ମିଳିଛି।

ଅଦ୍ୟତନ ହୋଇଛି
Fire breaks out near Bhawani Mall in Bhubaneswar

Fire breaks out near Bhawani Mall in Bhubaneswar

Advertisment

ଭୁବନେଶ୍ୱରରେ ଏକ ବାର୍‌ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ସହିଦନଗର ଅଞ୍ଚଳରେ ଥିବା ଭବାନୀ ମଲ୍ ନିକଟରେ ଥିବା ଏହି ବାର୍‌ରେ ଆଜି ଅପରାହ୍ଣରେ ନିଆଁ ଲାଗି ଯାଇଥିବା ସୂଚନା ମିଳିଛି।ସର୍ଟ ସର୍କିଟରୁ ବାର୍‌ରେ ନିଆଁ ଲାଗିଥିବା ଜଣାପଡ଼ିଛି। 

Advertisment

ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରୁଛନ୍ତି। ତେବେ ବାର୍‌ ଭିତରେ ୪ ଜଣ ଫସି ରହିଥିବା କୁହାଯାଉଛି। ତେବେ ଭିତରେ ପ୍ରବଳ ଧୂଆଁ ଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି। 

Fire Mishap
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ