Advertisment

ବାଇକ୍‌ରେ ଯାଉଥିଲେ, ସରକାରୀ ଗାଡ଼ି ଆସି ପିଟିଦେଲା...

ସମ୍ବଲପୁରରେ RDCଙ୍କ ସଚିବଙ୍କ ଗାଡ଼ି ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଛି। ଘଟଣାପରେ ଡ୍ରାଇଭର ଫେରାର ଅଛନ୍ତି।

ଅଦ୍ୟତନ ହୋଇଛି
Biker dies after being hit by vehicle hired for Sambalpur RDC Office

Biker dies after being hit by vehicle hired for Sambalpur RDC Office

Advertisment

ସମ୍ବଲପୁରରେ RDCଙ୍କ ସଚିବଙ୍କ ଗାଡ଼ି ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଛି।  ଗତକାଲି ବିଳମ୍ବିତ ରାତିରେ ଧନୁପାଲିଛକରେ ଏହି ଦୁର୍ଘଟଣା ଘଟିଛି। ମୃତକ ହେଲେ ଭତରା ଅଞ୍ଚଳର ରଞ୍ଜିତ ମହାପାତ୍ର। ଘଟଣାପରେ ଡ୍ରାଇଭର ଫେରାର ଅଛନ୍ତି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Advertisment

ସୂଚନା ଅନୁସାରେ, ଦୁର୍ଘଟଣା ଘଟାଇ ଥିବା ବୋଲେରୋ ଗାଡ଼ି  RDC ଅଫିସରେ ଭଡ଼ାରେ ଲାଗିଥିଲା। ତେବେ ଏହି ଗାଡ଼ିକୁ ଉତ୍ତରାଞ୍ଚଳ RDCଙ୍କ ସଚିବ ବ୍ୟବହାର କରୁଥିବା ନେଇ ଗାଡ଼ି ଆଗରେ ଲେଖା ହୋଇଛି।

ଏଠାରେ ପ୍ରଶ୍ନ ଉଠୁଛି, RDCଙ୍କ ସଚିବଙ୍କ ବ୍ୟବହାର ପାଇଁ ଉଦ୍ଧିଷ୍ଟ ଗାଡ଼ିକୁ ଡ୍ରାଇଭର ବିଳମ୍ବିତ ରାତିରେ କେଉଁଆଡ଼େ ଓ କାହାକୁ ବସାଇ ନେଉଥିଲେ ? ଧନୁପାଲି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Advertisment
Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ