Advertisment

ଭୟଙ୍କର ଦୁର୍ଘଟଣା ! ନଦୀକୁ ଖସିପଡ଼ିଲା ବସ୍‌, ୧୪ ଜଣଙ୍କ ଜୀବନ ଗଲା

ଯାତ୍ରୀଙ୍କୁ ନେଇ କାଠମାଣ୍ଡୁରୁ ପୋଖରା ଯାଉଥିଲା ଏହି ବସ୍ ।

ଅଦ୍ୟତନ ହୋଇଛି
Accident

Accident

Advertisment

ଭୟଙ୍କର ଦୁର୍ଘଟଣା । ନଦୀକୁ ଖସିଲା ବସ୍‌ । ଏକାଥରକେ ୧୪ ଭାରତୀୟ ମୃତ । ନେପାଳରେ ଏଭଳି ଭୟଙ୍କର ଦୁର୍ଘଟଣା ଘଟିଛି । ନେପାଳର ମାର୍ସାଙ୍ଗଗଡ଼ି ନଦୀକୁ ଖସିପଡ଼ିଛି ଯାତ୍ରୀବାହୀ ବସ୍ । ଯେଉଁଥିରେ ଯାତ୍ରା କରୁଥିଲେ ୪୦ ଯାତ୍ରୀ । ଆଉ ସମସ୍ତେ ଭାରତୀୟ ହୋଇଥିବା ସୂଚନା । ଯାତ୍ରୀଙ୍କୁ ନେଇ କାଠମାଣ୍ଡୁରୁ ପୋଖରା ଯାଉଥିଲା ଏହି ବସ୍ ।

Advertisment

Nepal Tourist
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ