Advertisment

କାଳ ହେଲା ବିଶ୍ୱକର୍ମା ଭସାଣ; ମୂର୍ତ୍ତି ବିସର୍ଜନ ବେଳେ ନଦୀରେ ଭାସିଗଲେ ଯୁବକ

ଗତ ରାତିରେ ମୂର୍ତ୍ତି ବିସର୍ଜନ ପାଇଁ ନଦୀ ଭିତରକୁ ୪ ଜଣ ଯାଇଥିବା ବେଳେ ୩ଜଣ ଫେରିଥିଲେ । କିନ୍ତୁ ପ୍ରଫୁଲ୍ଲ ଫେରି ନଥିଲେ । ରାତି ତମାମ ଅଗ୍ନିଶମ ବାହିନୀ ଖୋଜାଖୋଜି କରିଥିଲେ ବି ମିଳିନାହାନ୍ତି ପ୍ରଫୁଲ୍ଲ ।

ଅଦ୍ୟତନ ହୋଇଛି
1 man missing during Viswakarma idol immersion ceremony in Kuakhia river in Bhubaneswar

1 man missing during Viswakarma idol immersion ceremony in Kuakhia river in Bhubaneswar

Advertisment

କାଳ ହେଲା ବିଶ୍ୱକର୍ମା ଭସାଣ । ବିଶ୍ୱକର୍ମା ଭସାଣ ବେଳେ ଘଟିଛି ଅଘଟଣ । ମୂର୍ତ୍ତି ବିସର୍ଜନ କରିବାକୁ ଯାଇଥିବା ବେଳେ କୁଆଖାଇ ନଦୀରେ ଭାସିଗଲେ ଜଣେ ଯୁବକ । ନିଖୋଜ ଯୁବକ ଜଣକ ସହିଦନଗର ଶାନ୍ତିପଲ୍ଲୀ ବସ୍ତିର ପ୍ରଫୁଲ୍ଲ ବିଶ୍ୱାଳ ।

Advertisment

ଗତ ରାତିରେ ମୂର୍ତ୍ତି ବିସର୍ଜନ ପାଇଁ ନଦୀ ଭିତରକୁ ୪ ଜଣ ଯାଇଥିବା ବେଳେ ୩ଜଣ ଫେରିଥିଲେ । କିନ୍ତୁ ପ୍ରଫୁଲ୍ଲ ଫେରି ନଥିଲେ । ରାତି ତମାମ ଅଗ୍ନିଶମ ବାହିନୀ ଖୋଜାଖୋଜି କରିଥିଲେ ବି ମିଳିନାହାନ୍ତି ପ୍ରଫୁଲ୍ଲ । ଆଜି ପୁଣି ଖୋଜାଖୋଜି କରିବ ଅଗ୍ନିଶମ ବାହିନୀ । ପ୍ରଫୁଲ୍ଲ ପାଇପ୍ ମିସ୍ତ୍ରୀ ଭାବରେ କାମ କରନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ