/odishatv-khabar/media/media_files/2026/02/04/rahul-2026-02-04-15-40-01.jpg)
Rahul Photograph: (OTV)
ସଂସଦର ମକର ଦ୍ବାର ନିକଟରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସହ କେନ୍ଦ୍ର ମନ୍ତ୍ରୀ ରବନୀତ ସିଂ ବିଟ୍ଟୁଙ୍କ ମୁହାଁମୁହିଁ ସ୍ଥିତି। ମକର ଦ୍ବାର ନିକଟରେ କଂଗ୍ରେସ ସାଂସଦ ମାନେ ବିରୋଧ ପ୍ରଦର୍ଶନ କରୁଥିବା ବେଳେ ସେହି ବାଟ ଦେଇ ଯାଉଥିଲେ କେନ୍ଦ୍ର ମନ୍ତ୍ରୀ ରବନୀତ ସିଂ ବିଟ୍ଟୁ। ଏହି ସମୟରେ ସେଠାରେ ଉପସ୍ଥିତ ଥିବା କଂଗ୍ରେସ ସାଂସଦ ଟ୍ରେଟର ଫ୍ରେଣ୍ଡ ବୋଲି କହି ସମ୍ବୋଧନ କରିଥିଲେ ଏବଂ ତମେ ଆମ ଦଳକୁ ଦିନେ ଫେରିବ ବୋଲି କହିଥିଲେ ରାହୁଲ ଗାନ୍ଧୀ।
Advertisment
ଦେଶ କା ଦୁସମନ୍
ପରେ ପରେ ହାତ ମିଳାଇବାକୁ ଚେଷ୍ଟା କରିଥିଲେ ରାହୁଲ। ଏହାର ଜବାବରେ ରାହୁଲଙ୍କୁ ଦେଶ କା ଦୁସମନ୍ ବୋଲି କହିଥିଲେ କେନ୍ଦ୍ର ମନ୍ତ୍ରୀ ରବନୀତ ସିଂ ବିଟ୍ଟୁ।
ତିନି ଥରର ସାଂସଦ ଏବଂ କେନ୍ଦ୍ରମନ୍ତ୍ରୀ ହେଉଛନ୍ତି ରବନୀତ ସିଂ ବିଟ୍ଟୁ। ୨୦୨୪ ନିର୍ବାଚନ ପୂର୍ବରୁ ସେ କଂଗ୍ରେସରୁ ବିଜେପିକୁ ଚାଲିଆସିଥିଲେ। ଯାହାକୁ ନେଇ ତାଙ୍କୁ ଟ୍ରେଟର ବୋଲି ରାହୁଲ ଗାନ୍ଧୀ କହିଥିବା ଚର୍ଚ୍ଚା ହେଉଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)