Anti-naxal Operation Photograph: (OTV)
Advertisment
ଜଙ୍ଗଲରେ କୋଟି କୋଟି ଟଙ୍କା ଲୁଚାଇ ରଖିଛନ୍ତି ମାଓବାଦୀ । ଛତିଶଗଡ଼ ଜଙ୍ଗଲରୁ ପୁଣି ବିପୁଳ ପରିମାଣର ମାଓ ସାମଗ୍ରୀ ସହିତ ୪୬ ଲକ୍ଷ ୩୧ ହଜାର ଟଙ୍କା ଜବତ କଲେ ସୁରକ୍ଷାକର୍ମୀ।
Advertisment
ମେନପୁର ଥାନା ବଡ଼ଗୋବରା ଓ ସାପଘାଟି ଜଙ୍ଗଲରେ ସ୍ପେଶାଲ୍ ଅପରେସନ ମାଧ୍ୟମରେ ମାଓବାଦୀମାନେ ଲୁଚାଇ ରଖିଥିବା ଟଙ୍କା ଓ ବନ୍ଧୁକ, ଗୁଳି, ମାଓ ପୋଷାକ ଆଦି ସାମଗ୍ରୀ ଜବତ କରାଯାଇଛି। ଏଯାଏଁ ମାଓବାଦୀମାନେ ବିଭିନ୍ନ ସ୍ଥାନରେ ଲୁଚାଇ ରଖିଥିବା ୧କୋଟି ୮ ଲକ୍ଷ ଟଙ୍କା ଜବତ କରାଯାଇଥିବା ସୂଚନା ମିଳିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/03/01/anti-naxal-operation-2026-03-01-09-27-01.jpg)