Advertisment

PM Modi Appeals for Peace: ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଥମ ପ୍ରତିକ୍ରିୟା; ଶାନ୍ତି ପାଇଁ ଅପିଲ୍ କଲେ

ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଥମ ପ୍ରତିକ୍ରିୟା। ଶାନ୍ତି ପାଇଁ ଅପିଲ୍ କଲେ ପ୍ରଧାନମନ୍ତ୍ରୀ ମୋଦି। ବିଶ୍ବରେ ଶାନ୍ତି ଓ ସ୍ଥିରତା ଚାହେଁ ଭାରତ। ଆପୋସ କଥାବାର୍ତ୍ତା, କୂଟନୈତିକ ଜରିଆରେ ସମସ୍ୟା ସମାଧାନ ହେଉ।

author-image
Pramod Behera
PM Modi Appeals for Peace

ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଥମ ପ୍ରତିକ୍ରିୟା Photograph: (OTV)

ଇରାନ ଆମେରିକା ଯୁଦ୍ଧର ଘନଘଟା ମଧ୍ୟରେ ଶାନ୍ତି ସ୍ଥାପନ ପାଇ ଅପିଲ୍ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଥମ ପ୍ରତିକ୍ରିୟା ରଖିଛନ୍ତି। ଶାନ୍ତି ପାଇଁ ଅପିଲ୍ କଲେ ପ୍ରଧାନମନ୍ତ୍ରୀ ମୋଦି। 

Advertisment

ବିଶ୍ବରେ ଶାନ୍ତି ଓ ସ୍ଥିରତା ଚାହେଁ ଭାରତ। ଆପୋସ କଥାବାର୍ତ୍ତା, କୂଟନୈତିକ ଜରିଆରେ ସମସ୍ୟା ସମାଧାନ ହେଉ। ନାଗରିକଙ୍କ ସୁରକ୍ଷା ଆମର ପ୍ରାଥମିକତା କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

  • ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଥମ ପ୍ରତିକ୍ରିୟା
  • ଶାନ୍ତି ପାଇଁ ଅପିଲ୍ କଲେ ପ୍ରଧାନମନ୍ତ୍ରୀ ମୋଦି
  • ବିଶ୍ବରେ ଶାନ୍ତି ଓ ସ୍ଥିରତା ଚାହେଁ ଭାରତ
  • ଆପୋସ କଥାବାର୍ତ୍ତା, କୂଟନୈତିକ ଜରିଆରେ ସମସ୍ୟା ସମାଧାନ ହେଉ
  • ଆପୋସ କଥାବାର୍ତ୍ତା, କୂଟନୈତିକ ଜରିଆରେ ସମସ୍ୟା ସମାଧାନ ହେଉ
  • ନାଗରିକଙ୍କ ସୁରକ୍ଷା ଆମର ପ୍ରାଥମିକତା କହିଲେ ମୋଦି
Advertisment
US-Iran Conflict Narendra Modi War
Advertisment
Advertisment