/odishatv-khabar/media/media_files/2026/02/13/otv-journalist-dies-after-prolonged-illness-2026-02-13-17-23-23.jpg)
ଓଟିଭି ଭିଡିଓ ଜର୍ଣ୍ଣାଲିଷ୍ଟ ନିତିନ ଦତ୍ତଶର୍ମାଙ୍କ ଦେହାନ୍ତ Photograph: (OTV)
ଓଟିଭି ଭିଡିଓ ଜର୍ଣ୍ଣାଲିଷ୍ଟ ନିତିନ ଦତ୍ତଶର୍ମାଙ୍କ ଦେହାନ୍ତ । ୧୦ ବର୍ଷ ଧରି ଦିଲ୍ଲୀ ବ୍ୟୁରୋରେ ଭିଡିଓ ଜର୍ଣ୍ଣାଲିଷ୍ଟ ଭାବେ କାର୍ଯ୍ୟରତ ଥିଲେ ନିତିନ। ଫୁସ୍ ଫୁସ୍ ସଂକ୍ରମଣ ଯୋଗୁଁ ଜାନୁଆରୀ ୧୬ରୁ ସେ ଚିକିତ୍ସାଧୀନ ଥିଲେ । ଭିଡିଓ ଜର୍ଣ୍ଣାଲିଷ୍ଟ ଭାବେ ଓଟିଭି ପ୍ରତି ତାଙ୍କର ଅବଦାନ ଉଚ୍ଚକୋଟୀର ରହିଥିଲା।
Advertisment
ଖୁବ୍ ସରଳ ବ୍ୟକ୍ତିତ୍ୱରେ ସମସ୍ତଙ୍କର ଆପଣାର ଓ ପ୍ରିୟର ହୋଇପାରିଥିଲେ ନିତିନ । ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ଓଟିଭି ପରିବାର ତରଫରୁ ନିତିନଙ୍କ ଆତ୍ମାର ସଦଗତି କାମନା କରାଯାଇଛି । ଓଟିଭି କର୍ମଚାରୀମାନେ ନିତିନଙ୍କୁ ମନେପକାଇବା ସହିତ ନିରବ ପ୍ରାର୍ଥନା କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
- ଓଟିଭି ଭିଡିଓ ଜର୍ଣ୍ଣାଲିଷ୍ଟ ନିତିନ ଦତ୍ତଶର୍ମାଙ୍କ ଦେହାନ୍ତ
- ୧୦ ବର୍ଷ ଧରି ଦିଲ୍ଲୀ ବ୍ୟୁରୋରେ ଭିଡିଓ ଜର୍ଣ୍ଣାଲିଷ୍ଟ ଭାବେ କାର୍ଯ୍ୟରତ ଥିଲେ
- ଫୁସ୍ ଫୁସ୍ ସଂକ୍ରମଣ ଯୋଗୁଁ ଜାନୁଆରୀ ୧୬ରୁ ଚିକିତ୍ସାଧୀନ ଥିଲେ
- ଭିଡିଓ ଜର୍ଣ୍ଣାଲିଷ୍ଟ ଭାବେ ଓଟିଭି ପ୍ରତି ତାଙ୍କର ବିଶେଷ ଅବଦାନ
- ଖୁବ୍ ସରଳ ବ୍ୟକ୍ତିତ୍ୱରେ ସମସ୍ତଙ୍କର ଆପଣାର ହୋଇପାରିଥିଲେ
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)