Bomb Threat Photograph: (OTV)
Advertisment
ସଂସଦକୁ ବୋମାରେ ଉଡ଼ାଇବାକୁ ଧମକ। ପାର୍ଲାମେଣ୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ ଆସିଛି। ଆସନ୍ତା ୧୩ ତାରିଖରେ ବୋମାରେ ଉଡ଼ାଇବାକୁ ଧମକ ମିଳିଛି। ସଂସଦ ଭବନ ସହ ଆଉ ୯ଟି ସ୍କୁଲକୁ ବି ଆସିଛି ବୋମା ଧମକ। ଦିନ ୧ଟା ୧୧ ମିନିଟରେ ବିସ୍ଫୋରଣ କରିବାକୁ ଧମକ ଆସିଛି।
Advertisment
ଖଲିସ୍ତାନ ନାଁରେ ମେଲ୍ ରେ ଆସିଛି ବୋମା ଧମକ। ଦିଲ୍ଲୀର ବିଭିନ୍ନ ସ୍କଲକୁ ମିଳିଛି ବୋମାରେ ଉଡ଼ାଇ ଦେବାକୁ ଧମକ। ଇ-ମେଲରେ ବିଭିନ୍ନ ସ୍କୁଲକୁ ଆସିଛି ଧମକ ବୋମା ଧମକ ପରେ ଦିଲ୍ଲୀରେ ହାଇଆଲର୍ଟ ଜାରି ହୋଇଛି। ଦିଲ୍ଲୀ ପୋଲିସ, ଅଗ୍ନିଶମ ଟିମ୍, ବମ୍ ସ୍କ୍ବାଡ୍ ର ତନ୍ନତନ୍ନ ଯାଞ୍ଚ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/09/bomb-threat-2026-02-09-11-52-35.jpg)