Encounter Photograph: (OTV)
ଦିଲ୍ଲୀରେ ବଡ଼ ଏନକାଉଣ୍ଟର । ବିହାରର ୪ ମୋଷ୍ଟ ୱାଣ୍ଟେଡ୍ ଗ୍ୟାଙ୍ଗଷ୍ଟରକୁ ଏନକାଉଣ୍ଟର । ପୋଲିସ ଉପରକୁ ଫାୟାରିଂ ବେଳେ ଦିଲ୍ଲୀର ବାହାଦୁର ଶାହ ମାର୍ଗରେ ୪ ଜଣଙ୍କୁ ଏନ୍କାଉଣ୍ଟରରେ ୪ ଅପରାଧୀ ନିପାତ । ଦିଲ୍ଲୀ କ୍ରାଇମବ୍ରାଞ୍ଚ ଏବଂ ବିହାର ପୋଲିସର ଅପରେସନରେ ଏହି ସଫଳତା ମିଳିଛି । ବିହାର ନିର୍ବାଚନରେ ବିସ୍ଫୋରଣ ଯୋଜନା କରୁଥିଲା ଗ୍ୟାଙ୍ଗ୍ । ଦୀର୍ଘଦିନ ଧରି ପୋଲିସ ଟାର୍ଗେଟରେ ଥିଲେ ଏହି ୪ ଅପରାଧୀ । ସିଗମା ଆଣ୍ଡ୍ କମ୍ପାନୀ ନାଁରେ ଜଣାଶୁଣା କୁଖ୍ୟାତ ଗ୍ୟାଙ୍ଗ୍।
• ଦିଲ୍ଲୀରେ ୪ ଗ୍ୟାଙ୍ଗଷ୍ଟରଙ୍କୁ ପୋଲିସର ଏନକାଉଣ୍ଟର
• ବିହାରର ୪ ମୋଷ୍ଟ ୱାଣ୍ଟେଡ୍ ଗ୍ୟାଙ୍ଗଷ୍ଟରଙ୍କୁ ଏନକାଉଣ୍ଟର
• ଦିଲ୍ଲୀର ବାହାଦୁର ଶାହ ମାର୍ଗରେ ୪ ଜଣଙ୍କୁ ଏନକାଉଣ୍ଟର
• ପୋଲିସ ଉପରକୁ ଫାୟାରିଂ ବେଳେ ୪ ଅପରାଧୀ ନିପାତ
• ଦିଲ୍ଲୀ କ୍ରାଇମବ୍ରାଞ୍ଚ ଏବଂ ବିହାର ପୋଲିସର ଅପରେସନ୍
• ଦୀର୍ଘଦିନ ଧରି ପୋଲିସ ଟାର୍ଗେଟରେ ଥିଲେ ୪ ଅପରାଧୀ
• 'ସିଗମା ଆଣ୍ଡ କମ୍ପାନୀ' ନାଁରେ ଜଣାଶୁଣା କୁଖ୍ୟାତ ଗ୍ୟାଙ୍ଗ୍
• ବିହାର ନିର୍ବାଚନରେ ବିସ୍ଫୋରଣ ଯୋଜନା କରୁଥିଲା ଗ୍ୟାଙ୍ଗ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/23/encounter-2025-10-23-08-40-44.jpg)