Advertisment

Indian Railways Launches Special Trains: ଇଣ୍ଡିଗୋ ସଙ୍କଟ ଭିତରେ କମାଣ ସମ୍ଭାଳିଲା ଭାରତୀୟ ରେଲୱେ; ସ୍ପେଶାଲ ଟ୍ରେନ୍ ଚଲାଇବାକୁ ଘୋଷଣା

ଯାତ୍ରୀଙ୍କ ସୁବିଧା ପାଇଁ ରେଲୱେର ପଦକ୍ଷେପ। ଇଣ୍ଡିଗୋ ସଙ୍କଟ ଭିତରେ କମାଣ ସମ୍ଭାଳିଲା ଭାରତୀୟ ରେଲୱେ। ଯାତ୍ରୀଙ୍କ ସୁବିଧାକୁ ଦେଖି ସ୍ପେଶାଲ ଟ୍ରେନ୍ ଚଲାଇବାକୁ ଘୋଷଣା।

Indian Railway

Indian Railway Photograph: (OTV)

Advertisment

ଇଣ୍ଡିଗୋ ବିମାନ ସଙ୍କଟ ଭିତରେ କମାଣ ସମ୍ଭାଳିଲା ଭାରତୀୟ ରେଲୱେ। ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ସ୍ପେଶାଲ ଟ୍ରେନ୍ ଚଲାଇବାକୁ ଘୋଷଣା କରିଛି । ବିଭିନ୍ନ ରୁଟରେ ଅତିରିକ୍ତ କୋଚ୍ ବୃଦ୍ଧି ସହ ସ୍ୱତନ୍ତ୍ର ଟ୍ରେନ୍ ସେବା ଯୋଗାଇ ଦେବ ଭାରତୀୟ ରେଲୱେ । ୩୭ଟି ଟ୍ରେନରେ ଅତିରିକ୍ତ ୧୧୬ କୋଚକୁ ବଢାଯାଇଛି । 

Advertisment

ଅହମ୍ମଦାବାଦ-ଦିଲ୍ଲୀ ରୁଟରେ ଯାତ୍ରୀମାନେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପଶ୍ଚିମ ରେଳବାଇ ତୁରନ୍ତ ପ୍ରଭାବରେ ସାବରମତୀରୁ ଦିଲ୍ଲୀ ପର୍ଯ୍ୟନ୍ତ 'ଟ୍ରେନ୍ ଅନ୍ ଡିମାଣ୍ଡ' ପାଇଁ ସାବରମତୀରୁ ଦିଲ୍ଲୀକୁ ସୁପରଫାଷ୍ଟ ସ୍ପେଶାଲ ଟ୍ରେନ୍ ଚଲାଇବାକୁ ନିଷ୍ପତ୍ତି ନେଇଛି।

•    ଯାତ୍ରୀଙ୍କ ସୁବିଧା ପାଇଁ ରେଲୱେର ପଦକ୍ଷେପ
•    ଇଣ୍ଡିଗୋ ସଙ୍କଟ ଭିତରେ କମାଣ ସମ୍ଭାଳିଲା ଭାରତୀୟ ରେଲୱେ
•    ଯାତ୍ରୀଙ୍କ ସୁବିଧାକୁ ଦେଖି ସ୍ପେଶାଲ ଟ୍ରେନ୍ ଚଲାଇବାକୁ ଘୋଷଣା 
•    ବିଭିନ୍ନ ରୁଟରେ ଅତିରିକ୍ତ କୋଚ୍ ବୃଦ୍ଧି ସହ ସ୍ୱତନ୍ତ୍ର ଟ୍ରେନ୍ ଚାଲିବ
•    ୩୭ଟି ଟ୍ରେନରେ ଅତିରିକ୍ତ ୧୧୬ କୋଚକୁ ବଢାଯାଇଛି 
•    ସାବରମତୀ ଓ ଦିଲ୍ଲୀ ମଧ୍ୟରେ ଚାଲିବ ସୁପରଫାଷ୍ଟ ସ୍ପେଶାଲ ଟ୍ରେନ୍

Advertisment
Indian Railway
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ